ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ଯଦି ଆପଣ ମାନେ ଏହି ପର୍ଟେବଲ ଏୟାର କଣ୍ଡିସନର ଚଲାଇବାକୁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ଡ୍ରାଇ ବରଫ କିମ୍ବା ପାଣିର ବ୍ୟବହାର କରିବାକୁ ପଡିବ । ଯାହା ଆପଣ ମାନଙ୍କୁ ଥଣ୍ଡା ପ୍ରଦାନ କରିଥାଏ । ଯଦି ଆପଣ ମାନେ ବି ଏହାକୁ କିଣୁଛନ୍ତି ତେବେ ଏହା ଚଲେଇବା ବହୁତ ସହଜ ଅଟେ । ଏହା କୈଣସି ବିଦ୍ୟୁତ ଖର୍ଚ୍ଚ କରେ ନାହିଁ । ଟେବୁଲ ରେ କାମ କରୁଥିବା ଲୋକ ମାନଙ୍କ ପାଇଁ ଏହା ଉତ୍ତମ ଉପକରଣ ।
ବଜାର ରେ ଏମିତି ବହୁତ AC ରହିଛି ଜାହା ବର୍ତମାନ ସମୟ ରେ ବହୁତ ଏୟାର କଣ୍ଡିସନର ଅପେକ୍ଷା ବହୁତ ଛୋଟ । ଏବେ ଗ୍ରୀଷ୍ମ ଋତୁ ଆସିଜାଇଛି । ଏହା ସହ ଅସହ୍ୟ ଗରମ ମଧ୍ୟ ସହିବାକୁ ହେବ ସାରା ଦେଶ ରେ ଗରମ ସଂମ୍ପର୍ଣ୍ଣ ଭାବେ ଏଣ୍ଟ୍ରୀ ମାରିବାକୁ ଯାଉଛି । ଏହି ପରିସ୍ଥିତି ରେ ଆପଣ ମାନେ ପର୍ଟେବୁଲ ଡିଭାଇସ ଖୋଜୁଛନ୍ତି । ତେବେ ଏହି ଏୟାରକୋଣ୍ଡିସନର ଆପଣ ମାନଙ୍କ ପାଇଁ ସର୍ବତ୍ତୋମ ବିବେଚନା ହୋଇପାରେ ।
ଯଦି ଆପଣ ମାନେ ଏହାକୁ କିଣିବାକୁ ଚାହାଁନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ବିସ୍ତୃତ ଭାବେ କହିବାକୁ ଯାଉଛୁ । ଯାହା ଦ୍ୱାରା ଆପଣ ମାନେ ବୁଝି ପାରିବେ କି ଏହି ଡିଭାଇସ ଆପଣ ମାନଙ୍କ ପାଇଁ କେମିତି ହେବ । ଯଦି ଆପଣ ଘରେ ୱର୍କ ଟେବୁଲ କିମ୍ବା ପିଲାମାନଙ୍କ ଟେବୁଲରେ ରଖିବା ପାଇଁ ଏକ କୁଲିଂ ଡିଭାଇସ୍ ଖୋଜୁଛନ୍ତି। ତେବେ ମିନି ପୋର୍ଟେବଲ୍ ଏସି ର ବିକଳ୍ପ ଆପଣଙ୍କ ପାଇଁ ଠିକ୍ ରହିବ ।
ଆପଣଙ୍କୁ କହି ରଖିବୁ ଯେ ଏହି ଡିଭାଇସ୍ ଉଭୟ ଅନଲାଇନ୍ ଓ ଅଫଲାଇନରୁ କିଣା ଯାଇପାରିବ । ଏହାର ମୂଲ୍ୟ 400 ରୁ ଆରମ୍ଭ ହୋଇ 2000 ଟଙ୍କା ପର୍ଯ୍ୟନ୍ତ ରହିଛି । ଏଗୁଡିକ ବିଭିନ୍ନ ଡିଜାଇନ୍ ଏବଂ ଆକାରରେ ଉପଲବ୍ଧ ଓ ଆପଣ ନିଜ ପସନ୍ଦର ମଡେଲ୍ ବାଛିପାରିବେ । ଯଦି ଆପଣ ମାନେ ଏହି ପର୍ଟେବୁଲ ଏୟାର କଣ୍ଡିସନ କୁ ଚଳାଇବାକୁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ଡ୍ରାଇ ବରଫ କିମ୍ବା ପାଣି ର ବ୍ୟବହାର କରିବାକୁ ପଡିବ । ଯାହା ଦ୍ୱାରା ଏହା ଆପଣ ମାନଙ୍କୁ ଥଣ୍ଡା ପ୍ରଦାନ କରିଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।