ଏଇ ସଙ୍ଗେ ସଙ୍ଗେ ବଚନ ପରିବାର ରୁ ଆସିଲା ଏଇ ଭୟାନକ ଦୁଃଖ ଖବର, ଜାଣିଲେ କାନ୍ଦି ପକେଇବେ

Jaya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସିବନା ଆଜ୍ମି ପରେ ପରେ ଏବେ ଆଉ ଗୋଟିଏ ଖରାପ ଖବର ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ନିକଟ ରେ ଖବର ମିଳିଥିଲା କି ସବାନା ଆଜ୍ମି କୋରନା ପଜେଟିଭ ମିଳିଛନ୍ତି । ତେବେ ଏବେ ଖବର ଅନୁସାରେ ବଚନ ପରିବାର ଉପରେ ଦୁଖଃର ପାହାଡ ଭାଙ୍ଗିପଡିଛି । ଜୟାବଚ୍ଚନ ଏବେ କୋଭି଼ଡ ପଜେଟିଭ ହୋଇଛନ୍ତି । ଏହା ସହିତ ଏବେ ବଚ୍ଚନ ପରିବାର ରେ ସବୁ ଲୋକ ମାନେ ଏବେ କୋରନା ଟେଷ୍ଟ କରାଉଛନ୍ତି ।

ସେହି ପରି ଜୟାବଚ୍ଚନ ଏବେ ହୋମ୍ କ୍ୱାରେଣ୍ଟିନ ଅଟନ୍ତି । ସେ ନିଜକୁ ଆୟୁସେଲେଟ କରିଛନ୍ତି । ବଲିଉଡ ଅଭିନେତ୍ରୀ ଜୟାବଚ୍ଚନ ଙ୍କୁ ନେଇ ବଡ ଖବର । ଅଭିନେତ୍ରୀ ଙ୍କ କୋରନା ରପୋର୍ଟ ପଜେଟିଭ ଆସିଛି । ଜୟାବଚ୍ଚନ ଏହି ଦିନରେ ରୋକି ଏବଂ ରାଣୀ ଫିଲ୍ମ କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ଏହି ଫିଲ୍ମ ରେ ରଣବୀର ସିହଂ ଆଲିଆ ଭଟ୍ଟ ଲିଡ ରୋଲ ରେ ରହିଛନ୍ତି । ଏହା ସହିତ ସବାନା ଆଜ୍ମି ଅଭିନେତା ଧର୍ମେନ୍ଦ୍ର ବି ମେନ ରୋଲ ରେ ନଜର ଆସିବା ପାଇଁ ଯାଉଛନ୍ତି ।

Jaya

କିଛି ଦିନ ତଳେ ସିବନା ଆଜ୍ମି ପଜେଟିଭ ରହିଥିବା ବେଳେ ବର୍ତମାନ ସମୟ ରେ ଜୟା ବଚ୍ଚନ ପଜେଟିଭ ପାଇଛନ୍ତି । ଜୟାବଚ୍ଚନ ପଜେଟିଭ ଆସିବା ପରେ ଫିଲ୍ମ ନିର୍ମାତା କରନ ଜୋହର ଫିଲ୍ମ ର ସୁଟିଂ ଅଟକେଇ ଦେଇଛନ୍ତି। ଗୋଟିଏ ରିପୋର୍ଟ ମାନିବା ତ ସିବନା ଆଜ୍ମି ଏବଂ ଜୟା ବଚ୍ଚନ କିଛି ସମୟ ଅବଧି ରେ ପଜେଟିଭ ଆସିଛନ୍ତି । ଏହାର କାରଣ ରୁ କରନ ଅଧିକ ରିସ୍କ ନେବାକୁ ଚାହୁଁନାହାଁନ୍ତି । ସେହିଥି ପାଇଁ ମେକର ଏହି ଫିଲ୍ମ ର ସୁଟିଂ କରିବା କିଛି ଦିନ ପାଇଁ ପୋଷ୍ଟପୋନ କରିଦେଇଛନ୍ତି।

ତେବେ ବର୍ତମାନ ସମୟ ରେ ବଚ୍ଚନ ପରିବାର ରେ ସମସ୍ତ ଲୋକ ମାନେ କୋରନା ଟେଷ୍ଟ କରିଛନ୍ତି । ତେବେ ସେମିତି ରେ ଏହା ଆଗରୁ ବଚ୍ଚନ ପରିବାର ରେ ଅନ୍ୟ ସଦସ୍ୟ ମାନେ ବି କୋରନା ପଜେଟିଭ୍ ହୋଇସାରି ଥିବା ବେଳେ ଏବେ ଜୟାବଚ୍ଚନ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *