ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗର୍ଭବସ୍ତା ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ଠିକ୍ ଅଟେ ନା ଭୁଲ ଏବଂ ସେହି ସମୟ ରେ କେଉଁ କଥା ର ଧ୍ୟନ ରଖିବା ନିହାତି ଆବଶ୍ୟକ ଅଟେ ଜାହା ଫଳ ରେ ଗର୍ଭବତୀ ରହିଥିବା ଶିଶୁ ଉପରେ କୈଣସି ବି ପ୍ରଭାବ ପଡିବ ନାହିଁ । ଏହି ସବୁ ପ୍ରଶ୍ନ ସବୁ ବେଳେ ବହୁତ ଲୋକ ମାନଙ୍କ ମନ ରେ ଉଠେ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ବିଷୟ ରେ ।
ତେବେ ପ୍ରଥମେ ଏଠାରେ ଜାଣିବା କି ଗର୍ଭବସ୍ତା ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ଠିକ୍ ଅଟେ ନା ଭୁଲ । ଯଦି ଆପଣ ମାନେ ଠିକ୍ ଏବଂ ଭୁଲ ଆମେ ଯଦି ଆମର ସୁବିଧା କୁ ଦେଖି କରି ଏମିତି କାର୍ଯ୍ୟ କରିବା ତେବେ ଗର୍ଭବତୀ ମହିଳା ଙ୍କ ଗର୍ଭ ମଧ୍ୟରେ ରହିଥିବା ଶିଶୁ ନଷ୍ଟ ହେବାର ସମ୍ଭାବନା ରହିଛି । ସେହି ପରି ଯଦି ଆପଣ ମାନଙ୍କର ପୂର୍ବରୁ ଏମିତି ଭାବେ ବାରମ୍ଭାବ ପିଲା ନଷ୍ଟ ହେଉଛି ଏବଂ ଜାଆଁଳା ପିଲା ତଥା ଏକା ଥରେ ତିନୋଟି ପିଲା ହେବାର ରହିଛି ।
ଅନେକ ସମୟ ରେ ଆପଣ ମାନଙ୍କର ବ୍ଲିଡିଂ ହେଉଛି ଏବଂ ଅନେକ ସମୟ ରେ ଆପଣ ମାନଙ୍କର ତାହା ଡାକ୍ତର ଙ୍କ ପରାମର୍ଶ ରେ ଭଲ ହେଉଛି । ଏହା ସବିତ ଆପଣ ମାନଙ୍କର ପ୍ଲାସେଣ୍ଟା ତଳ ଆଡ଼କୁ ଅଛି ଏହି ସବୁ ଅସୁବିଧା ରହିଥିଲେ ଆପଣ ମାନେ କେବେ ବି ଶାରିରୀକ ସଂମ୍ପର୍କ ରଖନ୍ତୁ ନାହିଁ । ଏଠାରେ ଆପଣ ମାନଙ୍କୁ କେବେ ବି ଡାକ୍ତର ପରାମର୍ଶ ଦେବେ ନାହିଁ ଆଉ ଯଦି ଦିଅନ୍ତି ତେବେ କେବେ ବି ଏହାକୁ ପାଳନ କରନ୍ତୁ ନାହିଁ । ଏବଂ ଶାରୀରିକ ସଂମ୍ପର୍କ ସ୍ଥାପନା କରନ୍ତୁ ନାହିଁ ।
ଏମିତି ରେ ବହୁତ ସମୟ ରେ ଡାକ୍ତର ମାନେ ମନା ମଧ୍ୟ କରନ୍ତି । ହେଲେ ଯଦି ଆପଣ ମାନେ ଅମାନ୍ୟ ହୋଇ ଏମିତି କଛି କରନ୍ତି ତେବେ ଆପଣଙ୍କ ସହିତ ପ୍ରଥମ ତିନି ମାସ ରେ ହିଁ ମିସ୍ କ୍ୟରେଜ୍ ହୋଇଥାଏ। ମାନେ ଆପଣଙ୍କର ପିଲା ଗର୍ଭରେ ହିଁ ନଷ୍ଟ ହୁଏ । ଏମିତି ବି ବହୁତ ସମୟ ରେ ଦେଖିବା ପାଇଁ ମିଳେ ଡେଲିଭରି ହେବାର ସମୟ ପୂର୍ବରୁ ହିଁ ଡେଲିଭରି ହୁଏ ।
ସେମିତି ବେଳେ ପିଲା ର ସଂମ୍ପର୍ଣ୍ଣ ବିକାଶ ହୋଇ ନଥାଏ । ଆଉ ଡେଲିଭରି ହୋଇଥାଏ ତେବେ ଆପଣ ମାଙ୍କର ପିଲା ର ସଂମ୍ପର୍ଣ୍ଣ ନଷ୍ଟ ହୋଇଥାଏ । ତେବେ ଏବେଠୁ ଆପଣ ମାନେ ଏହାର ନିଶ୍ଚିତ ଭାବେ ଧ୍ୟନ ରଖିବେ କି ଗର୍ଭବସ୍ତା ରେ ଆପଣଙ୍କ ସହିତ ଏମିତି ନହେଉ ବୋଲି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।