LIC କରିଥିଲେ ବଡ଼ ଖବର ଆସିଲା ଦେଖନ୍ତୁ | ପଢି ନିଅନ୍ତୁ ନହେଲେ ପସ୍ତେଇବେ

lic

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ LIC ଗ୍ରାହକ ବା ଆପଣ LIC କରି ରଖିଛନ୍ତି । ତେବେ ଜାଣି ରଖନ୍ତୁ । ଏବେ ଏବେ କିଛି ବଡ ଖବର ଆସିଛି । ଆପଣ ମାନେ ଏହାକୁ ଜାଣି ରଖନ୍ତୁ ନଚେତ୍ ଆପଣ ମାନେ ବି ହଇରାଣ ହୋଇ ପାରନ୍ତି । ସେମିତି ରେ ଆପଣ ମାନେ ଜାଣି ଥିବେ LIC ରେ ବହୁତ ପ୍ରକାରର ସ୍କିମ୍ ରହିଛି । ଆପଣ ମାନେ ବି ଅଲଗା ଅଲଗା ପ୍ରକାରର ସ୍କିମ୍ ରେ ନିବେଶ କରନ୍ତି । ସେହି ପରି ଏହି ସବୁ କୁ ନେଇ ଏବେ ଖବର ଆସୁଛି କି ଏବେ କେମିତି ଭାବେ ସବୁ ଜିନିଷ ରେ ଫର୍ଡ ହେଉଛି ।

ସେହି ପରି ଭାବେ LIC ଗ୍ରାହାକ ମାନଙ୍କୁ ଫ୍ରଡ୍ ର ଶୀକାର କରାଉଛନ୍ତି । ଯଦି ଆପଣ ମାନେ LIC କରିଛନ୍ତି । ତେବେ ଆପଣ ମାନଙ୍କୁ LIC ପକ୍ଷ ରୁ ନୁହେଁ ବରଂ LIC ନାମରେ ଫ୍ରଡ୍ କଲ୍ ସବୁ କରୁଛନ୍ତି । ଏବଂ ସେମାନେ ନାନା ପ୍ରକାରର ସ୍କିମ୍ ମଧ୍ୟ କହୁଛନ୍ତି ।

ଆଉ ଯଦି ଆପଣ ମାନେ LIC କରି ଥିଲେ ଏବଂ ଆପଣ ମାନଙ୍କୁ ସେମାନେ ଏମିତି ଭାବେ LIC ର ସ୍କିମ୍ କୁ ଦେଖେଇ କରି ଆପଣ ମାନଙ୍କ ଠାରୁ ସେମାନେ ଆପଣଙ୍କ ଠାରୁ LIC ପଲିସ୍ ନମ୍ବର ନେବା ପରେ ସେମାନେ ନିଜ ନାମକୁ ଚ୍ରାନ୍ସଫର କରୁଛନ୍ତି । ବା ସେମାନେ ସ୍କିମ୍ କହି ଆପଣ ଙ୍କ ଠାରୁ ପଇସା ବି ଲୁଟି ନେଉଛନ୍ତି ।

lic

ତେବେ ଏହି ଦିନ ରେ ଏମିତି କିଛି ଘଟଣା ବି ସାମ୍ନା କୁ ଆସି ଥିବା ବେଳେ ଏଠାରେ ସେମାନେ କହୁଛନ୍ତି କିି LIC ନୂଆ ସ୍କିମ୍ ଆସିଛି ତେବେ ଆପଣ ମାନଙ୍କୁ ଏବେ ହିଁଁ କରିବା ପାଇଁ ପଡିବ ବୋଲି କହି ସେମାନେ ଆପଣ ମାନଙ୍କ ଠାରୁ ଟଙ୍କା ନେଇ ଜାଉଛନ୍ତି ତେବେ ଆପଣ ମାନେ ଏହି ସବୁ ରୁ ଟିକିଏ ସତର୍କ ରହି ଥାନ୍ତି ବୋଲି ଆମର ଏହା ସୂଚନା ରହି ଥିଲା । ଏବଂ LIC ପକ୍ଷ ରୁ ଏହି ବିଷୟ ରେ ଆପଡେଟ୍ ବି ଆସି ସାରିଛି । ତେବେ ଆପଣ ମାନଙ୍କୁ ଏମିତି ଫ୍ରଡ୍ ବି ଶୀକାର ହେବାକୁ ପଡୁଛି ବୋଲି ସେମାନେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *