ଏବେ ଏବେ Mihir Dasଙ୍କ ପରେ ପୁଣି ଜଣେ ଲୋକପ୍ରିୟ ଓଡ଼ିଆ ଅଭିନେତାଙ୍କର ହେଲା ମୃତ୍ୟୁ, ଶୋକରେ ବୁଡ଼ିଲା ପୁରା ଫିଲ୍ମ ଜଗତ…

Surasada Ramesh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଯାହା ଗୋଟିଏ ଦୁଖଃ ଦାୟକ ଖବର ସାମ୍ନା କୁ ଆସୁଛି କି ଏହି ପ୍ରସିଦ୍ଧ ଓଡିଆ କଣ୍ଠ ଶୀଳ୍ପି ବା ଓଡିଆ ଅଭିନେତା ଙ୍କର ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଲହରୀ ଖେଳିଜାଇଛି । ମୃତ୍ୟୁ କେତେ ବେଳେ ଆସେ କେମିତି ଆସେ ଏହି କଥା କେବଳ ଭଗବାନ ଙ୍କୁ ଜଣା ତେବେ ଜାହାର ମୃତ୍ୟୁ ଆସେ ତାକୁ କେହି ବି ରୋକି ପାରିବେ ନାହିଁ ।

ଆମ ଦେଶ ହେଲା କଳା ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ମାନେ ରହିଛନ୍ତି । ନାଚ ହେଉ କିମ୍ବା ଗୀତ ଆମ ଭାରତ ସବୁଠାରୁ ଆଗରେ ଏହି ଅଭିନେତା ଙ୍କ ବିୟୋଗ ରେ ତାଙ୍କ ଅଞ୍ଚଳ ରେ ଶୋକ ର ଛାୟା ଖେଳିଜାଇଛି । ଵିପନ୍ୟା ବ୍ଲକ କଣ୍ଟାବାଦ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ର ଗାୟକ ସୁରାସଦା ରମେଶ ମହାପାତ୍ର ଙ୍କ ପରଲୋକ ରେ ଆଜି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳିଜାଇଛି ।

ଗାୟକ ସୁରାସଦା ରମେଶ ଏକ ଧାରରେ ଜଣେ ଅନନ୍ୟ କଳାକାର ଅଟନ୍ତି । ରେଡିଓ ଦୂରଦର୍ଶନ ପାଲା ଗାୟକ କଣ୍ଠଶୀଳ୍ପୀ ଥିଲେ ସେ ନିଜର କଳା ମାଧ୍ୟମରେ ଅନେକ କ୍ଷେତ୍ର ରେ ସମ୍ମାନିତ ହୋଇଛନ୍ତି । ସେ କିଛି ଗୀତ ଏବଂ ଭଜନ ଗାଇ ମାର୍ଗଦର୍ଶିକା ଅର୍ଜନ କରିଥିଲେ ।

ତେବେ ସେହି ପ୍ରସିଦ୍ଧ ଗାୟକ ସୁରାସଦା ରମେଶ ମହାପାତ୍ର ଙ୍କର ପରଲୋକ ରେ ଅନେକ କଳାକାର ମାନେ ଦୁକଃ ପ୍ରକାଶ କରିଛନ୍ତି । ଓଲିଉଡ ସହିତ ସାରା ଓଡିଶା ରେ ଶୋକ ର ଲହରୀ ଖେଳିଜାଇଛି । ତେବେ ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତ କଣ କମେଣ୍ଟ କରି ଜଣେଉ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *