କମିଲା ସୁନା ଦର ; ଜାଣନ୍ତୁ କେତେ ?

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଭାରତ ରେ 24 ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 52,880 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 48,440 ଟଙ୍କା ଅଛି । 24 ଏବଂ 22 କ୍ୟାରେଟ୍ ସୁନା ହାର 10 ଗ୍ରାମ ପିଛା 260 ଟଙ୍କା ହ୍ରାସ ପାଇଛି । ସୂଚନା ଅନୁଯାୟୀ, ଗତକାଲି ଭାରତରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 53,140 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 48,680 ଟଙ୍କା ଥିଲା ।

ଗତ 24 ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି । ଚେନ୍ନାଇରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 54,400 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ର ମୂଲ୍ୟ 59,866 ଟଙ୍କା ଅଛି । ରାଜଧାନୀ ଦିଲ୍ଲୀ ରେ 24 କ୍ୟାରେଟ୍ ସୁନାର 10 ଗ୍ରାମର ହାର 52,580 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 48,200 ଟଙ୍କା ରହିଛି ।

gold

ସେହିପରି କୋଲକାତାରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ହାର 52,580 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 48,200 ଟଙ୍କା ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 52,580 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 48,200 ଟଙ୍କା ରହିଛି । ଭୁବନେଶ୍ୱର ରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 52,580 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 48,200 ଟଙ୍କା ରହିଛି।

ଗତ 24 ଘଣ୍ଟା ମଧ୍ୟରେ 24 ଏବଂ 22 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟରେ 1750 ଟଙ୍କା ହ୍ରାସ ପାଇଅଛି । ସେହିପରି ଗତକାଲି ଭୁବନେଶ୍ୱର ରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 54,330 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 49,800 ଟଙ୍କା ଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *