ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1. କୁହନ୍ତୁ ଦେଖିବା ଝିଅ ମାନଙ୍କ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ?
ଏହାର ସଠିକ୍ ଉତ୍ତର ହେଲା ଓଠ।
2. ଏମିତି ଏକ ଶବ୍ଦ କୁହନ୍ତୁ ଯାହା ଏକ ଫଳ ର ନାମ ଅଟେ, ଗୋଟିଏ ଝିଅ ର ନାମ ଅଟେ ଏବଂ ଗୋଟିଏ ରଙ୍ଗ ର ନାମ ମଧ୍ଯ ଅଟେ।
ଏହାର ସଠିକ୍ ଉତ୍ତର ହେଲା କମଳା।
3. ଏମିତି କଣ ଜିନିଷ ଯାହା ଜଣେ ଝିଅ ପାଖରେ ବିବାହ ପୂର୍ବରୁ ଥାଏ ଏବଂ ବିବାହ ସମୟରେ ମଧ୍ୟ ଥାଏ କିନ୍ତୁ ବିବାହ ପରେ ଆଉ ନଥାଏ?
ଏହାର ସଠିକ୍ ଉତ୍ତର ହେଲା ସେମାନଙ୍କର ସର୍ ନେମ ବା ସାଜ୍ଞା।
4. ଆମ ଶରୀରର ଏମିତି କେଉଁ ଅଂଗ ରହିଛି ଯେଉଁଠି ତେଲ ଲଗାଇବା ଦ୍ୱାରା କାନ ସଫା ହୋଇଥାଏ?
ଏହାର ସଠିକ୍ ଉତ୍ତର ହେଲା ନାଭି।
5. ଏମିତି କେଉଁ ଜିନିଷ ଯାହାକୁ ଆମେ ଦେଖିପାରୁ କିନ୍ତୁ ତାକୁ ଛୁଇଁପାରି ନଥାଉ ?
ଏହାର ସଠିକ୍ ଉତ୍ତର ହେଲା ସ୍ୱପ୍ନ।
6. ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?
ଏହାର ସଠିକ୍ ଉତ୍ତର ହେଲା ରାସ୍ତା।
7. କେଉଁ ଜିନିଷକୁ ଝିଅମାନେ 18 ବର୍ଷ ପୂର୍ବରୁ କାହାକୁ ଦେଇ ନଥାନ୍ତି।
ଏହାର ସଠିକ୍ ଉତ୍ତର ହେଲା ଭୋଟ।
8. ଝିଅମାନେ ଏମିତି କଣ ପିନ୍ଧିବା ଦ୍ୱାରା ପୁଅମାନେ ଅଧିକ ଆକର୍ଷିତ ହୁଅନ୍ତି?
ଏହାର ସଠିକ୍ ଉତ୍ତର ହେଲା ଅଳଙ୍କାର ପିନ୍ଧିଲେ ସେମାନେ ଭଲ ଦେଖା ଯାଆନ୍ତି।
9. ଏମିତି କଣ ଜିନିଷ ଯାହା ଜଣେ ଝିଅ ପାଖରେ ବିବାହ ପୂର୍ବରୁ ଥାଏ ଏବଂ ବିବାହ ସମୟରେ ମଧ୍ୟ ଥାଏ କିନ୍ତୁ ବିବାହ ପରେ ଆଉ ନଥାଏ?
ଏହାର ସଠିକ୍ ଉତ୍ତର ହେଲା ସେମାନଙ୍କର ସର୍ ନେମ ବା ସାଜ୍ଞା।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।