ହେ ଭଗବାନ – ଆଉ ଏ ଦୁନିଆରେ ନାହାଁନ୍ତି ଏହି ଅଭିନେତା ।

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ଯାହା ଗୋଟିଏ ବଡ ଦୁଖଃଦାୟକ ଖବର ସାମ୍ନା କୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତା ଙ୍କ ବିୟୋଗ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳି ଜାଇଛି । ଆମ ଦେଶ ହେଲା କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ମାନେ ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁ ବେଳେ ଆଗରେ । ତେବେ ଏହି ପ୍ରସିଦ୍ଧ ଅଭିନେତା ଏକ ଘୋରଇ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୱାଗ କରିଛନ୍ତି ।

ଦିର୍ଘ ଦିନ ରୁ ବାର୍ଧକ୍ୟ ଜନିତ ରୋଗ ଏବଂ କିଡ୍ନୀ ଖରାପ ହୋଇଥିବାରୁ ଏହି ଅଭିନେତା ଙ୍କୁ ଫେବୃଆରୀ 9 ରେ ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା । 10 ଦିନ ଧରି ICU ରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଏବେ ତାଙ୍କର ମୃତ୍ୟୁ ହୋଇଛି । ସିନେମା ଜଗତ ରେ ଶୋକର ଛାୟା ଖେଳିଜାଇଛି ।

Rajesh

ସୂଚନା ଯୋଗ୍ୟ କି ରାଜେଶ ଙ୍କ ପ୍ରକୃତ ନାମ ହେଲା ବିଦ୍ୟା ସାଗର 1932 ଏପ୍ରିଲ 15 ରେ ବେଙ୍ଗାଲୋର ରେ ଜନ୍ମ ଗ୍ରହଣ କରିଥିଲେ ରାଜେଶ ଏବଂ ସେ ଜଣେ କଣ୍ଠଶିଳ୍ପୀ ଭାବେ ବହୁତ ଜଣା ସୁଣା । 60 ଓ 70 ଦଶକ ର ଭିଟନାର ଅଭିନେତା ରାଜେଶ 165 ଟି ଫିଲ୍ମ ରେ ଅଭିନୟ କରିଛନ୍ତି ।

ରାଜେଶ ଙ୍କ ବାୟପିକ ର ନାମ ହେଲା କାଲ ଥା ପସ୍ପିକ୍ ରାଜେଶ ଆତ୍ମକାଥା । 2014 ରେ ସାହିତ୍ୟ ପରିଦର୍ଶିତ ଦ୍ୱାରା ତାଙ୍କୁ ଡକ୍ଟର ରାଜକୁମାର ସାଂକୃତିକ ସମ୍ମାନ ରେ ସମ୍ମାନିକ କରାଜାଇଥିଲା । ହେଲେ ବର୍ତମାନ ସମୟ ରେ ପ୍ରସିଦ୍ଧ ଭେଟେରାନ ଅଭିନେତା ରାଜେଶ ଙ୍କ ପୋରଲୋକ ହୋଇଛି । ଦିର୍ଘଦିନ ରୁ ହସ୍ପିଟାଲ ରେ ରହିଥିବା ବେଳେ ଗତ କାଲି ଏକ ଘୋରଇ ହସ୍ପିଟାଲ ରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *