ଅଧା ରାତିରେ ଭୁଲରେ ବି କରନ୍ତୁନି ଏହି ସବୁ କାମ ନହେଲେ ବହୁତ ପସ୍ତେଇବେ

night

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ମାନେ ରାତି ରେ କେବେ ବି କରନ୍ତୁ ନାହିଁ ଏହି କାମ କଣ ସେହି ସବୁ କାମ ଆସନ୍ତୁ ଜାଣି ନେବା । ସେହି ସବୁ କାର୍ଯ୍ୟ ବିଷୟ ରେ ହିନ୍ଧୁ ଶାସ୍ତ୍ର ଅନୁସାରେ ମହିଳା ଙ୍କୁ ସବୁ ବେଳେ ପବିତ୍ର ବୋଲି ମନା ଯାଏ ଏବଂ ଏମାନଙ୍କ ଖରାପ କର୍ମ ର ଫଳ ଏମାନଙ୍କୁ ତୁରନ୍ତ ହିଁ ମିଳି ଥାଏ ଏବଂ ଗୋଟିଏ ମହିଳା ଚାହିଁଲେ ଗୋଟିଏ ଘର କୁ ସ୍ୱର୍ଗ କରି ଦେଇ ଥାନ୍ତି ଏବଂ ସେମାନେ ଚାହିଁଲେ କୈଣସି ଘର କୁ ସେମାନେ ନର୍କ ଭାବେ ପରିଣତ କରେଇ ଦେଇ ପାରନ୍ତି ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି କାମ ବିଷୟ ରେ କହିବା ପାଇଁ ଚାହିଁବୁ ଜାହାକୁ ଆପଣ ମାନେ କେବେ ବି ରାତି ସମୟ ରେ ଭୁଲ ରେ ବି କରନ୍ତୁ ନାହିଁ , ବନ୍ଧୁଗଣ ଜିବନ ରେ ଏହି ସବୁ କାମ କରିଲେ ଆପଣ ମାନଙ୍କୁ ସର୍ବନାଶ ର ସାମ୍ନା କରିବା ପାଇଁ ପଡି ପାରେ ସେହି ପରି ଭାବେ ଏବଂ ଖାସ୍ କରି ଏହି କାମ ଯଦି ମହିଳା ମାନେ କରି ଥାନ୍ତି ।

ତେବେ ପ୍ରଥମେ ରହିଛି ଘର ର ମହିଳା ମାନେ ରାତ୍ରୀ ସମୟ ରେ ଅଇଁଠା ବାସନ ନ ଧୋଇ କରି ଶୋଇ ଜାଇ ଥାନ୍ତି ତେବେ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ଦେଖିବା ପାଇଁ ମିଳେ ।

basana

ଏବଂ ଦୁଇ ରେ ରହିଛି ଯଦି ମହିଳା ମାନେ ନିଜର ଝାଡୁ କି ସେମିତି ହିଁ ଛିଡା କରି ସବୁ ସମୟ ରେ ରଖନ୍ତି ଏବଂ ସେମାନେ କେବେ ବି ଘର କୁ ସଫା ସୁତୁରୀ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ, ତେବେ ସେହି ପରି କ୍ଷେତ୍ର ରେ ବି ଆପଣ ମାନଙ୍କ ଘର ର ସର୍ବନାଶ ହେବା ସୁନିଶ୍ଚିତ ଅଟେ ।

ତିନି ରେ ରହିଛି ଯଦି ସବୁ ଦିନ ମହିଳା ମାନେ ସକାଳୁ ସୂର୍ଯ୍ୟ ଉଦୟ ପରେ ଉଠି ଥାନ୍ତି ଏବଂ ବାସୀ କାମ ସବୁ କରିବା ପାଇଁ ଇଚ୍ଛା କରନ୍ତି ନାହିଁ ,ତେବେ ସେହି ଘରେ କେବେ ବି ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ ।

women

ସେହି ପରି ଏହି କଥା କୁ ବି କୁହା ଜାଇଛି କି ,ଯଦି ଆପଣ ମାନେ ରାତି ସମୟ ରେ ଘରେ ଝାଡୁ କରନ୍ତି ତେବେ ଆପଣ ମାନଙ୍କ ଘର କୁ କେବେ ବି ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *