ତେର ହଜାର ତେର ଶହ ତେର କିପରି ଲେଖିବା… ଏହି Math Puzzles କୁ କରିବା ପାଇଁ ୯୯% ଲୋକ ଉତ୍ତର ଦେବାରେ ଫେଲ

ias

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବେଳେ ବେଳେ କିଛି ମଜାଳିଆ ପ୍ରଶ୍ନ ର ଉତ୍ତର ଦେବା ପାଇଁ ଆମେ ମାନେ ସକ୍ଷମ ହୋଇଥାନ୍ତି । ଏହି ଭଳି ପ୍ରଶ୍ନ କେତେ ବେଳେ କୈତୁହଳ ହୋଇଥାଏ ତ କେତେ ବେଳେ ଢଗ ଢମାଳି ପରି ହୋଇଥାଏ । ବେଳେ ବେଳେ ଆମେ ମାନେ କୈଣସି ସାକ୍ଷାତ କାର ରେ ସମ୍ମୁଖୀନ ହେଲେ ବି ପାଇଥାଉ । ଏହି ସମୟ ରେ ଆମକୁ କିଛି ପ୍ରଶ୍ନ ଉତ୍ତର ଆସିଥାଏ ତ ଆଉ କିଛି ପ୍ରଶ୍ନ ର ଉତ୍ତର ଆମେ ମାନେ ଦେବା ପାଇଁ ସକ୍ଷମ ହୋଇପାରେ ନାହିଁ ।

ତେବେ ଯଦି କେବେ କୈଣସି ଇଣ୍ଟର୍ଭ୍ୟୁ ର ସମ୍ମୁଖୀନ ହୋଇଥିବେ ତେବେ ନିଶ୍ଚିତ ଏହି ସମୟ ର ସ୍ଥିତି କଣ ଥାଏ ସେହି ବିଷୟ ରେ ଜାଣିଥିବେ । ଏହି ସମୟ ରେ ଅନେକ ବିଦ୍ୟାର୍ଥି ବିଚଳିତ ହୋଇ ପଡନ୍ତି । ସେଠାରେ କିଛି ପ୍ରଶ୍ନ ଏମିତି ପଚରାଜାଇଥାଏ । ଜାହାର ଉତ୍ତର ମଜାଳିଆ ହୋଇଥାଏ । ଏବଂ ଏହା ଡବଲ ମିନିଂ ପରି ହୋଇଥାଏ । କିନ୍ତୁ ଏହା ଆପଣ ମାନଙ୍କୁ ସାକାରାତ୍ମକ ଢଙ୍ଗରେ ଦେଖିବାକୁ ପଡିବ । ସାଧାରଣତଃ ଏହି ଭଳି ପ୍ରଶ୍ନ ପରିକ୍ଷାର୍ଥି ମାନଙ୍କୁ ବିଚଳିତ କରେ । ସେମାନେ ଉପସ୍ଥିତି ବୁଦ୍ଧି ର ପ୍ରୟୋଗ କରିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିନେବା ସେମିତି କିଛି ପ୍ରଶ୍ନ ଯେଉଁଥିରେ ପିଲା ମାନେ 99 ପ୍ରତିଶତ ଉତ୍ତର ଦେବାରେ ବିଫଳ ରୁହନ୍ତି ।

qu

1. ଏମିତି ଏକ ଶବ୍ଦ କୁହନ୍ତୁ ଯାହା ଏକ ଫଳ ର ନାମ ଅଟେ, ଗୋଟିଏ ଝିଅ ର ନାମ ଅଟେ ଏବଂ ଗୋଟିଏ ରଙ୍ଗ ର ନାମ ମଧ୍ୟ ଅଟେ।
ଏହାର ସଠିକ୍ ଉତ୍ତର ହେଲା କମଳା।

2. ଝିଅ ମାନଙ୍କର କେଉଁ ଦୁଇଟି ଜିନିଷକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ କେହି ବି ସ୍ପର୍ଶ କରି ପାରନ୍ତି ନାହିଁ।
ଏହାର ସଠିକ୍ ଉତ୍ତର ହେଲା ସେମାନଙ୍କ ସଂସ୍କାର ଏବଂ ସମ୍ମାନ।

3. ତେର ହଜାର ତେର ଶହ ତେର କିପରି ଲେଖିବା?
ଏହାର ସଠିକ୍ ଉତ୍ତର ହେଲା ଏକକ,ଦଶକ, ଶତକ, ହଜାର ଏହିଭଳି କରି ଆପଣ ଏହାକୁ ଲେଖି ପାରିବେ।

4. ଯଦି 5 ଟି ଠେକୁଆ 5 ମିନିଟ୍ ରେ 5 ଟି ସେଓ ଖାଇ ପାରନ୍ତି, ତେବେ 10 ଟି ଠେକୁଆ 10 ମିନିଟ୍ ରେ କେତୋଟି ସେଓ ଖାଇବେ?
ହାର ସଠିକ୍ ଉତ୍ତର ହେଲା 20 ଟି ସେଓ ।

qua

5. ଯଦି ଗୋଟିଏ ହଲ୍ ରେ 100 ଟି ଗୋଡ଼ ଅଛି ଏବଂ 72 ଟି ଆଖି ଅଛି, ତେବେ ସେହି ହଲ୍ ରେ କେତୋଟି ହାତି ଓ କୁକୁଡ଼ା ଅଛନ୍ତି?
ହାର ସଠିକ୍ ଉତ୍ତର ହେଲା ହାତୀ 14 ଟି ଏବଂ କୁକୁଡ଼ା 22 ଟି।

6. କିଏ ପାଣିରେ କଣା ଖୋଜିଥାଏ?
ହାର ସଠିକ୍ ଉତ୍ତର ହେଲା ପମ୍ପଚର୍ ବନାଇବା ବାଲା।

7. ଝିଅ ମାନଙ୍କର ଏମିତି କେଉଁ ଜିନିଷକୁ ଛୁଇଁ ହୁଏ ନାହିଁ। ଆଉ ଯିଏ ଛୁଇଁ ଦିଏ, ଝିଅ ତାର ହୋଇଯାଏ?
ହାର ସଠିକ୍ ଉତ୍ତର ହେଲା ଝିଅର ହୃଦୟ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *