ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହାଶିବରାତ୍ରି ରେ ଯଦି ଆପଣ ବଗବାନ ଶିବଙ୍କର ଆରଧନା କରୁଛନ୍ତି କିମ୍ବା ବ୍ରତ୍ତ ରଖୁଛନ୍ତି ତେବେ କେଉଁ ଜିନିଷ ଗୋଡିକର ଆପଣଙ୍କୁ ବିଶେଷ ଧ୍ୟାନ ରଖିବା ଆବସ୍ୟକ ଏବଂ ଆପଣଙ୍କୁ କେଉଁ ଜିନିଷ କୁ କରିବା ଉଚିତ୍ ନୁହେଁ । ଆପଣ ଭଗବାନ ଶିବଙ୍କୁ ପଶ୍ରନ୍ନ କରିବା ପାଇଁ ବ୍ରତ୍ତ ରଖିଛନ୍ତି ତାହାଲେ ଆପଣଙ୍କ ଦ୍ୱାରା କଛି ଏମିତି ଭୁଲ ନହେଉ ଯାହା ଦ୍ୱାରା ଭଗବାନ ଶିବ ଆପଣଙ୍କ ଉପରେ ରାଗିଯିବେ ।
ତେବେ ବନ୍ଧୁଗଣ ମୁଁ କିଛି ପୟଣ୍ଟ ବଷୟରେ କହିବି ଯାହାକୁ ଆପଣ ମନେ ରଖନ୍ତୁ, ଧ୍ୟାନ ରଖନ୍ତୁ ଯେବେ ଆପଣ ଶିବଙ୍କର ଆରଧନା କରୁଛନ୍ତୁ ତ ଏହି ସବୁ ଜିନିଷ ଗୋଡିକ ଠାରୁ ଦୂରେଇ ରୁହନ୍ତୁ । ଭଗବାନ ଶିବଙ୍କୁ ଏବଂ ତାଙ୍କର ଲିଙ୍ଗ କୁ ମଧ୍ୟ ଏହାଠାରୁ ଦୂରେଇ ରଖନ୍ତୁ, ତେବେ ଚାଲନ୍ତୁ ଜାଣିନେବା ସେହି ସବୁ ଜିନିଷ ଗୋଡିକ କଣ କଣ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ପ୍ରଥମ ଜିନିଷ ତୁଳସୀ ଆପଣ ମାନେ ଦେଖିଥିବେ କି ଲୋକମାନେ ଅର୍ପଣ କରିଥାନ୍ତି ତୁଳସୀ କୁ ଦେବୀ ଦେବତା ଙ୍କର ଭୋଗରେ, ଆମେ ସମସ୍ତେ ଏହାକୁ ବହୁତ ପବିତ୍ର ପତ୍ର ମାନିଥାନ୍ତି, ଏହାର ଆରଧନା କରିଥାନ୍ତି ଏବଂ ଜଳ ଅର୍ପଣ କରିଥାନ୍ତି, କିନ୍ତୁ କେବେବି ଆପଣ ତୁଳସୀ କୁ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ ନାହିଁ ଏହାର ବିଶେଷ କଥା ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି । ବନ୍ଧୁଗଣ ଭଗବାନ ଶିବ ତୁଳସୀ ଙ୍କର ସ୍ୱାମୀ ଙ୍କୁ ବଧ କରିଥିଲେ ତୁଳସୀ ହିଁ ବୃନ୍ଦାବତୀ ଅଟନ୍ତି, ତେବେ ବନ୍ଧୁଗଣ ଶିବଙ୍କର ଆରଧନା ରେ କେବେବି ତୁଳସୀର ପ୍ରୟଗ କରନ୍ତୁ ନାହିଁ ।
ଦିତୀୟରେ ଆପଣ ଶିବଙ୍କର କିମ୍ବା ଶିବ ଲିଙ୍ଗର ଆରଧନା କରୁଛନ୍ତି ତ କେବେବି ଯେଉଁ ଚାଉଳ ଆପଣ ବ୍ୟବହାର କରୁଛନ୍ତି ତାହା ଯେମିତି ଗଡି ହୋଇନଥିବ ପୁରା ଗୋଟା ଚାଉଳ ହେବା ଉଚିତ୍ । ଯଦି ଆପଣ ଗଡି ହୋଇତିବା ଚାଉଳ ବ୍ୟବହାର କରନ୍ତି ତେବେ ଆପଣ ଭଗବାନ ଙ୍କୁ ପଶ୍ରନ୍ନ କରିବା ପାଇଁ ଏତେ ଯେଉଁ କଷ୍ଟ କରିଥିବେ ସେ ସବୁ ଉଲଟା ହୋଇଯିବ, ସେଥିପାଇଁ ଧ୍ୟାନ ରଖିବେ କି ଗଡି ହୋଇଥିବା ଚାଉଳ କେବେବି ନଚଢ଼େଇବା ପାଇଁ ସବୁବେଳେ ଗୋଟା ଚାଉଳ କୁ ଭଗବାନ ଶିବଙ୍କ ଉପରେ ଚଢ଼ାନ୍ତୁ ।
ତୃତୀୟରେ ହେଉଛି ହଳଦୀ ବନ୍ଧୁଗଣ ହଳଦୀ ଯାହାକୁ ଆମେ ତିଳକ ଲଗାଇବା ପାଇଁ ବ୍ୟବହାର କରିଥାନ୍ତି, ହଳଦୀ ଯାହାକୁ ସନ୍ଦର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ, ଏହାକୁ ପ୍ରାବତୀଙ୍କ ପାଇଁ ଉପଯୋଗି କରାଯାଏ । ଆପଣ ଶିବଙ୍କର ଆରଧନା କରୁଛନ୍ତି ସେଥିପାଇଁ ଆପଣ ଶିବଙ୍କର ଆରଧନା ରେ ହଲଦୀର ଉପଯୋଗ କରନ୍ତୁ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।