ସକାଳୁ ଉଠି କରନ୍ତୁ ଏହି କାମ, ସ୍କିନ ରହିବ ସଦା ଉଜ୍ଵଳ ଓ ସୁନ୍ଦର- Dr. Manoj Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳୁ ଉଠିବା ପରେ ପରେ ଚେହେରା କୁ ସାବୁନ କିମ୍ବା ଫେସୱାସ ରେ ଧୋଇବା ଅନୁଚିତ ଅଟେ । ସକାଳୁ ଉଠି ପ୍ରତିଦିନ ମୁହଁ କୁ ଥଣ୍ଡା ପାଣିରେ ଧୁଅନ୍ତୁ ସେହିଥିରେ ଶରୀର ରେ ରହିଥିବା ବ୍ଲଡ ଫ୍ଲୋ କୁ ସ୍ଲୋ ଡାଉନ କରେ । ଏହିଥିରେ ଆପଣ ମାନଙ୍କ ମୁହଁ ରେ ରହିଥିବା ଟକସିନ କୁ ବହୁତ ଆରାମ ମିଳେ । ସବୁଠୁ ବଡ କଥା ହେଲା କି ଆପଣ ମାନଙ୍କ ମୁହଁ ରେ ଯେତେ ବି କସମେଟିକ ଜମା ହୋଇଥିବ । ସେହି ସବୁ ଧିରେ ଧିରେ ବାହାର କୁ ଆସିଯିବ । ଥଣ୍ଡା ପାଣି ଆପଣ ମାନଙ୍କ ସ୍କିନ କୁ ରିଜ୍ୟୁଭିନେଟ କରିଥାଏ ।

Wash your face

ସ୍କିନ୍ ରେ ଏକ୍ସଟ୍ରା ଅଏଲ ପ୍ରଡକସନକୁ କଣ୍ଟ୍ରୋଲ କରିଥାଏ । ସକାଳୁ ଥଣ୍ଡା ପାଣି ରେ ମୁହଁ ଧୋଇଲେ ବହୁତ ସାରା ଆରାମ ମିଳେ । ସେହିଥି ପାଇଁ ମୁହଁ ଧୋଇବା ସମୟ ରେ ଆପଣ ମାନେ 4 ରୁ 5 ମିନିଟ କରି ମୁହଁ ଧୁଅନ୍ତୁ । ସକାଳ ର ଯେଉଁ ଦୁଇ ଘଣ୍ଟା ସମୟ ଥାଏ । ସେହି ସମୟ ରେ ଶରୀର କୁ ହାଇଡ୍ରେଟ କରିବା ଉଚିତ । ଆମେ ମାନେ ସକାଳୁ ଉଠି କିଛି ନା କିଛି ପାଣି ପିଉ । ଏହା ଆପଣ ମାନଙ୍କ ସ୍କିନ କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ସକାଳୁ ଉଠି ଲିମ୍ବୁ ପାଣି, ମହୁ ପାଣି, ଜୀରା ପାଣି କିଛି ପାଣି ପିଇପାରିବେ । ଯଦି ଆପଣ ମାନଙ୍କୁ ସୁଯୋଗ ମିଳୁଛି ତେବେ ଆପଣ ମାନେ ଫଳ ରସ ମଧ୍ୟ ପିଇ ପାରିବେ। ସକାଳ ର ଆରମ୍ଭ ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ ଆପଣ ମାନଙ୍କ ଶରୀର କୁ ହାଇଡ୍ରେଟ କରିବା ପାଇଁ । ଯେତେ ବେଳେ ହାଇଡ୍ରେଟ ବଢିଯିବ ସେତେ ବେଳେ ଆପଣ ମାନଙ୍କ ସ୍କିନ ସୁନ୍ଦର ଦେଖା ଦେବା ଆରମ୍ଭ କରିବ ।

juice

ସେହିଥି ପାଇଁ ସକାଳ ସମୟ ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । ସାଧାରଣ ଭାବେ ଆମେ ମାନେ ଦିନ ସାରା ବ୍ୟସ୍ତ ରୁହନ୍ତି ଏବଂ ପାଣି ପିଇବାକୁ ଭୁଲିଜାଆନ୍ତି । ସକାଳୁ ଯେତେବେଳେ ଥଣ୍ଡା ପାଣିରେ ମୁହଁ ଧୋଉଛନ୍ତି 2 ଘଣ୍ଟା ପର୍ଯ୍ୟନ୍ତ ଚେହେରାରେ କିଛି ଲଗାନ୍ତୁ ନହିଁ । ବହୁତ ଲୋକ ମସ୍ଚରାଇଜର ବା ସନ୍ସ କ୍ରିମ ମଧ୍ୟ ଲଗାଇଥାନ୍ତି । ସେଥିଲାଗି ସକାଳର ଦୁଇଘଣ୍ଟା ସ୍କିନକୁ ଟିକେ ସେମିତି ଛାଡନ୍ତୁ ଓ ତା ପୂର୍ବରୁ ଥଣ୍ଡା ପାଣିରେ ମୂହକୁ ଭଲରେ ଧୁଅନ୍ତୁ । ଏହା ଥିଲା ସକାଳର ତିନୋଟି ଟିପ୍ସ ଯାହାକୁ ପ୍ରତିଦିନ କରି ଚେହରକୁ ସୁସ୍ଥ, ଉଜ୍ଜଳ, ସୁନ୍ଦର କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *