ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଆସିବ କୋରନା ଭାଇରସ ଚତୁର୍ଥ ଲହର ଦେଶ ରେ ଓମିକ୍ରନ ଆତଙ୍କ ଥମିଥିବା ବେଳେ ଚତୁର୍ଥ ଲହର କୁ ନେଇ ଆଶଂକା ସୃଷ୍ଟି ହୋଇଛି । ଜୁନ 22 ବେଳକୁ ଦେଶରେ କରୋନାର ଚତୁର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ଏହା କେତେ ଗୁରୁତ୍ୱର ହେବ ସେହି ନେଇ କିଛି ,ସ୍ପଷ୍ଟ ହୋଇ ନାହିଁ । ଆଇଆଇଟି କାନପୁର ରିପୋର୍ଟ ଅନୁସାରେ ଚତୁର୍ଥ ଲହର ଅତି କମ୍ ରେ 4 ମାସ ଧରି ଜାରି ରହିବ।
ଅଗଷ୍ଟ 15 ରୁ ଅଗଷ୍ଟ 21 ମଧ୍ୟରେ ଏହାର ପିକ୍ ରହିବ । ଏହା ପରେ ମାମଲା କମିବା ଆରମ୍ଭ ହେବ । ଏହା ତୃତୀୟ ଥର ପାଇଁ ହୋଇଛି ଯେତେ ବେଳେ ଆଇଆଇଟି କାନପୁର ରିପୋର୍ଟ ସତ ହୋଇଛି ।
ତୃତୀୟ ଲହର ର ଶିକ୍ଷାନୁଷ୍ଟାନ ର ଲହର ସଠିକ୍ ସାବ୍ୟସ୍ତ ହୋଇଥିଲା । ଆଇଆଇଟି କାନପୁରର ମ୍ୟାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଡିାର୍ଟମେଣ୍ଟର ଏସପି ରାଜେଶଭାଇ । ଶୁଭୁରା ଶଙ୍କର ଧର ଏହି ଗବେଷଣା ରେ ସାମିଲ ଥିଲେ ।
ସବୁ ଭବିଷ୍ୟବାଣୀ ପାଇଁ ଆଇଆଇଟି ଗଣିତ ର ମଡେଲ କୁ ଉପଯୋଗ କରିଛି । ଏହାକୁ ନେଇ ଗବେଷକ ମାନେ କହିଛନ୍ତି ଯେ କୋରନା ଆରମ୍ଭ ହେବାର 936 ଦିନ ପରେ ଚତୁର୍ଥ ଲହର ଆସିବ ।
ତେବେ 22 ଜୁନ ରେ ଏହାର ଆରମ୍ଭ ହୋଇପାରେ । ପିକ୍ ରେ ପହଁଚିବା ପରେ ଅକ୍ଟୋବର 27 ରେ ଏହା ଶେଷ ହେବ । ଏହା ମଧ୍ୟରେ ଅନ୍ୟ ଦେଶ ରେ ମଧ୍ୟ ଚତୁର୍ଥ ଲହର ଆସିବାର ଅନେକ ସମ୍ଭବନା ରହିଛି ବୋଲି ସେମାନେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।