ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଜଣେ ମହିଳା ଗର୍ଭବତୀ ଥାଏ ସେତେ ବେଳେ ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଯେ ତା ପେଟରେ ବଢୁଥିବା ପିଲାଟି ପୁଅ ନା ଝିଅ କାରଣ ସେହି ଅନୁସାରେ ପିଲାର ଘରକୁ ଆଗମନ ର ସ୍ୱାଗତ କରାଯିବ । ହେଲେ ଅନେକ ସମୟ ରେ ଏହା ହୋଇଥାଏ କି ଅନେକ ଲୋକ ମାନେ ପେଟରେ ଥିବା ଭୃଣ କୁ ପୁଅ ନା ଝିଅ ଚିହ୍ନଟ କରି ତାର ହତ୍ୟା କରିଛନ୍ତି । କିନ୍ତୁ ଏହା ଆଇନ ଗତ ଅପରାଧ ହୋଇଥାଏ ।
ଆମେ ଏହି ଯେଉଁ ଉପାୟ ବିଷୟ ରେ କହୁଛୁ ସେହିଥିରେ କିଛି ପ୍ରମାଣିକତା ନାହିଁ । କି ଭୃଣ ଟି ଝିଅ ନା ପୁଅ ହେବ । ଏହି ଉପାୟ ଗୁଡିକ ଦ୍ୱାରା ଆମେ ମାନେ ଅନୁମାନ ଲଗେଇ ପାରିବା ହେଲେ ଅନେକ ସମୟ ରେ ଏହା ବିପରୀତ ହୋଇଥାଏ । ଆମେ ଯେଉଁ ଉପାୟ ବିଷୟ ରେ ଆପଣ ମାନଙ୍କୁ କହିବୁ ତାହା ମନୋବିଜ୍ଞ୍ୟାନ ଆଧିରିତ ଅଟେ । ଅର୍ଥାତ୍ ଏହା ଆମେ ଗର୍ଭବତୀ ମହିଳା ର କେତେ ଗୁଡିଏ ବ୍ୟବହାର ତଥା ଲକ୍ଷଣ ଆଧାର ରେ ଅନୁମାନ ଲଗେଇ ପାରିବା । ଯାହା ଦ୍ୱାରା ଆମେ ମାନେ ଜାଣି ପାରିବା ଯେ ପିଲାଟି ଝିଅ ଅଥବା ପୁଅ ଅଟେ । ତେବେ ଆସନ୍ତୁ ଜାଣିନେବା ସେହି ସବୁ ଲକ୍ଷଣ କଣ ଅଟେ ।
1. ଯଦି ଗର୍ଭବତୀ ମହିଳା ର ପେଟ ଆଗକୁ ଗୋଲାକାର ହୋଇ ବାହାରିଥିବ ତାହାଲେ ପିଲାଟି ପୁଅ ହୋଇପାରେ । ଯଦି ଗର୍ଭବତୀ ମହିଳା ଙ୍କ ପେଟ ଗୋଲାକାର ଏବଂ ବଡ ହୋଇଥାଏ ତେବେ ଝିଅ ହେବାର ସମ୍ଭାବନା ହୋଇଥାଏ ।
2. ଯଦି କେହି ଗର୍ଭବତୀ ମହିଳା ଗର୍ଭବତୀ ଥିଲା ବେଲେ ଖାଇବା ବାଛନ୍ତି । ଯେମିତି କି କିଏ କିଛି ପରିବା କିମ୍ବା ଫଳ ଖାଇବା ପାଇଁ ଇଚ୍ଛା କରୁନଥିବେ ତେବେ ମହିଳା ଙ୍କ ପୁଅ ହେବାର ଅଧିକ ସମ୍ଭାବନା ଥାଏ । ହେଲେ ଯଦି ଗର୍ଭବତୀ ମହିଳା କୈଣସି ଖାଇବା ବାଛନ୍ତି ନାହିଁ । କିମ୍ବା ସବୁ ବେଳେ ସଠିକ୍ ଖାଦ୍ୟ ସେବନ କରନ୍ତି । ତେବେ ସେହି ମହିଳା ଙ୍କର ଝିଅ ହେବାର ଅଧିକ ସମ୍ଭାବନା ରହିଥାଏ ।
3. ଯଦି ମହିଳା ଗର୍ଭବତୀ ଥିବା ବେଳେ ଅଧିକ ମିଠା ସେବନ କରିବାକୁ ପସନ୍ଦ କରୁଛନ୍ତି । ତେବେ ସେହି ମହିଳା ଙ୍କ ଝିଅ ହେବ ବୋଲି ଆଶା କରାଯାଏ । ଯଦି ମହିଳା ଗର୍ଭବତୀ ଥିଲା ବେଳେ ଚଟପଟା ଜାତୀୟ ଖାଦ୍ୟର ସେବନ କରିବାକୁ ଚାହାଁନ୍ତି କିମ୍ବା ଲୁଣି ଜାତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି ତାହାଲେ ପୁଅ ହେବାର ସମ୍ଭାବନା ରହିଥାଏ ।
4. ଯଦି ଗର୍ଭବସ୍ତା ରେ ମହିଳା ଙ୍କ ମୁହଁ ଅଧିକ ସୁନ୍ଦର ଦେଖାଦିଏ ତେବେ ପିଲାଟି ଝିଅ ହେବ । ଆଉ ଅସୁନ୍ଦର ଦେଖା ଗେଲେ ପୁଅ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।