ଆପଣଙ୍କର ନାମର ପ୍ରଥମ ଅକ୍ଷର S, R, B, M ରୁ ଆରମ୍ଭ ହୋଇଛି କି ? ଆପଣଙ୍କ ପାଇଁ ଖୁସି ଖବର ଶୀଘ୍ର ଦେଖନ୍ତୁ

name

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜିବନ ରେ ତାଙ୍କ ନାମର ବହୁତ ମହତ୍ୱ ରହି ଥାଏ ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ର ଜିବନ ଉପରେ ବହୁତ ପ୍ରଭାବ ପକେଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି କିିଛି ନାମର ଲୋକ ମାନଙ୍କ ବିଷୟ ରେ କିଛି ରହସ୍ୟ ମୟ କଥା କହିବା ପାଇଁ ଚାହିଁବୁ ଯେଉଁ ମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ନାମର ଲୋକ ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ମାନେ ସବୁ ସମୟ ରେ ଜନ୍ମ ରୁ ହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏବଂ ଏମାନଙ୍କ ଉପରେ କୈଣସି ଶତୃ ର କାର୍ଯ୍ୟ କାରୀ କାମ କରେ ନାହିଁ । ତେବେ ଆସନ୍ତୁ ଜାଣି ନେବା ସେହି ନାମ ର ଲୋକ ମାନଙ୍କ ବିଷୟ ରେ ।

ପ୍ରଥମେ S ନାମର ବ୍ୟକ୍ତି ମାନେ କହିବା ପାଇଁ ଚାହିଁବୁ କି ଯେଉଁ ଲୋକ ମାନଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ ସେମାନେ ଜନ୍ମ ରୁ ହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ମହାଦେବ ଏମାନଙ୍କ ସବୁ ଖରାପ୍ ଶକ୍ତି ଠାରୁ ରକ୍ଷା କରନ୍ତି ଯଦି ଏମାନଙ୍କ ଜିବନ ରେ କୈଣସି ଅସୁବିଧା ଆସି ଥାଏ । ତେବେ ତାହା ତୁରନ୍ତ ହିଁ ସମାଧାନ ହୁଏ ।

Singapore man

ସେହି ପରି ଭାବେ R ନାମର ଲୋକ ମାନଙ୍କ କଥା ଯଦି କହିବା ଏହି ଲୋକ ମାନେ ସବୁ ସମୟ ରେ ମହାଦେବ ଭକ୍ତି ରେ ଲୀନ ରହି ଥାନ୍ତି । ଏମାନେ ସବୁ ସମୟ ରେ ମହାଦେବ ଙ୍କ ଛତ୍ର ଛାୟା ରେ ବି ରହିଥାନ୍ତି ଏହି ପରି ଲୋକ ମାନଙ୍କ ସହିତ ସତୃତା କରିବା ଆପଣ ମାନଙ୍କ କାଳ କୁ ଡାକିବା ସହିତ ସମାନ ହୋଇ ଥାଏ । ଏମାନେ ଜନ୍ମ ରୁ ହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ସେହି ପରି ଭାବେ S ନାମରୁ ଯେଉଁ ଲୋକ ମାନଙ୍କ ନାମ ଆରମ୍ଭ ହୋଇ ଥାଏ । ସେମାନେ ମହାଦେବ ଙ୍କ ଅଂଶ ହେବାର ସଂଙ୍କେତ ଦିଅନ୍ତି ଏମାନେ ସବୁ ସମୟ ରେ ଅସୁବିଧା ଠାରୁ କୋଶ ଦୂରରେ ରୁହନ୍ତି ଜନ୍ମ ରୁ ହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହା ପରେ B ଅକ୍ଷର ର ଲୋକ ମାନେ ଏହି ଲୋକ ମାନଙ୍କ ଉପରେ ସବୁ ସମୟ ରେ ମହାଦେବ ବହୁତ ପରିମାଣ ରେ ଖୁସି ରହିଥାନ୍ତି । ଏହି ପରି ଲୋକ ମାନେ ଛଳ ଏବଂ କପଟ ଠାରୁ ଦୂରେଇ ରୁହନ୍ତି ଏମିତି ରେ ସେମାନେ ମହାଦେବ ଙ୍କ ଅତି ପ୍ରିୟ ମଧ୍ୟ ହୋଇ ଥାନ୍ତି କେବଳ ଏହି କାରଣ ରୁ ଏମାନଙ୍କୁ ସବୁ ସମୟ ରେ ମହାଦେବ ସବୁ ପରିସ୍ଥିତି ରୁ ଦୂରେଇ ରଖନ୍ତି ଏବଂ ପ୍ରଶନ୍ନତା ରୁହନ୍ତି ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

man

ଏବଂ ଶେଷ ରେ M ନାମର ବ୍ୟକ୍ତି ମାନେ ବି ମାହାଦେବ ଙ୍କର ହିଁ ଅଂଶ ମନା ଜାଇ ଥାନ୍ତି ଏମାନେ ବହୁତ ନିର୍ଭିକ ହୋଇ ଥିବା ହେତୁ ଏମାନଙ୍କୁ ଭଗବାନ ଙ୍କ କୃପା ପ୍ରାପ୍ତି ହୋଇ ଥାଏ । ଏହି ଲୋକ ମାନେ ଜିବନ ରେ କେବେ ବି ହାର ମାନନ୍ତି ନାହିଁ ଏବଂ ସବୁ ସମୟ ରେ ଶିବ କୃପା ପ୍ରାପ୍ତି କରି ଥାନ୍ତି । ଏମାନେ ସବୁ ସମୟ ରେ ନିରନ୍ତର ଭାବେ ସଫଳତା ର ସିଢୀ ରେ ଚଢିବାରେ ଲାଗି ଥାନ୍ତି ଏମାନଙ୍କ ସହିତ କେହି ବି ଶତୃତା କଲେ ଶିବ ଙ୍କ କୋପ ର ଶୀକାର ହୋଇଥାନ୍ତି ଜନ୍ମ ରୁ ହିଁ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *