ଓଡିଶା ଉପକୂଳରେ ମାଡି ଆସୁଛି ବାତ୍ୟା ‘ଆସାନି’, ଏହି ତାରିଖରେ ଓଡିଶାର ଏହି ଜାଗରେ କରିପାରେ ଲ୍ୟାଣ୍ଡଫଲ

a-21

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ୍ ରାଷ୍ଟ୍ରପତି ସାରା ବିଶ୍ୱରେ ଚର୍ଚ୍ଚା ରେ ରହିଛନ୍ତି । ତେବେ 19 ଦିନ ହେଲା ଘୋମାଘୋଟ ଯୁଦ୍ଧ ଲାଗିରହିଥିବା ବେଳେ ୟୁକ୍ରେନ ର ଅନେକ ସହର ମାନ ନଷ୍ଟ ହୋଇଗଲାଣି । ତେବେ ଋଷିଆ – ୟୁକ୍ରେନ ଯୁଦ୍ଧ ଧିରେ ଧିରେ ଉଗ୍ର ରୂପ ନେଉଥିବା ବେଳେ ଏବେ ପାଣି ପାଗ ବିଭାଗ ପକ୍ଷରୁ ଏମିତି ରିପୋର୍ଟ ରହିଛି ଜାହା ଆପଣ ମାନଙ୍କ ଚିନ୍ତା ର ବିଷୟ ହୋଇପାରେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଖବର ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ବନ୍ଧୁଗଣ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟ ରେ ।

ପାଣିପାଗ ବିଭାଗ ଅନୁସାରେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ 24 ଘଣ୍ଟା ମଧ୍ୟରେ ଭାରତ ମହାସାଗର ଓ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପରେ ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ ।

ଆସନ୍ତା 20 ତାରିଖ ରେ ବାତ୍ୟା ହେବ ନା ନାହିଁ ଚିତ୍ର ସ୍ପଷ୍ଟ ହେବ । ଏବଂ 23 ତାରିଖ ରେ ଏହା ଲ୍ୟାଣ୍ଡଫଳ କରିପାରେ । ବନ୍ଧୁଗଣ ଏହି ବାତ୍ୟା ର ନାମକରଣ ମଧ୍ୟ କରାଜାଇଛି । ତେବେ ବାତ୍ୟା ର ନାମ ହେଲା ଆଶାନି । ତେବେ ବାତ୍ୟା ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ଅନୁସାରେ ଘଣ୍ଟା ପ୍ରତି 80 କିଲୋମିଟର ରୁ 90 କିଲୋମିଟର ମଧ୍ୟରେ ପବନ ବହିବାର ମଧ୍ୟ ସମ୍ଭାବନା ଅଛି ।

ତେବେ ଓଡିଶାରୁ 200 କିଲୋମିଟର ଦୂର ଦେଇ ଗତି କରିବ ବାତ୍ୟା ଆସାନୀ ଏହାର ପ୍ରଭାବ ରେ ଓଡିଶା ଉପକୂଳ ଜିଲ୍ଲା ଗୁଡିକ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ର ରୂପ ନେଇ ଆସିପାରେ ଆସାନୀ ଏହାର ପ୍ରଭାବରେ ଓଡିଶା ଉପକୂଳ ଜିଲ୍ଲା ରେ ବର୍ଷା ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *