ନବୀନ ଆଣିଲେ ଖୁସିର ଖବର ।

naveen

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସଂନ୍ଧ୍ୟା ରେ ଆପଣ ମାନଙ୍କ ପାଇଁ ସବୁଠୁ ବଡ ଖବର ଆସିଛି । ତେବେ ଅନେକ ସମୟ ଧରି ଫିଟମେଟ ଫେକ୍ଟର କୁ ବୃଦ୍ଧି କରିବାକୁ ଦାବୀ କରୁଥିବା କେନ୍ଦ୍ରିୟ କର୍ମଚାରୀ ମାନଙ୍କୁ ଖୁବ୍ ଶୀଘ୍ର ଭଲ ଖବର ମିଳିପାରେ । ତେବେ କେନ୍ଦ୍ର ସରକାର ନିଜର କର୍ମଚାରୀ ମାନଙ୍କ ଦରମା ବଢେଇବା ପାଇଁ ଯାଉଛନ୍ତି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାର ଖୁବ ଶୀଘ୍ର ଫିଟମେଟ ଫେକ୍ଟର ବୃଦ୍ଧି କରିବାକୁ ମଞୁରୀ ଦେଇ ପାରନ୍ତି ।

ତେବେ କେନ୍ଦ୍ର ସରକାର ଙ୍କ କର୍ମଚାରୀ ମାନେ ଦିର୍ଘ ସମୟ ଧରି ସର୍ବନିମ୍ନ ଦରମା କୁ 18 ରୁ 26 ହଜାର କୁ ବୃଦ୍ଧି କରିବା ସହିତ ଫିଟମେଟ ଫେକ୍ଟର କୁ 2.7 ରୁ 3.6 କୁ ବଢେଇବାକୁ ନିସ୍ପତି ହୋଇଛି । ଯଦି କେନ୍ଦ୍ର ସରକାର ଫିଟମେଟ ଫେକ୍ଟର ରେ ବୃଦ୍ଧି ଘୋଷଣା କରନ୍ତି ତେବେ ସେମାନଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । ଫିଟମେଟ ଫେକ୍ଟର ବଢିବା ଦ୍ୱାରା ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ପାଇବ ।

naveen patnaik

ତେବେ କେନ୍ଦ୍ର କର୍ମଚାରୀ ମାନଙ୍କର 2.57 ପ୍ରତିଶତ ଧାରରେ ଫିଟମେଟ ଫେକ୍ଟର ଅଧିନରେ ଦରମା ଦିଆଜାଉଛି । ଜାହାକୁ ବଢେଇ 3.68 ପ୍ରତିଶତ କରାଜାଇ ପାରେ । ଜାହା ଫଳ ରେ କେନ୍ଦ୍ର କର୍ମଚାରୀ ମାନଙ୍କ ସର୍ବନିମ୍ନ ଦରମା 8 ହଜାର ଟଙ୍କା ବଢିିବ । ଏହାର ଅର୍ଥ କେନ୍ଦ୍ର ସରକାର ଙ୍କ କର୍ମଚାରୀ ଙ୍କର ସର୍ବନିମ୍ନ ଦରମା 18 ହଜାର ରୁ ବଢି 26 ହଜାର ଟଙ୍କା କରାଯିବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ପୁଣି କହିରଖୁଛୁ କି କେନ୍ଦ୍ର ସରକାର ନିଜ କର୍ମଚାରୀ ଙ୍କ ଦରମା ବଢେଇବା ପାଇଁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଖୁବ ଶୀଘ୍ର ଫିଟମେଟ ଫେକ୍ଟର କୁ ବୃଦ୍ଧି କରିବା ପାଇଁ ମଞୁରୀ ଦେଇ ପାରନ୍ତି । ଜାହା ଫଳ ରେ କେନ୍ଦ କର୍ମଚାରୀ ଙ୍କ ସର୍ବନିମ୍ନ ଦରମା 8 ହଜାର ଟଙ୍କା ବଢିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *