ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ନିଜର ସୈନ୍ଦର୍ଯ୍ୟ କୁ ନେଇ ସେମାନେ ବହୁତ ପରିମାଣ ରେ ଚିନ୍ତିତ ରହିଥାନ୍ତି । ସୁନ୍ଦର ଦେଖାଯିବା ପାଇଁ ସେମାନେ ବିଭିନ୍ନ ପ୍ରକାରର କସମେଟିକ୍ସ ପ୍ରଡୋକ୍ଟ ଗୁଡିକୁ ବ୍ୟବହାର କରନ୍ତି । ହେଲେ ସେହି ଗୁଡିକ ଆମ ଫେସ୍ ପାଇଁ ହାନୀକାରକ ଅଟେ । ଏହା ଫେସ୍ ର ପ୍ରକୃତ ସୈନ୍ଦର୍ଯ୍ୟ କୁ ବହୁତ କମ୍ ଦିନରେ ହିଁ ନଷ୍ଟ କରିଥାଏ । ଆମେ ଆଜି ଆପଣ ମାନଙ୍କୁ ଏମିତି 5 ଗୋଟି ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ , ଯାହାକୁ ଆପଣ ମାନେ ପ୍ରୟୋଗ କରି ନିଜର ସୈନ୍ଦର୍ଯ୍ୟ କୁ ହୀରା ପରି ଚମକେଇ ପାରିବେ । ନିଜର ପ୍ରକୃତିକ ଗ୍ଲୋଇଙ୍ଗ ନେସ୍ ଫେରି ପାଇବେ ତେବେ ଆସନ୍ତୁ ଜାଣିନେବା ଏହି ବିଷୟ ରେ ।
ବିଟ୍ ରସ – ବଟ୍ ଏମିତି ଏକ ପରିବା ଅଟେ ଜାହା ଉଭୟ କେଶ ଏବଂ ସୈନ୍ଦର୍ଯ୍ୟ ପାଇଁ ଚର୍ଚ୍ଚା ହୋଇଥାଏ । ନିୟମିତ ଭାବେ ବିଟ୍ ରସ ପିଇଲେ ତ୍ୱଚା ର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଏବଂ ନିଜର ତ୍ୱଚା ସଫା ହୋଇଥାଏ ।
ଘି କୁଆଁରୀ – ଆପଣ ମାନଙ୍କ ଘରେ ଏହି ଘି କୁଆଁରୀ ଗଥ ରହିଛି ତେବେ ଏହାର ରସ କୁ ତ୍ୱଚ୍ଚା ରେ ଲଗାନ୍ତୁ । ଏହା ସନ୍ ଟ୍ୟାନ ରୁ ରକ୍ଷା କରିବା ସହିତ ଆପଣ ମାନଙ୍କ ତ୍ୱଚ୍ଛା କୁ ଉଜ୍ୱଳ କରେ ।
କଦଳୀ ଏବଂ ଲେମ୍ବୁ – ବନ୍ଧୁଗଣ ତ୍ୱଚ୍ଚା ର ଚମକ ଆଣିବା ପାଇଁ ଆପଣ ମାନେ 2 ଚାମଚ ଲେମ୍ବୁ ରସ ସହିତ କଦଳୀ ଚକଟି ମୁହଁ ରେ ଲଗାନ୍ତୁ । ଏବଂ ପରେ 30 ମିନିଟ ପରେ ଯେତେ ବେଳେ ମୁହଁ ଧୋଇବେ ତେବେ ଆପଣ ମାନେ ନିଜର ତ୍ୱଚ୍ଛା କୁ ଉଜ୍ୱଳ ଲକ୍ଷ କରିବେ ।
ଅମୃତ ଭଣ୍ଡା – ବନ୍ଧୁଗଣ ପାଚିଲା ଅମୃତ ଭଣ୍ଡା ସେବନ କରିବା ସହିତ ଆପଣ ମାନେ ଏହାର ରସ କୁ କୈଣସି ପ୍ୟାକ୍ ଲଗାନ୍ତୁ । ପରେ 10 ମନିଟ ପରେ ତ୍ୱଚ୍ଚା କୁ ଧୋଇ ନିଅନ୍ତୁ ।
ବେସନ ଏବଂ ଦହୀ – ତ୍ୱଚ୍ଚା ର ତୈଳତା କୁ ଦୂର କରିବା ପାଇଁ ଆପଣ ମାନେ ବେସନ ରେ ଦହୀ ମିଶେଇ ତ୍ୱଚ୍ଚା ରେ ପ୍ୟାକ୍ ପରି ଲଗାନ୍ତୁ । ଦେଖିବେ ସମସ୍ୟା ଆପଣ ମାନଙ୍କର ଦୂର ହେବ । ତେବେ ଆପଣ ମାନେ ଏହି ସବୁ ଉପାୟ ମାଧ୍ୟମ ରେ ନିଜର ତ୍ୱଚ୍ଚା କୁ ଉଜ୍ୱଳ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।