କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ଗାନ୍ଧୀ ପରିବାର ! ଏହିଦିନ ଦେବେ ଇସ୍ତପା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ନୂଆଦିଲ୍ଲୀରେ ବସି ଥିବା ଅଲ ଇଣ୍ଡିଆ କଂଗ୍ରେସ ୱାର୍କିଂ କମିଟି । ବୈଠକ ରେ ଗାନ୍ଧି ପରିବାର ଇସ୍ତଫା ଦେଇପାରନ୍ତି । ସୂତ୍ର ରୁ ମିଳୁଥିବା ସୂଚନା ମୁତାବକ ସୋନିଆ ଗାନ୍ଧି , ରାହୁଲ ଗାନ୍ଧି , ଏବଂ ପ୍ରିୟଙ୍କା ଗାନ୍ଧି , ଭଦ୍ରା କଂଗ୍ରେସ ୱାର୍କି କମିଟି ରୁ ଇସ୍ତାପା ଦେଇ ପାରନ୍ତି । ପାଞ୍ଚଟି ରାଜ୍ୟ ରେ ନିର୍ବାଚନ ସୋଚନିୟ ପରାଜୟ ପରେ ସିଡବ୍ଲ୍ୟୁସି ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବୈଠକ କଂଗ୍ରେସ ଅଦକ୍ଷ୍ୟ ସୋନିଆ ଗାନ୍ଧି ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରୟଙ୍କା ଗାନ୍ଧି ଭଦ୍ରା ସମସ୍ତ ପାଞ୍ଚଟି ରାଜ୍ୟରେ ପରାଜୟ ପରେ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ସୂତ୍ର ରୁ ଜଣା ପଡିଛି ଯେ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନ ରେ ପ୍ରୟଙ୍କା ଗାନ୍ଧି , ରାହୁଲ ଗାନ୍ଧି , ଏହି ଅଭିଯାନ ର ନେତୃତ୍ୱ ନେଇଥିଲେ । ଏଥର ମଧ୍ୟ କଂଗ୍ରେସ ଆଶାନୁରୂପକ ଫଳାଫଳ ପାଇପାରି ନଥିଲା ।

Gandhi family

ତେବେ ଦଳ ର ପଦର୍ଶନ ପାଇଁ ନୈତିକତା ଦୃଷ୍ଟିରୁ ଇସ୍ତାଫା ଦେଇପାରନ୍ତି ବୋଲି କୁହାଜାଉଛି । ସୂଚନା ଥାଉ କି ସୋନିଆ ଗାନ୍ଧି , ଏବଂ ରାହୁଲ ଗାନ୍ଧି , ଇସ୍ତଫା ଦେବା ପ୍ରଥମ ଘଟଣା ନୁହେଁ । 2014 ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଉଭୟ ନେତା ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ସିଡବ୍ଲ୍ୟୁସି ପ୍ରତ୍ୟାଖ୍ୟାନ କରିଥିଲା।

ସେହି ସମୟରେ ଦଳର ଖରାପ ପ୍ରଦର୍ଶନ ହେବାର କାରଣ ଅନୁସନ୍ଧାନ ପାଇଁ AK ଆଣ୍ଟୋନିଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ ହୋଇଥିଲା । ଉଲ୍ଲେଖନିୟ କଥା ହେଉଛି 2019 ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଦକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେବେ ଠାରୁ ସୋନିଆ ଗାନ୍ଧି ଅନ୍ତରୀଣ ଅଧକ୍ଷା ଭାବେ କାର୍ଯ୍ୟ କରିଆସୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *