କେଉଁ Bank ଆକାଉଣ୍ଟରେ କେତେ,ଜାଣନ୍ତୁ ରାଜବୀରଙ୍କ ଟୋଟାଲ Collection କେତେ ହେଇଚି ଟିକିନିଖି ଜାଣିରଖନ୍ତୁ…ଦେଖନ୍ତୁ ଭିଡ଼ିଓ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପ୍ରତିଦିନ କିଛି ନା କିଛି ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟ ରେ ଅବଗତ କରେଇବୁ । ତେବେ ଆପଣ ମାନେ ଜାଣିଥିବେ ରାଜବୀର ଘଟଣା ବିଷୟ ରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅନ୍ତର୍ଗତ ଆମ୍ବ ପାଳ ରେ ଘର ।

ହେଲେ ପିଲାଟି ତାଙ୍କର ବାପା ମାଆ ଙ୍କ ସହିତ ବେଙ୍ଗାଲୋର ରେ ରହିଥାଏ । ବାପା ତାଙ୍କର ସ୍ୱିଗି ଡେଲିଭରି ବୟ । ମାସକୁ ଦରମା ପାଆନ୍ତି 10 ରୁ 15 ହଜାର ଟଙ୍କା ଘର ଚଳେଇବା କଷ୍ଟକର ହେବା ବେଳେ ଏବେ ତାଙ୍କର ପୁଅ ରାଜବୀର ଙ୍କୁ ଏମିତି ଏକ ରୋଗ ହୋଇଛି ଜାହାକୁ ଭଲ କରିବା ପାଇଁ 16 କୋଟି ଟଙ୍କା ଦରକାର ଅଟେ ।

Rajbir

ଦୁଇ ମାସ ତଳେ ପୁଅ ର ଏହି ରୋଗ ବିଷୟ ରେ ଜଣା ପଡିଲା ତେବେ କନ୍ଧମାଳ ର କୁନି ପୁଅ ରାଜବୀର ଏକ ନୂଆ ରୋଗରେ ପୀଡିତ ଥିଲା । ତେବେ ଏତେ କୋଟି ଟଙ୍କା ର ଏକ ଔଷଧ ଦରକାର ତାଙ୍କର ପୁଅର ଚିକିତ୍ସା ପାଇଁ । ସମସ୍ତେ କିଛି ପଇସା କଲେକ୍ଟ କରି ବହୁତ ପଇସା ଦେଇଥିଲେ । ଅନେକ ଲୋକ ମାନେ ସାହାଯ୍ୟ କରୁ ଥିଲେ ହେଲେ ଅନେକ ଲୋକ ମାନେ ତାଙ୍କୁ ଅନେକ କଥା କହି ଅନେକ ଅଭିଯୋଗ ଆଣିଥିଲେ ।

ହେଲେ ତାଙ୍କ ବାପା ମାଆ ଙ୍କ ନାମ ରେ ମୁଁ ଏବେ ଅଭିଯୋଗ କରିବି , ହେଲେ ମୁଁ ଗୋଟିଏ ଅନୁରୋଧ କରିବି ମୁଁ ଯଦି ଭୁଲ କରିଛୁ ଆମକୁ ଦଣ୍ଡ ଦିଅ । ଏହି ଉପରେ ଉମାକାନ୍ତ ସାର ଆମକୁ ପ୍ରଥମ ଦିନରୁ କୁହନ୍ତି କି ଯଦି ତମ ପିଲା କୁ ନେଇ ତୁମେ ଫାଇଟ କରୁଛ ତେବେ ତାକୁ ନେଇ କର । କେବେ ବି ଦେବବ୍ରତ ଷଡ଼ଙ୍ଗୀ ଚଙ୍ଗୁଲରେ ଆସିବେନି ।

କିନ୍ତୁ ଆଜି ଆମକୁ ବହୁକ ଲୋକ ମାନେ ଖରାପ ବ୍ୟବହାର କଲେ । ଆମକୁ ଯେଉଁ ନିରବତା ଏବଂ ସରଳତା ଏବଂ ଏହା ସହିତ ଆମର ଦରିଦ୍ରତା କୁ ବ୍ୟବହାର କରିଲେ । ସେମାନେ ପ୍ରମାଣ କରିଦେଲେ କି ଗରିବ କିଛି ବି କରି ପାରିଲେ ନାହିଁ ।

ଡାକ୍ତର ମଧ୍ୟ କହିଲେ ସେହି ଇଞୀେକ୍ସନ ଦରକାର ପିଲାକୁ ବଞ୍ଚେଇବା ପାଇଁ ତାକୁ ଯେଉଁ ରୋଗ ହୋଇଛି ତା ପାଇଁ ତାକୁ ଜିନ ଥେରୋପି ଦରକାର । ଏହକୁ ଅନ୍ୟ ଏକ ଦେଶର କମ୍ପାନୀ ବନେଇ ଥାଏ । ଏହା ଆମ ଭାରତ ରେ ପ୍ରସ୍ତୁତ ହୁଏ ନାହିଁ । ଏହି ଟ୍ରିଟମେଣ୍ଟ ତାକୁ ନିହାତି ଦରକାର ଯଦି ଏହା ନମିଳେ ତେବେ ତା ଶରୀର ରେ ଗୋଟିଏ ଗୋଟିଏ ପାର୍ଟ ଧିରେ ଧିରେ ନଷ୍ଟ ହୋଇଯିବ। ଆଉ ଅଧିକ ଡେରି ହେଲେ ତା ପାଇଁ କ୍ଷେତି ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *