ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଧିକାଶଂ ଲୋକ ମାନେ ବହୁତ ପ୍ରକାରର ଖାଦ୍ୟ ଖାଆନ୍ତି । ଘରେ ଖାଦ୍ୟ ଖାଇ ସାରିବା ପରେ ଭୁଲ ରେ ବି ପାଟି କୁଳୀ କରନ୍ତି ନାହିଁ । ଏହି କେସ୍ ରେ ଖାଦ୍ୟର କିଛି ଅଶଂ ଆମ ପାଚି ମଧ୍ୟରେ ଯମି ହୋଇ ରହିଥାଏ । ତାହା ଗୋଟିଏ ବାୟୋ ଫିଲ୍ମ ହୋଇ ତିଆରି ହୁଏ ଜାହାକୁ ଆମେ ମାନେ ଡେଣ୍ଟାଲ ଫ୍ଲାକ୍ ବୋଲି କହିଥାଉ । ଏହି ଡେଣ୍ଟାଲ ପ୍ଲାକ କଲର ଲେସ ଲୋକ ମାନଙ୍କୁ ତାହା ଆଖିରେ ଦେଖାଯାଏ ନାହିଁ ।
ଏହା ଯେତେ ବେଳେ ଦାନ୍ତ ମଝିରେ କିମ୍ବା ଦାନ୍ତର ମାଡି ରେ ଜମିଯାଏ ସେତେ ବେଳେ ଏହା ପଥର ଭଳି ହୋଇଥାଏ । ଜାହାକୁ ଆମେ ମାନେ ଡେଣ୍ଟାଲ କାଲ୍କୁଲେସ ବୋଲି କହିଥାଉ । ପରେ ସେହି ପଥର ଥିରେ ଥିରେ ହଳଦିଆ ରଙ୍ଗର ହେବାକୁ ଲାଗେ । ତାହା ନର୍ମାଲ ବ୍ରସିଂ ରେ ବାହାରେ ନାହିଁ । ମାତ୍ର ଧିରେ ଧିରେ ଆଣର ମାଢି କୁ ଇନଫେକ୍ସନ କରିବାରେ ଲାଗେ । ଫଳ ରେ ମାଢି ଫୁଲିଯାଏ । ସେହିଥିରୁ ରକ୍ତ ବାହାରିବା ଆରମ୍ଭ କରେ ଏହି କେସ୍ ରେ ପାଟି ଦୂର୍ଗନ୍ଧ ହେବା ଆରମ୍ଭ କରେ ।
ଏହାକୁ ଆମେ ମାନେ ହାନିଟୋସିସ ମଧ୍ୟ କୁହନ୍ତି । ଏହି ସ୍ଥାନରେ ତୁରନ୍ତ ଟ୍ରିଟମେଣ୍ଟ ନହେଲେ ସ୍କେଲିଙ୍ଗ ଟ୍ରିଟମେଣ୍ଟ ଯେଉଁଥିରେ କି ଅଲ୍ଟ୍ରା ସୋନିକ ସ୍କେଲର ବ୍ୟବହାର କରି ଯେଉଁ ମଇଳା ପଥର ଭଳି ବନିଯାଇଥାଏ । ଏହି ଥିରେ ଏହାକୁ ସଂମ୍ପର୍ଣ୍ଣ ଭାବେ କ୍ଲନ୍ କରାଜାଇଥାଏ । ଏହାଫଳ ରେ ମେଡିଟେସ୍ କରାଯାଏ । ଯାହାକୁ ଲଗେଇଲେ ପୁଣି ମାଢି କୁ ରି ଆର୍ଟାଜ କରାଯାଏ ।
ହେଲେ ଏହି କେସ୍ ରେ ଯଦି ଲୋକ ମାନେ ଏହାକୁ ଟ୍ରିଟ୍ କରନ୍ତି ନାହିଁ ତେବେ ଅଥବା ବିଭିନ୍ନ ପ୍ରକାରର ହର୍ବାଲ ଟ୍ରିଟମେଣ୍ଟ ଅଥବା ଅନ୍ୟ ପ୍ରକାର ଟିଭି ଓ ୟୁଟ୍ୟୁବ ଦେଖି ଅଲଗା ପ୍ରକାରର ଟ୍ରିଟମେଣ୍ଟ କରନ୍ତି ତେବେ ତାହା କେବେ ମଧ୍ୟ ବାହାରେ ନାହିଁ । ତାହା ଧିରେ ଧିରେ ତଳକୁ ଜାଇଥାଏ । ଏହା ପଥର ଭଳି କାଲ୍କୁଲେସ ଏବଂ ଦାନ୍ତ ମୂଳ ଏବଂ ହାଡକୁ କନେକ୍ଟ କରିକି ରଖିଥାଏ ।
ଦାନ୍ତ ଏବଂ ମାଢି ମଝିରେ ମଇଳା ଜମିଥାଏ । ଏହାକୁ ବାହାର କରିବା ନିହାତି ଆବଶ୍ୟକ ଅଟେ ନହେଲେ ଏହା ବହୁତ ଦୂର୍ଗନ୍ଧ ହେବା ସହିତ ଦାନ୍ତ କୁ ଖରାପ କରିଥାଏ । ତେଣୁ ଆପଣ ମାନେ ଟିକିଏ ଅସୁବିଧା ଦେଖିଲେ ନିଶ୍ଚିତ ଭାବେ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।