୨୫ ଟଙ୍କା ମହଙ୍ଗା ହେବ ତେଲ! ଏହି ଦିନଠୁ ହେବ

oil

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା ସପ୍ତାହ ରେ ପାଖା ପାଖି 25 ଟଙ୍କା ବଢିଜାଇ ପାରେ ତେଲ ଦର । ଉତ୍ତର ପ୍ରଦେଶ ନିର୍ବାଚନ ଆସନ୍ତା ସପ୍ତାହ ରେ ଶେଷ ହେବା ପରେ ତୈଳ ଦର ବଢିବାର ସମ୍ଭାବନା ରହିଛି । କାରଣ ୟୁକ୍ରେନ ଋଷ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାର ରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା 113 ଡଲାର ରେ ପହଁଚିଛି । ଆଉ ଭାରତ ର ତେଲ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ପାଖା ପାଖି 9 ଟଙ୍କା କ୍ଷେତି ସହୁଛନ୍ତି ।

ତେଣୁ ବିଧାନ ସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଡିଜେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଛି । ପେଟ୍ରୋଲ ଡିଜେଲ ଦର ରାଜନୈତିକ ଦୃଷ୍ଟି କୋଣ ରୁ ସମ୍ବେଦନ ଶୀଳ ପ୍ରଶଂଙ୍ଗ , ଭୋଟ ବିଗିଡିବାର ଆଶଂକା ରେ ତେଲ ଦର 118 ଦିନ ରୁ ବଢି ନାହାଁନ୍ତି ସରକାର । ତେବେ ବନ୍ଧୁଗଣ ଆସନ୍ତା ସପ୍ତାହ ରେ ପାଖା ପାଖି 25 ଟଙ୍କା ବଢିପାରେ ତେଲ ଦର ।

Petrol

ଉତ୍ତର ପ୍ରଦେଶ ନିର୍ବାଚନ ଆସନ୍ତା ସପ୍ତାହ ରେ ଶେଷ ହେବା ପରେ ତୈଳ ଦର ବଢିବାର ସମ୍ଭାବନା ରହିଛି । କାରଣ ଇୟୁକ୍ରେନ ଋଷ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାର ରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ ପିଛା 113 ଡଲାର ରେ ପହଁଚିଛି । ଆଉ ଭାରତ ର ତେଲ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ପାଖା ପାଖି 9 ଟଙ୍କା କ୍ଷେତି ସହୁଛନ୍ତି ।

ତେଣୁ ବିଧାନ ସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଡିଜେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଛି । ପେଟ୍ରୋଲ ଡିଜେଲ ଦର ରାଜନୈତିକ ଦୃଷ୍ଟି କୋଣ ରୁ ସମ୍ବେଦନ ଶୀଳ ପ୍ରଶଂଙ୍ଗ , ଭୋଟ ବିଗିଡିବାର ଆଶଂକା ରେ ତେଲ ଦର 118 ଦିନ ରୁ ବଢି ନାହାଁନ୍ତି ସରକାର ତେଣୁ ଏହି ଦିନରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *