ଏବେ ଏବେ ପୁଣି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର, ପରକ୍ଷାକୁ ନେଇକି ଆସିଲା ଏମିତି ଖବର, ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଛାତ୍ରଛାତ୍ରୀ ଙ୍କ ପାଇଁ ଆସିଲା ଆଉ କିଛି ବଡ ଖବର ଯାହାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ନେଇ ଦଶମ ଦ୍ଵାଦଶ ଅଫ ଲାଇନ ପରୀକ୍ଷା ରଦ୍ଧ ମାମଲା ଆଜି ହେବ ଶୁଣାଣୀ ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତେବେ ବନ୍ଧୁଗଣ CBSC, ICSC, NIOS ରାଜ୍ୟ ବୋର୍ଡ ର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରିକ୍ଷା ବିରୋଧ ରେ ଆବେଦନ ସୁଣାଣି କରିବାକୁ ସପ୍ରିମ କୋର୍ଡ ଜାରି ହୋଇଛି । ତେବେ ଗତବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏଏମ୍ ଖାନ୍ୱାଲିଙ୍କର ଖଣ୍ଡପୀଠରେ ଏହି ମାମଲାକୁ ନିଆଯିବ ବୋଲି ପ୍ରଧାନ ବିଚାରପତି ଏମଭି ରେମାଣ ବେଦନକାରୀଙ୍କୁ ଆଶ୍ଵାସନା ଦେଇଛନ୍ତି ।

ଏବେ ଏହାର ଶୁଣାଣି ଆଜିଠାରୁ ଆରମ୍ଭ ହେବ ଏହାକୁ ନେଇ ଶିର୍ଷ କୋର୍ଟ ମାମଲାର ଶୁଣାଣି ଆଜିଠାରୁ କରିବା ତାଲିକା ଭୁକ୍ତ କରିଛନ୍ତି। ଆଡ୍ଭୋକେଟ୍ ଅନ୍ ରେକର୍ଡ ପ୍ରଶାନ୍ତ ପଦ୍ମନାଭ ଏହି ମାିମଲା ର ଜରୁରୀ ସୁଣାଣି ପାଇଁ ଜଷ୍ଟିସ ଏଏମ୍ ଖାନ୍ୱାଲିଙ୍କର ଖଣ୍ଡପୀଠରେ ତାଲିକା ଭୂକ୍ତ କରିଥିବା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଆଇନଜୀବୀ ତଥା ଶିଶୁ ଅଧିକାର କର୍ମୀ ଅନୁଭା ଶ୍ରୀ ବାସ୍ତବ ସହାୟକଙ୍କ ଦ୍ଵାରା ଦାଖଲ ହୋଇଥିବା ଅନେଦନରେ କୁହାଯାଇଛି ଯେ ସେମାନଙ୍କ ଠିକ ସମୟରେ ମୂଲ୍ୟାଙ୍କନ ଫଳାଫଳ ଘୋଷଣା ସମସ୍ତ ଶିକ୍ଷା ବୋର୍ଡର ଦାୟିତ୍ଵ କିନ୍ତୁ ଆପଣମାନେ ତାହା କରି ନାହାଁନ୍ତି ।

school

ବର୍ତମାନ ଏପ୍ରିଲ 26 ରୁ ବୋର୍ଡ ପରିକ୍ଷା ଦେବାକୁ CBSC ଏକ ବିଜ୍ଞ୍ୟପ୍ତ ଜାରି କରିଛି । ଅନ୍ୟ କେତେକ ରାଜ୍ୟ ବୋର୍ଡ ପରିକ୍ଷା କାର୍ଯ୍ୟ ସୂଚି ଅନୁସାରେ ଅଧିକାଂଶ ଶିକ୍ଷା ବୋର୍ଡ ଏହାକୁ ନେଇ ଆଲୋଚନା କରୁଛନ୍ତି ପିଲାମାନେ ଅନଲାଇନ ଅଧ୍ୟୟନ କରିଛନ୍ତି ବୋହୁ ପିଲା ବିଭିନ୍ନ କାରଣରୁ ଏହାର ସୁଯୋଗ ମଧ୍ୟ ପାଇ ନାହାଁନ୍ତି ବର୍ତ୍ତମାନ ସେମାନଙ୍କ ପରୀକ୍ଷା ଅଫଲାଇନ୍ ରେ କରାଯିବା ଯୁକ୍ତିଯୁକ୍ତ ନିହେବ ବୋଲି ଆବେଦନରେ ଉଲ୍ଲେଖ କରା ଯାଇଛି। ବର୍ତମାନ ସମୟ ରେ କୋଭିଡ କାରଣ ରୁ ପିଲା ମାନେ ଅନଲାଇନ ରେ ପାଠ ପଢୁଛନ୍ତି ।

କୋରନା ଆତଙ୍କ ମଧ୍ୟ ଏ ଯାଏ ଶେଷ ହୋଇ ନାହିଁ । ତେଣୁ ପିଲା ମାନଙ୍କ ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ବିକଳ୍ପ ପଦ୍ଧଥି ପ୍ରସ୍ତୁତ କରା ଯିବ । ଉଚିତ ଆବେଦନ କାରୀ ଏହା ମଧ୍ୟ କହିଛନ୍ତି । ଯେ କୋରନା ବିପଦ ଟଳିନାହିଁ । ଏହା ମଧ୍ୟ ପିଲା ମାନଙ୍କୁ ଅଧିକ ପ୍ରଭାବିତ କରି ପାରେ ବୋଲି ସେ କହିଛନ୍ତି । ଏହି ପରି ପରିସ୍ଥିତି ରେ ଛାତ୍ରଛାତ୍ରୀ ମାନଙ୍କ ଅଫଲାଇନ ପରିକ୍ଷା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷେତି କାରଣ ହୋଇ ପାରେ ବୋଲି କୁହାଜାଇଛି ।

ତେବେ ସ୍ୱଭାବିକ ପରିସ୍ଥିତି ବିନା ଛାତ୍ରଛାତ୍ରୀ ଙ୍କ ଅଫଲାଇନ ପରିକ୍ଷା କରାଇବା ଛାତ୍ରଛାତ୍ରୀ ଙ୍କ ମାନଶୀକ ସ୍ଥିତି ଉପରେ ଅଧିକ ପ୍ରଭାବ ପକେଇବ । ତେବେ ଏକ କମିଟି ଗଠନ କରି ପିଲା ମାନଙ୍କ ମୂଲ୍ୟାଙ୍କନ କରିବା ବିକଳ୍ପ ପଦ୍ଧତି ଆଣିବାକୁ ଶିର୍ଷ କୋର୍ଟ CBSC, ICSC, NIOS ଏବଂ ରାଜ୍ୟ ଶିକ୍ଷା ବୋର୍ଡକୁ କହିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ଯେଉଁ ଛାତ୍ରଛାତ୍ରୀ ମାନେ ଏପରି ମିଳିଥିବା ମୂଲ୍ୟାଙ୍କନ ମାର୍କରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ଅଲଗା ପରୀକ୍ଷା ଦେବାକୁ ସୁଯୋଗ ପାଇବେ।

school

ସମସ୍ତ ବୋର୍ଡ କୁ ଏକ ନିର୍ଦ୍ଧିଷ୍ଟ ସମୟ ଶୀମା ମଧ୍ୟରେ ସଂମ୍ପର୍ଣ୍ଣ ପକ୍ରିୟା ସମାପ୍ତ କରିବା କୁ କୁହାଯିବା ଉଚିତ । କଲେଜ୍ ଆଡ୍ମିସନ ପାଇଁ ବ୍ୟବସ୍ଥା କରାଯିବା ବେଳେ UGC କୁ ମଧ୍ୟ ଏହି ପରିସ୍ଥିତି ପ୍ରତି ଦୃଷ୍ଟି ଦେବାକୁ କୁହାଯିବା ଉଚିତ ଅଟେ । ଆବଶ୍ୟକ ଦ୍ୱାଦଶ ପାସ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆପ୍ଟିଚ୍ୟୁଟ୍ ଟେଷ୍ଟ ବା ଅନ୍ୟ କୈଣସି ଉପଯୁକ୍ତ ପଦ୍ଧତି ମାଧ୍ୟମରେ କଲେଜ୍ ରେ ଆଡ୍ମିସନ୍ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *