ଗ୍ରାହକଙ୍କ ପାଇଁ ବଡ ଖୁସି ଖବର,ମୋଦି ସରକାରଙ୍କ ବଡ ଘୋଷଣା ଏଣିକି 105 ଟଙ୍କା କମିଲା ଗ୍ୟାସ ଦର,ଜଣାନ୍ତୁ ସମ୍ପୂର୍ଣ ଘଟଣା ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣ ଖାଉଟି ମାନଙ୍କ ଉପରେ ହେବାକୁ ଯାଉଛି ରନ୍ଧନ ମାଡ । ପୁଣି ଥରେ ବୃଦ୍ଧି ହେବାକୁ ଯାଉଛି ତୈଳ ଦର । ବଢୁଥିବା ଦରଦାମ କୁ ନେଇ ହଇରାଣ ହେଉଛନ୍ତି ସାଧାରଣ ଜନତା ମାନେ । ସୂଚନାଯୋଗ୍ୟ କି ପ୍ରତ୍ୟୋକ ମାସ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ଏକ ସମିକ୍ଷା କରାଜାଇଥାଏ । ତେବେ ପ୍ରତି ମାସ ପ୍ରଥମ ଦିନ ରେ ଏହି ଦର ନିର୍ଦ୍ଧାରିତ ହୋଇଥାଏ । ତେବେ ଦିର୍ଘ ସାତ ଆଠ ମାସ ହେବ ପ୍ରତି ମାସରେ ବଢିବାକୁ ଲାଗିଛି ରନ୍ଧନ ଗ୍ୟାସ ଦର । ଏହାକୁ ନେଇ ସାଧାରଣ ଲୋକ ମାନେ ଖୁ୍ବ ହଇରାଣ ହେଉଛନ୍ତି । କାରଣ ଆନ୍ତର୍ଜାତୀୟ ବଜାର ରେ ତୈଳ ଦର ବାରମ୍ବାର ବୃଦ୍ଧି ହେବାରେ ଲାଗିଛି । ଜାହା ଫଳ ରେ ତୈଳ ଦର ହୁ ହୁ ହୋଇ ବଢିଚାଲିଛି ।

ତେବେ ଏହି ମାସରେ ତୈଳ ଦର କୁ ନେଇ ଖାଉଟି ଙ୍କୁ ଲାଗିପାରେ ଝଟ୍କା । ମାସ ଆରମ୍ଭରୁ ପକେଟ ଖାଲି ହେବାକୁ ବସିଛି। କମର୍ସିଆଲ ସିଲିଣ୍ଡର ରନ୍ଧନ ଗ୍ୟାସର ଦରଦାମକୁ 105 ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। କିନ୍ତୁ ମାର୍ଚ୍ଚ 7 ତାରିଖ ପରେ ଘରୋଇ ସିଲିଣ୍ଡର ର ଦର ବୃଦ୍ଧି ହେବ ବୋଲି କୁହାଯାଉଛି। ତେବେ ଏହି ନେଇ ସାଧାରଣ ଖାଉଟି ମାନଙ୍କୁ ଝଟ୍କା ଲାଗି ପାରେ ବୋଲି କୁହାଜାଇଛି ।

lpg

ସୂଚନା ମୁତାବକ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ମାର୍ଚ୍ଚ ସାତ ରେ ହେବାକୁ ଯାଉଛି । ଫଳ ରେ ମାର୍ଚ୍ଚ 7 ତାରିଖ ପରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ହେବାକୁ ଯାଉଛି । ସୂଚନା ମୁତାବକ ଗତ ଅକ୍ଟୋବର ମାସ ଠାରୁ ତୈଳ ଦର ବୃଦ୍ଧି ହେବାରେ ଲାଗିଛି । ଅକ୍ଟୋବର 1 ତାରିଖ କମର୍ଶିଆଲ ସିଲିଣ୍ଡର ମୂ୍ଲ୍ୟ 1736 ରହିଥିଲା ହେଲେ ନମ୍ଭେବର ରେ ବୃଦ୍ଧି ହୋଇ 2000 ରେ ପହଁଚି ଜାଇ ଥିଲା । ତେବେ ଜାନୁଆରୀ ଫେବୃଆରୀ ମାସରେ ତୈଳ ଦର ସାମାନ୍ୟ କମିଥିଲା ।

ତେବେ ପୁଣି ଥରେ ଏହି ମାର୍ଚ୍ଚ ମାସରେ ତୈଳ ଦର ବୃଦ୍ଧି ହେବାକୁ ଯାଉଛି । ଏହି ମାସରେ 5 କିଲୋ ଗ୍ରାମ LPG ଗ୍ୟାସ ସିଲିଣ୍ଡର ପିଛା 30 ଟଙ୍କା ଲେଖାଏଁ ବୃଦ୍ଧି କରା ଯାଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ଦର ଲାଗୁ କରାଯାଇ ନାହିଁ। ମାର୍ଚ୍ଚ 7 ତାରିଖ ପରେ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ଅଧିକ ଶୁଳ୍କ ଦେବାକୁ ପଡିବ ବୋଲି ଆଶଙ୍କା କରାଯାଉଛି । ଯାହାକୁ ନେଇ ସାଧାରଣ ଖାଉଟିମାନେ ଅସନ୍ତୋଷ ରହିଛନ୍ତି।

lpg

ଅନ୍ତର୍ଜାତୀୟ ସ୍ଥରରେ ବାରମ୍ବାର ତୈଳ ବୃଦ୍ଧି ହେବା କାରଣ ରୁ ବୃଦ୍ଧି ହେବାରେ ଲାଗିଛି ପେଟ୍ରୋଲିୟମ ତୈଳ ଦର । ଲଗାତାର ଭାବେ ତୈଳ ଦର ଛଅ – ସାତ ମାସ ହେବ ବୃଦ୍ଧି ହେବାରେ ଲାଗିଛି । ତେବେ ଏହାକୁ ନେଇ ବର୍ତମାନ ସମୟ ରେ ସାଧାରଣ ଲୋକ ମାନଙ୍କ ମନରେ ଛନକା ପସିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *