ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ସହବାସ ଏହି ଦିନ କରନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଏଠାରେ ଆଜି ଜାଣିବା କିଛି ବିଶେଷ ଜାଣିବା କଥା ବନ୍ଧୁଗଣ ମହିଳା ଋତୁମତି ହେବାର 4 ଦିନ ପର୍ଯ୍ୟନ୍ତ ଯୈନାଙ୍ଗରୁ ରକ୍ତଶ୍ରାବ ହେଉଥିବାରୁ ସେହି ସମୟ ରେ ସଂଙ୍ଗୋମ କରିବା ନିଷେଧ ଅଟେ । ପଞ୍ଚମ ଦିନରେ ସୁଧ ସହବାଶ ପରେ ଶହବାସ ବିଧେୟ । ତେବେ ଆଜି ଆଜି ଏଠାରେ ଜାଣିବା କି କେଉଁ ଦିନ ସବାସ କରିଲେ କିପରି ପୁତ୍ର ବା କନ୍ୟା ହୋଇଥାଏ ।

ତେବେ ବନ୍ଧୁଗଣ ପ୍ରଥମ ଦିନରେ ସହବାସ କରିଲେ ସ୍ୱାମୀ ସ୍ତ୍ରୀ ରୋଗୀ ହୋଇଥାନ୍ତି । ଏବଂ ଦ୍ୱତୀୟ ଦିନରେ ସହବାସ କରିଲେ ମୃତ ସନ୍ତାନ ଜନ୍ମ ହୁଏ । ତୃତୀୟ ଦିନରେ ସହବାସ କରିବା ଦ୍ୱାରା ମଧ୍ୟ ମୃତ ସନ୍ତାନ ଜନ୍ମ ହୁଏ । ଏବଂ ଚତୁର୍ଥ ଦିନରେ ସହବାସ କରିବା ଦ୍ୱାରା ଜନ୍ମିତ ସନ୍ତାନ ଦରିଦ୍ର ହୁଏ । ପଞ୍ଚମ ଦିନରେ ସହବାସ କରିଲେ ସ୍ୱଭାଗ୍ୟବତୀ କନ୍ୟା ଜନ୍ମ ହୁଏ । ଏବଂ ଷଷ୍ଟ ଦିନରେ ସହବାସ କରିଲେ ପୁତ୍ର ପିତା ଙ୍କ ପରି ଜନ୍ମ ହୁଏ ।

baby

ସେହି ପରି ସପ୍ତମ ଦିନରେ ସହବାସ କରିଲେ ସୁନ୍ଦରୀ ଏବଂ ଚରିତ୍ରବାନ ଝିଅ ଜନ୍ମ ହୁଏ । ସେହି ପରି ଅଷ୍ଟମ ଦିନରେ ସହବ3ାସ କରିଲେ ଧାର୍ମିକ ପୁତ୍ର ଜାତ ହୁଏ । ଏବଂ ନବମ ଦିନରେ ସହବାସ କରିଲେ ଭାଗ୍ୟବତୀ କନ୍ୟା ଜନ୍ମ ହୁଏ । ସେହି ପରି ଦଶମ ଦିନରେ ସହବାସ କରିଲେ ଗୁଣବାନ ପତ୍ର ଜାତ ହୁଏ । ଏକାଦଶ ଦିନରେ ସହବାସ କରିଲେ ଅଧର୍ମି କନ୍ୟା ଜାତ ହୁଏ ।

ଦ୍ୱାଦଶ ଦିନରେ ସହବାସ କରିଲେ ଗୈରବ ବହପୁତ୍ର ଜାତ ହୁଏ । ତ୍ରୋୟଦଶ ଦିନରେ ସହବାର କରିଲେ ସୁଶିଳ ପୁତ୍ର ଜାତ ହୁଏ । ଚତୁର୍ଦଶ ଦିନରେ ସହବାସ କରିଲେ ସତିକନ୍ୟା ଜାତ ହୁଏ । ପଞ୍ଚଦଶ ଦିନରେ ସହବାର କରିଲେ ବୃଦ୍ଧିମାନ ପୁତ୍ର ଜନ୍ମ ହୁଏ ।

baby

ସେହି ପରି ଶାସ୍ତ୍ର ଅନୁସାରେ କହିଲେ ଆପଣଙ୍କର ବେଡ୍ ରୁମ ରେ ବା ଶୋଇବା ଘରେ ଖଟର ସାମ୍ନା ପଟେ ସୁନ୍ଦର ଶିଶୁର ଫୋଟ ନିଶ୍ଚୟ ଲଗାନ୍ତୁ ଯାହା ଦ୍ୱାରାକି ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ । ତୃତୀୟ କଥାଟି ହେଉଛି ଆପଣଙ୍କର ପ୍ରତି ରବିବାର କେବେବି ଆମିସ ଖାଆନ୍ତୁ ନାହିଁ ଯାହା ଫଳରେ ପୁତ୍ର ସନ୍ତାନ ଜନ୍ମ ହେବାରେ ସବୁଠାରୁ ବଡ କାମ କରିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *