ସ୍ୱାମୀର ଅନୁପସ୍ଥିତି ରେ ସ୍ତ୍ରୀ ରଖିଥିଲା ଅନ୍ୟ ସହ ସମ୍ପର୍କ , ଧରା ପଡ଼ିଗଲା ସବୁ ଖେଳ :-

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆ ଯୁଗରେ ଏବେ କୈଣସି ସ୍ଥାନର କଥା ଅଛୁପା ରହୁନାହିଁ । ସମୟ ସମୟ ରେ ଏହି ସୋସିଆଲ ମିଡିଆ ମାଧ୍ୟମ ରେ କିଛି ଭଲ କାମ ହୋଇଥାଏ । କେତେ ବେଳେ ଅନେକ ଲୋକ ଏହି ସୋସିଆଲ ମିଡିଆ କାରଣ ରୁ ବଦନାମ୍ ମଧ୍ୟ ହୋଇଥାନ୍ତି । ଅନେକ ସମୟ ରେ ଆପଣ ମାନେ ଏମିତି ଘଟଣା ବିଷୟ ରେ ସୁଣୁଥିବେ ଯେ କେଉଁଠି ଜଣେ ମହିଳା ଅନ୍ୟ ପୁରୁଷ ସହିତ ସଂମ୍ପର୍କ ରଖିବାରେ ଧରା ପଡୁଛି । ଓ କେଉଁଠି ପୁରୁଷ ଧରାପଡୁଛି ।

women

କିନ୍ତୁ ଦୂର୍ଭାଗ୍ୟ ର କଥା ହେଲା କି ସୋସିଆଲ ମିଡିଆ ର ପ୍ରଭାବ ଏତେ ପ୍ରଖର ଯେ ଏହା ଦ୍ୱାରା ସବୁ ଅଘଟଣ ଖୁବ ଅଳ୍ପ ସମୟ ମଧ୍ୟରେ ଜଣା ପଡୁଛି । ଅନେକ ସମୟ ରେ ଏତେ ବଡ ନଥିଲେ ବି ଲୋକ ଫସିଜାଆନ୍ତି । ହେଲେ ଆମେ ଆଜି ଆପଣ ମାନଙ୍କୁ ଏକ ଭିଡ଼ିଓ ବିଷୟ ରେ କହିବୁ ଯେଉଁଥିରେ ଆପଣ ଦେଖି ପାରିବେ ଯେ ଜଣେ ମହିଳା ନିଜ ସ୍ୱାମୀ ଙ୍କ ଅନୁପସ୍ଥିତି ରେ ଅନ୍ୟ ପିଲା ସହିତ ସମ୍ପର୍କ ରଖିବା ସମୟରେ ଧରା ପଡ଼ିଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ଘଟଣା ବିଷୟରେ କହିବୁ ।

ତେବେ ସୋସିଆଲ ମିଡିଆ ରେ ଏହି ଘଟଣା ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଘଟଣା ଟି ସୂଚନା ଅନୁସାରେ ଓଡିଶା ର ବୋଲି ଜଣା ପଡିଛି । ତେବେ ସୂଚନା ଅନୁସାରେ ଏହି ଜଣା ଜାଇଛି ଯେ ମହିଳା ଙ୍କ ସ୍ୱାମୀ ଘରେ ଅନୁପସ୍ଥିତରେ ଗାଁ ର ଅନ୍ୟ ଜଣେ ପିଲା ସହିତ ସଂମ୍ପର୍କ ରଖିଥିଲେ । ଏମିତି ସମୟ ପାଇଲେ ନିଜ ପ୍ରେମିକ କୁ ଦେଖା ମଧ୍ୟ କରୁଥିଲେ ମହିଳା ।

ଏହି ଘଟଣା ବେଶୀ ଦିନ ଆଉ ଲୁଚି ରହିଲା ନାହିଁ । ତାଙ୍କ ଶାଶୁ ଘର ଲୋକଙ୍କ ଦ୍ୱାରା ମହିଳା ଧରା ପଡିଲେ । ମହିଳା ଜଣକ ଧରା ପଡ଼ିବା ପରେ ସାରା ଗାଁ ଲୋକେ ରୁଣ୍ଡ ହେଲେ ଏବଂ ପରିବାର ଲୋକେ ପଞ୍ଚାୟତ ଡକାଇଲେ । ଯାହାଦ୍ୱାରା ସମାଧାନ ଅନୁଯାୟୀ ମହିଳା ଙ୍କୁ ସେହି ପିଲା ସହିତ ବିବାହ କରାଯାଇଛି । ତେବେ ଏହି ଘଟଣା ହେବା ପରେ ଏହାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *