( ଦୋଳ ପୂର୍ଣ୍ଣିମା ଓ ହୋଲି ) କରନ୍ତୁ ଏହି ଚମତ୍କାରି ଉପାୟ | ଧନର ବର୍ଷା ହେବ |

holi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୋଳ ପୂର୍ଣ୍ଣିମା ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମି ଏବଂ ହୋଲି ପରେ ଶେଷ ହୋଇଥାଏ । ଫଗୁ ଦଶମୀ ଦିନ ମନ୍ଦିର ରେ ଥିବା ରାଧା କୃଷ୍ଣ ଙ୍କୁ ଫଗୁ ଲଗେଇ ବେଶ କରେଇ ବିମାନ ସଜେଇ ବଶାଜାଇଥାଏ । ଏବଂ ବିମାନ ରେ ଆମ୍ଭ ଚେନ୍ଥା ଆମ୍ଭ ବଉଳ ଏବଂ ନାନା ଜାତୀ ର ଫୁଲରେ ବିମାନ ଟିକୁ ସଜା ଜାଇଥାଏ । ଦୋଳ ପୂର୍ଣ୍ଣିମା ପର ଦିନ ରଙ୍ଗର ପର୍ବ ହୋଲି ପର୍ବ ପାଳନ ହୁଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ସବୁ ରାଗ ରୁଷା ଭୁଲି ରଙ୍ଗ ଖେଳନ୍ତି । ହୋଲିରେ ଅଭିର ଖେଳ ବସନ୍ତ ପରି କେତେକ ରୋଗ ପାଇଁ ପ୍ରତିଶୋଧକ ଅଟେ ।

ସେମିତି ଶାସ୍ତ୍ର ର ମାନ୍ୟତା ଅନୁସାରେ ଏହି ଦିନ ରେ ଶ୍ରୀକୃଷ୍ଣ ହୋଲିକା ରାକ୍ଷ୍ୟାସୀ ର ବଧ କରି ପ୍ରହଲ୍ଲାଦ ଙ୍କୁ ରକ୍ଷା କରି ଥିଲେ , ସେହି ଦିନ ଠାରୁ ଏହାକୁ ଦୋଳପୂର୍ଣ୍ଣିମା ଭାବେ ପାଳନ କରାଯାଏ । ତେବେ ଏହି ଦିନକୁ ପବିତ୍ର ଦିନ ଭାବେ ବିବଚେନ କରାଯାଏ ଏହି ଦିନରେ କେଉଁ କାମ କରିଲେ ଆପଣ ମାନଙ୍କୁ ଶୁଭ ଫଳ ପ୍ରାପ୍ତି ହୁଏ ଆମେ ଆଜି ଜାଣିନେବା ।

holi

ସେମିତି ରେ ଆପଣ ମାନେ ଏହି ଦିନ ରେ ନିଜର ଘରକୁ ଏକ ମାତା ଲକ୍ଷ୍ମୀ ଙ୍କ ଫୋଟ ନେଇ ଆସନ୍ତୁ ଏବଂ ପରେ ସଂନ୍ଧ୍ୟା ରେ ସେହି ଫୋଟ ପାଖରେ 9 ଟି ମାଟି ଦିପ ଆଣି ତାହାକୁ ସଳିଥା ଦେଇ ଜଳେଇ ଦିଅନ୍ତୁ । ତେବେ ବନ୍ଧୁଗଣ ଏହା ଧନ ଲାଭ ର ଏକ ସରଳ ଉପାୟ ଅଟେ ।

ସେହି ପରି ଆପଣ ମାନେ ପାଣି ଥିବା ନଡିଆ ର ବ୍ୟବହାର ବି କରି ପାରିବେ ନଡିଆ ଆଣି ସେହି ଥିରେ ସିନ୍ଦୁର ଲଗାନ୍ତୁ ଏକ ଲାଲି ସୂତା ବାନ୍ଧି ତାହାକୁ ଅରୁଳା ଚାଉଳ ଦେଇ ପୂଜା କରି ନିଅନ୍ତୁ , ଦେଖିବେ ଆପଣ ମାନଙ୍କ ଘରକୁ ଧନ ଲକ୍ଷ୍ମୀ ନିଶ୍ଚିତ ଭାବେ ପ୍ରବେଶ କରିବେ ।

ଏହି ଦିନ ରେ ବୃଷ ଏବଂ ମୀନ ରାଶି ର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଉପାୟ କୁ କରନ୍ତୁ । ସେହି ପରି ଏହି ଦିନରେ ଆପଣ ମାନେ ସଂନ୍ଧ୍ୟା ସମୟ ରେ ଏକ ନଡିଆ ଘରକୁ ଆଣନ୍ତୁ ଧ୍ୟନ ଦେବେ ସେହି ନଡିଆରେ ପାଣିଥିବା ଆବଶ୍ୟକ ଏବଂ ତାର ଜୋଟା ଭାଙ୍ଗିନଥିବ ।

Mother Lakshmi

ସେହି ପରି ନଡିଆ ଟିଏ ଘରକୁ ଆଣନ୍ତୁ । ଏବେ ସେହି ନଡିଆ ରେ ସିନ୍ଦୁର ଲଗାନ୍ତୁ ଏବଂ ପରେ ଏକ ଲାଲି ସୂତା ବାନ୍ଧି ଦିଅନ୍ତୁ । ଏବଂ ଅରୁଆ ଚାଉଳ ଦ୍ୱାରା ପୂଜା କରିନିଅନ୍ତୁ । ଏହା ପରେ ଏହି ନଡିଆକୁ ଆପଣ ମାନେ ହନୁମାନ ମନ୍ଦିର ରେ ହନୁମାନ ଙ୍କ ଚରଣ ରେ ଚଢେଇ ଦିଅନ୍ତୁ । ଏମିତି କରିଲେ ଆପଣ ମାନେ କରଜ କରିଥିଲେ ସେହି କରଜ ରୁ ବହୁତ ଜଲ୍ଦି ମୁକ୍ତି ପାଇବେ । ଏବଂ ଜିବନ ରେ କେବେ ବି ଆର୍ଥିକ ସଂଙ୍କଟ ଦେଖାଦେବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *