କିଷାନ ଯୋଜନାରେ ଟଙ୍କା ପାଇବାକୁ ଚାହୁଁଥିଲେ ମାର୍ଚ ଶେଷ ପୁର୍ବରୁ କରି ଦିଅନ୍ତୁ ଏହି ସବୁ କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ PM କିଶାନ ସମ୍ମନିଧି ଯୋଜନା ବିଷୟ ରେ ଜାଣିଥିବେ । ଯାହାକୁ ସର୍ଟ ରେ କିଶାନ ଯୋଜନା କହିଥାନ୍ତି । ଏବେ ଏହି କିଶାନ ଯୋଜନା ଆଉ କିଛି ବଡ ଆପଡେଟ ଆସିଛି ଯେଉଁ ଥିରେ ମାର୍ଚ୍ଚ 31 ତାରିଖ ପୂର୍ବରୁ ଆପଣ ମାନଙ୍କୁ ଏହି କାମଟି କରିବାକୁ ହେବ ନହେଲେ ଆଗାମୀ ସମୟ ରେ ଟଙ୍କା ଆଉ ମିଳିବ ନାହିଁ ଯେଉଁ 2 ହଜାର ଲେଖାଏଁ ମିଳୁଛି ସେମାନଙ୍କୁ ଆଉ ମିଳିବ ନାହିଁ ।

ତେବେ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା । ସରକାର ଙ୍କ ଘୋଷଣା ମୁତାବକ ବର୍ଷରେ ତିନୋଟି କିସ୍ତିରେ 6 ହଜାର ଟଙ୍କା ମିଳୁଛି 2 ହଜାର ଲେଖାଏ । ଯେଉଁ ମାନଙ୍କର ଲିଷ୍ଟରେ ନାମ ରହିଛି ସେମାନଙ୍କୁ ମିଳୁଛି ହେଲେ ଏବେ ଯେଉଁ କିଛି ବଡ ଆପଡେଟ ଆସିଛି ତାହା ମଧ୍ୟ ଆମେ ଆପଣ ମାନଙ୍କୁ ଜଣେଇବୁ କି ଏହି ମାର୍ଚ୍ଚ ମାସ 31 ତାରିଖ ପୂର୍ବରୁ ଆପଣ ମାନଙ୍କୁ E kyC କରିବାକୁ ପଡିବ ।

pm

ଯଦି ଆପଣ ମାନେ ଏହି E kyC ନକରୁଛନ୍ତି ତେବେ ଆଗାମୀ ଯେଉଁ ଆସିବାକୁ ଯାଉଛି 11 ତମ ଇନଷ୍ଟଲ ମେଣ୍ଟ ଆଉ ମିଳିବ ନାହିଁ। ତେବେ ଏହି E kyC କେମିତି କରିବେ ଆପଣ ମାନେ ଚାହିଁଲେ Pmkisan.gov.in ରେ ଜାଇ ଦେଖିବେ ହେଲେ ଆପଣ ମାନେ ଘରେ ରହି ମଧ୍ୟ ଏହାକୁ କରି ପାରିବେ ନାହିଁ । ଯେଉଁଥିରେ କି ଆପଣ ମାନଙ୍କୁ ବାୟମେଟ୍ରିକ ସାହାଯ୍ୟ ରେ E kyC କରିବାକୁ ହେବ ।

ସେହିଥି ପାଇଁ ଆପଣ ମାନେ ନିଜର ପାଖ CSC ମାନେ ଜନସେବା କେନ୍ଦ୍ରକୁ ଜାଇ ଆପଣ ମାନେ ଏହାକୁ ଆପ୍ଲାୟ କରି ପାରିବେ । ତେବେ କେଉଁ ମାନେ କରିବେ ସେହିଥି ପାଇଁ ଆପଣ ମାନଙ୍କୁ Pmkisan.gov.in ୱବେସାଇଟ ଭିଜିଟ କରିବାକୁ ହେବ ଏବଂ ପରେ ଆପଣ ମାନଙ୍କୁ ବେନିଫିସାରି ଲିଷ୍ଟ ଦେଖିବାକୁ ମିଳିବ ତାହାରି ଉପରେ କ୍ଲିକ୍ କରି ନିଜର ରାଜ୍ୟ , ଜିଲ୍ଲା , ବ୍ଲକ୍ , ଗ୍ରାମ ପଞ୍ଚାୟତ ବାଛିନିଅନ୍ତୁ । ଏବଂ ପରେ ଯେଉଁ ମାନଙ୍କ ନାମ ଆସିବ ସେହି ମାନଙ୍କୁ ଏହି E kyC କରିବାକୁ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *