ମାତ୍ର ଖଣ୍ଡିଏ ଚେର ଘରେ ହେବ ଟଙ୍କାର ବର୍ଷା, ଶତୃ ଓ ଭୁତ ପ୍ରେତ ଛୁଇଁ ପାରିବେ ନାହିଁ,ଜାଗର ଦିନ ଘରକୁ ଆଣନ୍ତୁ

tree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏକ ସରଳ ଏବଂ ଚମତ୍କାରୀ ଉପାୟ ବିଷୟ ରେ ଜାହାକୁ ଶିବରାତ୍ରୀ ଦିନ କରିବାକୁ ହେବ । ଆପଣ ମାନେ ଜାଣି ଥିବେ ମାର୍ଚ୍ଚ 1 ତାରିଖ ମଙ୍ଗଳବାର ଦିନ ଶିବରାତ୍ରି ପଡୁଛି ତେବେ ଆପଣ ମାନେ ଏହି ଶିବରାତ୍ରି କୁ ବହୁତ ଧୁମ୍ ଧାମ୍ ଭାବେ ପାଳନ କରିବେ ହେଲେ ଏହା ସହିତ ଆପଣ ମାନେ ଏମିତି ଏକ ଛୋଟ ଉପାୟ କରନ୍ତୁ ଜାହା ଦ୍ୱାରା ଆପଣ ମାନଙ୍କ ଜିବନ ରେ କେବେ ବି ଧନ ର ଅଭାବ ରହିବ ନାହିଁ ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ସେହି ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ । ଜାହା ଦ୍ୱାରା ଭଗବାନ ଶିବ ଅତି ପ୍ରଶନ୍ନ ହେବା ସହିତ କୃପା ମଧ୍ୟ କରିଥାନ୍ତି । ଏବଂ ଭଗବାନ ଭୋଳାନାଥ ଙ୍କର କୃପା ଯେଉଁ ମଣିଷ ଉପରେ ପଡେ ସେମାନଙ୍କ ଜିବନ ରେ କେବେ ବି ଧନ ର ଅଭାବ ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ ତେବେ ଏହା ପାଇଁ ଆପଣ ମାନଙ୍କୁ ଏକ କନିଅର ଗଛ ଠାବ କରିବାକୁ ହେବ ।

Coney tree

ପରେ ଶିବ ରାତ୍ରୀ ର ପୂର୍ବ ଦିନ ଏହି ଗଛ ମୂଳକୁ ଯିବାକୁ ହେବ ସେହି କନିଅର ଗଛ ମୂଳେ ଦୂପ ଦ୍ୱୀପ ଦେଇ ବିଧି ପୂର୍ବକ ନିମନ୍ତ୍ରଣ କରି ଘରକୁ ପଳେଇ ଆସିବେ ଏବଂ ମହାଶିବରାତ୍ରୀ ଦିନ ସେହି ଗଛ ରୁ ଚେର ଖଣ୍ଡେ କାଟି ଆଣିବେ । ଏବଂ ଭଗବାନ ଶିବ ଙ୍କ ପାଖରେ ରଖି ପୂଜା କରିବା ସହିତ ସେହିଠାରେ ଜାଗର ଜାଳିବେ ।

ଏହା ପରେ ସେହି ଚେର କୁ ନେଇ ଏକ ତାବିଜ ମଧ୍ୟରେ ପୁରେଇ ତାହାକୁ ଦୂପ ଦୀପ ଦେଇ ପୂଜା କରିବେ ଏବଂ ଏକ ଲାଲ ରଙ୍ଗ ସୂତା ରେ ଗୁନ୍ଥି ଶରୀର ରେ ଧାରଣ କରିବେ । ଏମିତି ବିଧି ପୂର୍ବକ ଧାରଣ କରିଲେ ଆପଣ ମାନଙ୍କ ଉପରେ ଭଗବାନ ଶିବଙ୍କର ଅଶିମ କୃପା ପ୍ରାପ୍ତି ହୁଏ । ଏବଂ ଆପଣ ମାନଙ୍କ ଜିବନ ରେ ସମସ୍ୟା ଦୂର ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *