ଏଇ ସଙ୍ଗେ ସଙ୍ଗେ ବଚନ ପରିବାର ରୁ ଆସିଲା ଏଇ ଭୟାନକ ଦୁଃଖ ଖବର, ଜାଣିଲେ କାନ୍ଦି ପକେଇବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ବଲିଉଡ ପ୍ରେମୀ ହୋଇଥିବେ ତେବେ ଆପଣ ମାନେ ନିଶ୍ଚିତ ଭାବେ ଅଭିନେତା ଅମିତାବ ବଚ୍ଚନ ଓ ତାଙ୍କର ପତ୍ନୀ ଜୟା ବଚ୍ଚନ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ । ସେ ଏକାଠି ବହୁତ ବଲିଉଡ ଚଳଚିତ୍ର ରେ କାମ କରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ହେଲେ ବର୍ତମାନ ସମୟ ରେ ଜୟା ବଚ୍ଚନ ଙ୍କୁ ନେଇ ଆସିଲା ଦୁଖଃ ଦାୟକ ଖବର ବେ ଖବର ଅନୁସାରେ ବଚନ ପରିବାର ଉପରେ ଦୁଖଃର ପାହାଡ ଭାଙ୍ଗିପଡିଛି ।

ଜୟାବଚ୍ଚନ ଏବେ କୋଭି଼ଡ ପଜେଟିଭ ହୋଇଛନ୍ତି । ଏହା ସହିତ ଏବେ ବଚ୍ଚନ ପରିବାର ରେ ସବୁ ଲୋକ ମାନେ ଏବେ କୋରନା ଟେଷ୍ଟ କରାଉଛନ୍ତି । ସେହି ପରି ଜୟାବଚ୍ଚନ ଏବେ ହୋମ୍ କ୍ୱାରେଣ୍ଟିନ ଅଟନ୍ତି । ସେ ନିଜକୁ ଆୟୁସେଲେଟ କରିଛନ୍ତି । ବଲିଉଡ ଅଭିନେତ୍ରୀ ଜୟାବଚ୍ଚନ ଙ୍କୁ ନେଇ ବଡ ଖବର । ଅଭିନେତ୍ରୀ ଙ୍କ କୋରନା ରପୋର୍ଟ ପଜେଟିଭ ଆସିଛି ।

Jaya Bachchan

ଜୟାବଚ୍ଚନ ଏହି ଦିନରେ ରୋକି ଏବଂ ରାଣୀ ଫିଲ୍ମ କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ଏହି ଫିଲ୍ମ ରେ ରଣବୀର ସିହଂ ଆଲିଆ ଭଟ୍ଟ ଲିଡ ରୋଲ ରେ ରହିଛନ୍ତି । ଏହା ସହିତ ସବାନା ଆଜ୍ମି ଅଭିନେତା ଧର୍ମେନ୍ଦ୍ର ବି ମେନ ରୋଲ ରେ ନଜର ଆସିବା ପାଇଁ ଯାଉଛନ୍ତି । କିଛି ଦିନ ତଳେ ସିବନା ଆଜ୍ମି ପଜେଟିଭ ରହିଥିବା ବେଳେ ବର୍ତମାନ ସମୟ ରେ ଜୟା ବଚ୍ଚନ ପଜେଟିଭ ପାଇଛନ୍ତି ।

ଜୟାବଚ୍ଚନ ପଜେଟିଭ ଆସିବା ପରେ ଫିଲ୍ମ ନିର୍ମାତା କରନ ଜୋହର ଫିଲ୍ମ ର ସୁଟିଂ ଅଟକେଇ ଦେଇଛନ୍ତି। ଗୋଟିଏ ରିପୋର୍ଟ ମାନିବା ତ ସିବନା ଆଜ୍ମି ଏବଂ ଜୟା ବଚ୍ଚନ କିଛି ସମୟ ଅବଧି ରେ ପଜେଟିଭ ଆସିଛନ୍ତି । ଏହାର କାରଣ ରୁ କରନ ଅଧିକ ରିସ୍କ ନେବାକୁ ଚାହୁଁନାହାଁନ୍ତି ।

Jaya

ସେହିଥି ପାଇଁ ମେକର ଏହି ଫିଲ୍ମ ର ସୁଟିଂ କରିବା କିଛି ଦିନ ପାଇଁ ପୋଷ୍ଟପୋନ କରିଦେଇଛନ୍ତି। ତେବେ କିଛି ଦିନ ତଳେ ଅଭିନେତା ଅମିଚାଭ ବଚ୍ଚନ ମଧ୍ୟ କୋରନା ରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ରହିଥିଲେ । ବର୍ତମାନ ଜୟା ବଚ୍ଚନ ଙ୍କୁ କୋରନା ନେଇ ସେ ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *