ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ସମସ୍ତ କେନ୍ଦ୍ରିୟ କର୍ମଚାରୀ ମାନଙ୍କ ପାଇଁ ହୋଲି ଉପହାର କେନ୍ଦ୍ର ସରକାର ଦେଇଛନ୍ତି । 10 ହଜାର ଟଙ୍କା ଏଡଭାନ୍ସ ଏମିତି ଉଠାନ୍ତୁ । ଏହାର ଲାଭ ତେବେ ଆସନ୍ତୁ ଜାଣିନେବା । ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା । ବନ୍ଧୁଗଣ କେନ୍ଦ୍ରିୟ କର୍ମଚାରୀ ମାନଙ୍କ ପାଇଁ ଖୁସୀ ଖବର ସ୍ୱତନ୍ତ୍ର ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍ ଅଧୀନରେ ସରକାର କର୍ମଚାରୀ ମାନଙ୍କୁ 10 ହଜାର ଟଙ୍କା ଦେଇ ପାରନ୍ତି >
ଏହା ଅଧୀନରେ କର୍ମଚାରୀ ମାନେ କୌଣସି ସୁଧରେ ସରକାରଙ୍କ ଠାରୁ 10 ହଜାର ଟଙ୍କା ଆଡଭାନ୍ସ ନେଇ ପାରିବେ କେନ୍ଦ୍ର ସରକାରଙ୍କ ଆଡଭାନ୍ସ ସ୍କିମ୍ ଅଧୀନରେ ଭାରତ ସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ 10 ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରି ପାରନ୍ତି ।
ଅର୍ଥାତ କେନ୍ଦ୍ରିୟ କର୍ମଚାରୀ ମାନେ ହୋଲି ପର୍ବରେ 10 ହଜାର ଟଙ୍କା ଅଗ୍ରୀମ ନେଇ ପାରିବେ । ସବୁଠୁ ବଡ କଥା ହେଲା ଏହିଥିରେ କୈଣସି ବି ସୁଧ ଦେବାକୁ ପଡିବ ନାହିଁ । ଗତ ବର୍ଷ ମଧ୍ୟ କେନ୍ଦ୍ରିୟ କର୍ମଚାରୀ ମାନଙ୍କ ପାଇଁ ସରକାର ଘୋଷଣା କରିଥିଲେ । ହେଲେ କେବଳ କର୍ମଚାରୀ ମାନଙ୍କ ATM ରେ କେବଳ ଟଙ୍କା ରହିବ । କର୍ମଚାରୀ ମାନେ କେବଳ ଏହାକୁ ଖର୍ଚ୍ଚ କରି ପାରିବେ ।
ଆଡଭାନ୍ସ ଟଙ୍କା ଫେରସ୍ତ ପାଇଁ 10 ଟି କିସ୍ତିର ବ୍ୟବସ୍ଥା ରହିବ ଅର୍ଥାତ୍ ମାସକୁ 10 ହଜାର ଟଙ୍କା ଦେଇ କର୍ମଚାରୀ ମାନେ 10 ହଜାର ଟଙ୍କା ନେଇ ପାରିବେ। ସୂଚନା ଅନୁସାରେ ସରକାର କେନ୍ଦ୍ରିୟ କର୍ମଚାରୀ ଙ୍କୁ ଲିଫ୍ଟ ଟ୍ରାଭେଲ ଅନାଉନ୍ସ କୁ 2 ବର୍ଷ ଏକ୍ସଟେଣ୍ଡ କରିଛନ୍ତି ।
ଯାହା ଦ୍ୱାରା କେନ୍ଦ୍ରିୟ କର୍ମଚାରୀ ମାନେ ପୂର୍ବ ଥର ଲଦାଖ ଆଣ୍ଡମାନ ନିକୋବର ଜାମ୍ମୁ କାଶ୍ମୀରକୁ ଯାତ୍ରା କରିବା ପାଇଁ ଲିଫ୍ ଅନାଉନ୍ସର ବ୍ୟବହାର ମାର୍ଚ୍ଚ 2022 ପର୍ଯ୍ୟନ୍ତ କରି ପାରିବେ ତେବେ ଦର୍ଶକ ବନ୍ଧୁ ଏହା ଥିଲା ସରକାରଙ୍କ ପକ୍ଷ ରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।