କେଉଁ ତାରିଖରୁ ଓ କେତେ ବଢିବ Petrol ଓ Diesel ଦାମ ? ଦେଖନ୍ତୁ ଏହି Special Report

Petrol and Diesel

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ମହାମାରୀ ର ତୃତୀୟ ଲହର ପରଠାରୁ ସାରା ଦେଶରେ ପେଟ୍ରୋଲ ଡିଜେଲ ଦର ହଠାତ ବଢିବାରେ ଲାଗିଥିଲା । ପେଟ୍ରୋଲ ଡିଜେଲ ବର୍ତମାନ ସମୟ ରେ ସବୁ ସ୍ଥାନରେ 100 ଟଙ୍କା ରେ ପହଁଚିଛି । ତେବେ ପେଟ୍ରୋଲ ଦର ଜନସାଧାରଣ ଙ୍କ ଚିନ୍ତା ବଢେଇବାରେ ଲାଗିଛି ।

ତେବେ ଏହାରି ମଧ୍ୟରେ ବର୍ତମାନ ଆଉ ଏକ ବଡ ଖବର ସାମ୍ନା କୁ ଆସୁଛି । ଯାହା ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ । ଆପଣ ମାନଙ୍କର କାର କିମ୍ବା ବାଇକ ଅଛି ତେବେ ଆପଣ ମାନେ ଗାଡି ର ତେଲ ଟାଙ୍କି ଭର୍ତ୍ତି କରି ନିଅନ୍ତୁ କାରଣ ଦେଶ ରେ ଖୁବ ଶୀଘ୍ର ବଢିପାରେ ପେଟ୍ରୋଲ ଏବଂ ଡିଜେଲ ଦାମ ଋଷ୍ -ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶବାସୀ ଙ୍କ ପ୍ୟାକେଟ ଆହୁରୀ ଖାଲିହେବାକୁ ଯାଉଛି ।

Petrol Diesel

ଖାସ କରି ଯେଉଁ ମାନେ ଗାଡି ଚଳାଉଛନ୍ତି । ସେମାନେ ଏବେ ତେଲ ପକେଇବାକୁ ଗଣି ପାରନ୍ତି ଅଧିକ ଟଙ୍କା । ଅନ୍ତର୍ଜାତୀୟ ବଜାର ରେ ଅଶୋଦ୍ଧିତ ତୈଳ ଦର ବୃଦ୍ଧି ହେବା ପରେ ଏବେ ଏମିତି କିଛି ଚର୍ଚ୍ଚା ହେବାରେ ଲାଗିଛି । ହେଲେ ଏହା କେତେ ସତ ଏବଂ କେତେ ମିଛ ଏବେ ଯାଏ ଜଣା ପଡିନାହିଁ । ମାର୍ଚ୍ଚ 5 ତାରିଖ ରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଇଟ କରିଥିବା ଏହି ଫୋଟ ଏବଂ ଲେଖା ଏବେ ସମସ୍ତ ଙ୍କ ଚିନ୍ତା ବଢେଇ ଦେଇଛି ।

ଏହି ଟ୍ୱିଇଟ ରେ ସେ ଲେଖିଛନ୍ତି ଜଲ୍ଦି ପେଟ୍ରୋଲ ଟ୍ୟାଙ୍କ ଫୁଲ କରି ନିଅନ୍ତୁ ମୋଦି ସରକାର ଙ୍କ ନିର୍ବାଚନି ଅଫର ଶେଷ ହେବାକୁ ଯାଉଛି । ଯେବେଠାରୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି ସେହି ଦିନରୁ ଅନ୍ତର୍ଜାତୀୟ ବଜାର ରେ ଅଶୋଦ୍ଧିତ ତୈଳ ଦର ବୃଦ୍ଧି ହେବାରେ ଲାଗିଛି । ବର୍ତମାନ ଏହା ରେକର୍ଡ ରେ ଥିବା ବେଳେ ଭାରତରେ ପେଟ୍ରୋଲ ଦାମ 4 ମାସ ହେଲା ବଢିନି ।

Petrol

ତେବେ ଏହା ପଛରେ ଅନ୍ୟ ରାଜ୍ୟ ରେ ଚାଲିଥିବା ନିର୍ବାଚନ ହିଁ ମୂଖ୍ୟ କାରଣ ଅଟେ ବୋଲି କୁହାଜାଉଛି । ଏବଂ ନିର୍ବାଚନ ସରିଲେ ପେଟ୍ରୋଲ ଦମ୍ ବଢିବା ପକ୍କା ବୋଲି କୁହାଜାଉଛି । ଜାତୀୟ ଗଣ ମାଧ୍ୟମ ର ରିପୋର୍ଟ ଅନୁସାରେ ମାର୍ଚ୍ଚ 16 ତାରିଖ ରୁ ଦେଶ ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *