ଏହି ରାଶିର ଝିଅମାନେ ନିଜର ପତିଙ୍କୁ ନିଜର ନିୟନ୍ତ୍ରଣ (Controls) ରେ ରଖି ଥାଆନ୍ତି,ସ୍ୱାମୀ ମାନେ ଏଭଳି ଝିଅ କୁ ଖୁବ ଭଲ ପାଇବା ଦେଇଥାନ୍ତି…

Controls

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ କୁ ସବୁ ବେଳେ ନିୟନ୍ତ୍ରଣ ରେ ରଖି ଥାନ୍ତି ଏହି ଚାରୋଟି ରାଶି ର ସ୍ତ୍ରୀ ମାନେ ଯେତେ ବେଳେ ବିବାହ କଥା ହୋଇଥାଏ ତେବେ ସେହି ସମୟ ରେ ଝିଅ ମାନେ ଏହି କଥା କୁ ଭାବିଥାନ୍ତି କି ସେମାନଙ୍କ ସ୍ୱାମୀ କେମିତି ହୋଇ ଥିବେ ତାଙ୍କର ଧ୍ୱାନ ରଖିବେ କି ନାହିଁ ଏମିତି ବିଭିନ୍ନ ପ୍ରଶ୍ନ ସେମାନଙ୍କ ମନ ରେ ଉଙ୍କି ମାରି ଥାଏ ମହିଳା ମାନଙ୍କ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେବାନ ବହୁତ କଷ୍ଟ କର ହୋଇ ଥାଏ ।

ନିଜର ବାପା ମାଆ ଙ୍କ ଘର ଛାଡି ଅନ୍ୟ ଜଣଙ୍କ ଘରକୁ ଯିବା ସମୟରେ ସେମାନେ ଭାବି ଥାନ୍ତି କି ସେଠୀ କେହି ନିଜର ଥାଉ କି ଥାଉ । ତାଙ୍କର ସ୍ୱାମୀ ତାଙ୍କ ସହିତ ସଦା ସର୍ବଦା ରହିଥାନ୍ତୁ । ସେମିତି ରେ ବହୁତ ମହିଳା ମାନେ ନିରିହ ହୋଇ ଥିବା ବେଳେ ସେମାନେ ନିଜର ସ୍ୱାମୀ ଙ୍କ କଥା ହଁ ମିଶେଇ ରହି ଥାନ୍ତି ହେଲେ ଏମିତି କିଛି ମହିଳା ମାନେ ରହିଥାନ୍ତି ଯେଉଁ ମାନେ ନିଜର ସ୍ୱାମୀ ଙ୍କୁ ନିଜର ହାତ ମୁଠୀ ରେ ରଖି ଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ରାଶି ର ମହିଳା ମାନଙ୍କ ବିଷୟରେ କହିବୁ । ଆସନ୍ତୁ ଜାଣି ନେବା

ସିହଂ ରାଶି : ଏହି ରାଶିର ଝିଅ ମାନଙ୍କ ବିଷୟ ରେ କୁହା ଜାଇଛି ଏହି ପରି ଝିଅ ମାନେ ପାଠ ରେ ଟିକିଏ କୋମଜୋର ରହିଥାନ୍ତି ହେଲେ ସେମାନେ ଘର କାମ ରେ ବହୁତ ଭଲ ରହିଥାନ୍ତି । ଏମାନେ ନିଜ ପତି ଙ୍କୁ ବହୁତ ପ୍ରେମ କରି ଥାନ୍ତି ଏବଂ ପତି ବି ତାଙ୍କୁ ବହୁତ ପରିମାଣ ରେ ପ୍ରେମ କରନ୍ତି ଏବଂ ପତି ଙ୍କୁ ନିଜ ନିୟଣନ୍ତ୍ର ରେ ରଖିଥାନ୍ତି ।

astrology

ଧନୁ ରାଶି : ଏହି ରାଶିର ଝିଅ ମାନଙ୍କ ବିଷୟ ରେ । ଏହି ନାମର ଝିଅ ମାନେ ବହୁତ ସୁବିଧା ରେ ଏମାନେ ପରିବାର ଏବଂ ନିଜର ପତି ଙ୍କ ପ୍ରେମ ପାଇ ଥାନ୍ତି ଏମାନଙ୍କ ଗୋଟିଏ ଅଲଗା ମାନଶୀକତା ରହି ଥାଏ କି ଯେଉଁ ଠାରେ ଏମାନେ ନିଜର ପତି ଙ୍କ ସହିତ ଏମାନେ ନିଜର ପରିବାର କୁ ବି ଭଲ ପାଇ ଥାନ୍ତି । ଏମାନେ କେବେ ବି ନିଜର ପତି ଙ୍କ ଭରସା ଭାଙ୍ଗନ୍ତି ନାହିଁ ଏମାନେ ପତି ଙ୍କୁ ନିଜ ନିୟଣନ୍ତ୍ର ରେ ରଖି ଥାନ୍ତି ।

ମକର ରାଶି : ଏହି ରାଶି ର ଝିଅ ମାନଙ୍କ ବିଷୟ ରେ କହିବା ତେବେ ଏମାନେ ସବୁ ସମୟ ରେ ବହୁତ ଖୁସୀ ରେ ରହିବା ସହିତ ଏମାନେ କେବେ ବି ନିଜର ପାର୍ଟନର ଙ୍କ ପ୍ରେମ ଏବଂ ଭରସା କେବେ ବି ଭାଙ୍ଗନ୍ତି ନାହିଁ । ଏବଂ ପ୍ରେମ ବି ବହୁତ ଆଗରେ ରହି ଥାନ୍ତି ଏହିଥି ପାଇଁ ଏମାନେ ନିଜର ପତି ଙ୍କୁ ହରେଇବା ପାଇଁ ଚାହାଁନ୍ତି ନାହିଁ ସେଗହିଥି ପାଇଁ ସେମାନେ ସବୁ ସମୟ ରେ ନିଜର ପତି ଙ୍କୁ ବହୁତ ପରିମାଣ ରେ ଭଲ ପାଇ ଥାନ୍ତି ଏମାନେ ବି ନିଜର ପତି ଙ୍କୁ ନିଜ ନିୟଣନ୍ତ୍ର ରେ ରଖିଥାନ୍ତି ।

Astrology

ତୁଳା ରାଶି : ଏହି ରାଶିର ଝିଅ ମାନେ ବିବାହ ପରେ ନିଜର ପତିଙ୍କୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ କରି ଥାଆନ୍ତି।ଏହା ସହିତ ସେମାନେ କେବେ ମଧ୍ୟ ନିଜର ପତିଙ୍କୁ ଏକାକୀ ଛାଡ଼ି ନଥାନ୍ତି।ସେମାନେ ସବୁ ସମୟରେ ନିଜର ପତିଙ୍କ ସହିତ ରହି ଥାଆନ୍ତି।ଏହା ସହିତ ସେମାନେ ସବୁ ସମୟରେ ନିଜର ପତିଙ୍କୁ ନିଜର ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ କରି ଥାଆନ୍ତି।

କନ୍ୟା ରାଶି : ଏହି ରାଶିର ଝିଅ ମାନଙ୍କ ସ୍ଵଭାବ ଅଳ୍ପ ଖରାପ ହୋଇ ଥାଏ।ତେଣୁ ଏହି ଝିଅ ମାନେ ଏହା ଚାହୁଁ ଥାଆନ୍ତି କି ସେମାନଙ୍କ ପତି ତାଙ୍କ ବ୍ୟତୀତ ଆଉ କାହା ପାଖକୁ ମଧ୍ୟ ନ ଯାଆନ୍ତୁ।ଏହା ସହିତ ତାଙ୍କର ପତିଙ୍କ ସ୍ଵଭାବ ମଧ୍ୟ ତାଙ୍କ ପରିକା ହେଇଯାଉ ବୋଲି ସେମାନେ ସବୁ ସମୟରେ ଚାହିଁ ଥାଆନ୍ତି।ଏହା ସହିତ ସେମାନେ ନିଜର ପତିଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରି ଥାଆନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *