ମାଳିକାର ଭବିଷ୍ୟ ବାଣୀ 13 ଟି ଦେଶ ମଧ୍ୟର ହେବ ତୃତୀୟ ବିଶ୍ୱଯୁଦ୍ଧ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳିକାର ଭବିଷ୍ୟ ବାଣୀ 13 ଟି ଦେଶ ମଧ୍ୟର ହେବ ତୃତୀୟ ବିଶ୍ୱଯୁଦ୍ଧ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଦେଶ ଗୁଡିକ କଣ ରହିଛି । ତେବେ ମହାପୁରୁଷ ଅଚ୍ୟୁତ୍ୟା ନନ୍ଦ ଯୁଗ ଜନ୍ମା ପୁରୁଷ ଅଟନ୍ତି । ତାଙ୍କର ମାଳିକା ଏକ ବିଚିତ୍ର ରହସ୍ୟ ପୂର୍ଣ୍ଣ । ତାଙ୍କର ବର୍ଣ୍ଣନା ରେ ଏକ ଅଭିନବ ବିଚାର ଦେଖିବାକୁ ମିଳେ । ତେବେ ମାଳିକା ହେଲା ଗୋଟିଏ ଏମିତି ଜିନିଷ ଯେଉଁଥିରେ ଦିର୍ଘବର୍ଷ ପୂର୍ବେ ଏମିତି ବର୍ଣ୍ଣିତ ରହିଛି ଯାହା ଆଗାମୀ ବର୍ଷ ମାନଙ୍କରେ ସତ ଘଟିବା ପାଇଁ ଯାଉଛି । ମହା ପୁରୁଷ ମାନଙ୍କ ଅନେକ ବିଦ୍ୟ କଥା ବର୍ତମାନ ସମୟ ରେ ମାଳିକା ବଚନ ରେ ଜାଣିବାକୁ ପାଉଛୁ ।

Malika

ଏହକୁ ଅନେକ ମଧ୍ୟ ମାନିବାକୁ ରାଜି ନଥିଲେ ମଧ୍ୟ ଘଟଣା ସତ ଅଟେ । ଏହାକୁ ବୁଝି ବିଚାରି ଏହାକୁ ସତର୍କ କରେଇବା ସହିତ ନିଜର କର୍ମ କୁ ଠିକ୍ କରିବା ଆବଶ୍ୟକ ଅଟେ । ତେବେ ଆମେ ପୁଣି ସେହି ମାଳିକା ବିଷୟ ରେ ଜାଣିବା ତେବେ ବର୍ତ୍ତମାନ ଆପଣମାନେ ଦେଖିବା ପାଇଁ ପାଉଥିବେକି ଭାରତ ସହ ପାକିସ୍ତାନ ଏବଂ ଚୀନ ବାରମ୍ବାର ଯୁଦ୍ଧ ଲାଗି ରହିଛି। ଏବଂ ଭାରତ ସହ ଅପ୍ରିତିକର ପରିସ୍ଥିତି ମଧ୍ୟ ସୃଷ୍ଟି କରୁଛନ୍ତି।

ଭାରତ ଭଳି ଏକ ପୂର୍ଣ୍ଣ ଭୂମିକା ସେମିତି କେବେ ବି ଘଟିବ ନାହିଁ । କିମ୍ବା କେହି କ୍ଷେୟ କ୍ଷେତି ଘଟେଇ ପାରିବେ ନାହିଁ । ମାଳିକା ରେ ଯୁଦ୍ଧ କଥା କୁ ନେଇ ଏହା ବର୍ଣ୍ଣିତ ରହିଛି ବଡ ବଡ 13 ଟି ଦେଶ କଳି ଲାଗିବେ । ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ । ବର୍ତମାନ ଚୀନ ଯେମିତି ତାର ପରାକ୍ରମ ଭାରତ ଉପରେ ଦେଖାଉଛି । ଭାରତ ବି ତାକୁ ଉଚିତ ଦେବାକୁ ଯାଉଛି । ଭାରତ ମଧ୍ୟ କୈଣସି କ୍ଷେତ୍ର ରେ କମ୍ ନୁହେଁ ।

malika

ତେବେ ଏହି ସବୁ ସମୟ ରେ ଯେତେ ବେଳେ ମାନବ ଶରୀର ରୁ ଦେବତା ଚାଲିଯିବେ । ସେତେ ବେଳେ ପାକିସ୍ତାନ କଣ କରିବ ନା କଣ କରି ପାରିବ ଚୀନ । ଅଚୁତ୍ୟାନନ୍ଦ କହିଛନ୍ତି ଯେ ପୃଥିବୀର ଏକ ବିରାଟ ଆଧ୍ୟାତ୍ମିକ ଦେଶ ଯେଉଁଠାରେ ଆଧ୍ୟାତ୍ମିକତା ଭରି ରହିଛି। ଏଠାରେ ଜ୍ଞ୍ୟାନୀ ଗୁଣି ମାନେ ରହିଛନ୍ତି । ଭାରତ ର ଆଧ୍ୟତ୍ମିକ ଶକ୍ତି ଆଗରେ ଅନ୍ୟ ଦେଶ ର ଶକ୍ତି ହାର ମାନିବ । ଋଷିଆର ସମର୍ଥନ ମିଳିଲେ ଭାରତକୁ କେହି ହରେଇ ପାରିବେ ନାହିଁ ବୋଲି ତଥ୍ୟରେ ମଧ୍ୟ ବର୍ଣ୍ଣିତ ରହିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *