( ଦୋଳ ପୂର୍ଣ୍ଣିମା ଓ ହୋଲି ) କରନ୍ତୁ ଏହି ଚମତ୍କାରି ଉପାୟ | ଧନର ବର୍ଷା ହେବ |

holi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବ ହିନ୍ଦୁ ଧର୍ମ ଅନୁସାରେ ଏହା ଏକ ବଡ ପର୍ବ ଅଟେ , ଦୋଳି ବା ଝୁଲଣ ଭଳି ବିମାନ ରେ ରାଧା କୃଷ୍ଣ ଙ୍କୁ ବସାଇ ପରିକ୍ରମା କରୁଥିବା ରୁ ଏହାର ନାମ ଦୋଳ ପୂର୍ଣ୍ଣିମା ହୋଇଛି , ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ରେ ଏହା ଶେଷ ହୋଇଥାଏ । ଫଗୁ ଦଶମୀ ଦିନ ମନ୍ଦିର ରେ ଥିବା ରାଧାକୃଷ୍ଣ ଙ୍କୁ ଫଗୁ ଲଗାଇ ବେଶ କରାଇ ବିମାନ ସଜାଇ ବସା ଯାଇଥାଏ ଏବଂ ବିମାନ ରେ ଆମ୍ବ ପେନ୍ଥା ଆମ୍ବ ବଉଳ ଏବଂ ନା ନା ପ୍ରକାର ର ଫୁଲ ରେ ବିମାନ ଟିକୁ ସଜା ଯାଇଥାଏ ।

ଠାକୁର ଙ୍କର ବିମାନ କୁ ଗୋପାଳ ପିଲା ମାନେ ଘଣ୍ଟ ଢୋଲ ,କୀର୍ତ୍ତନ ର ତାଳ ରେ କାନ୍ଧ ରେ କାନ୍ଧୋଇ ଘରକୁ ଘର ବୁଲାଇ ଥାନ୍ତି ଦୋଳ ପୂର୍ଣ୍ଣିମା ର ପର ଦିନ ରଙ୍ଗ ର ପର୍ବ ହୋଲି ପର୍ବ ପାଳନ କରାଯାଇଥାଏ , ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ସବୁ ରାଗ ରୁସ ଭୁଲି ହୋଲି ଖେଳ ର ମଜା ନେଇଥାନ୍ତି । ହୋଲି ରେ ଅଭିର ଖେଳ ବସନ୍ତ ପରି କେତେକ ରୋଗ ପାଇଁ ପ୍ରତିଶେଧକ ହୋଇଥାଏ ।

holi

ପୈରାଣିକ ମାନ୍ୟତା ଅନୁସାରେ ଏହି ଦିନ ଶ୍ରୀ କୃଷ୍ମ ମୈତ୍ର ନାମକ ଏକ ରାକ୍ଷସ କୁ ବଧ କରିଥିଲେ ଲୋକ ମାନଙ୍କ ପ୍ରାଣ ରେ ଅଭୟ ଏବଂ ଆନନ୍ଦ ଭରି ଦେଇଥିଲେ ଏବଂ ଏହି ଦିନ ଅଗ୍ନି ଦେବ ହୋଲିକା ରାକ୍ଷସୀ ର ବୋଧ କରି ପ୍ରହ୍ଲାଦ ଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ ସେହି ଦିନ ଠାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଦୋଳ ପୂର୍ଣ୍ଣିମା ଏବଂ ହୋଲି ପର୍ବ ଭାବରେ ପାଳନ କରାଯାଇଥାଏ । ତେଣୁ ଏହି ଦୁଇ ଦିନ ପତିତ ପାବନ ଏବଂ ପବିତ୍ର ଦିନ ଅଟେ । ଏହି ଦିନ ଯେକୌଣସି କାର୍ଯ୍ୟ କଲେ ତାହା ସଫଳ ଏବଂ ଫଳଦାୟୀ ହୋଇଥାଏ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଏହି ଦୋଳ ଏବଂ ହୋଲି ପର୍ବ ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ମଣିଷ ରୋଗ , ସୁଖ , ଦୁଃଖ ,ଦୁର୍ଦ୍ଦଶା ରୁ ମୁକ୍ତି ପାଇଥାଏ ଏବଂ ଜୀବନ ଧନ ଐଶ୍ଚର୍ଯ୍ୟ ପୁର୍ଣ୍ଣ ଭାବରେ ବିତାଇଥାଏ ଏବଂ ମଣିଷର ସମସ୍ତ ମନ ସ୍କାମନା ପୁରଣ ହୋଇଥାଏ , ସବୁ ଅଭାବ ଦୂର ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ।

holi

ତେବେ ବନ୍ଦୁଗଣ ଏହି ଦିନ ରେ ଆପଣ ମାତା ଲକ୍ଷ୍ମୀ ଙ୍କ ର ପ୍ରତିମୃତ୍ତୀ ଟିଏ ଆଣନ୍ତୁ ଏବଂ ଏହା ସହ ଏକନଡିଆ ଆଣି ହନୁମାନ ଙ୍କୁ ଅର୍ପଣ କରନ୍ତୁ ,ଏହି ଦିନ ଅସ୍ଥ ଗଛ ପାଖରେ ସଂନ୍ଧ୍ୟା ସମୟ ରେ ସୋରିଷ ତେଲ ର ଏକ ଦୀପ ଜାଳନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ଘରେ କେବେବି ଟଙ୍କା ପଇସା ର ଅଭାବ ରହିବ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *