ପବିତ୍ର ଦୋଳ ପୂର୍ଣ୍ଣିମାରେ ଗୃହକୁ ଆଣନ୍ତୁ ଏହି ୫ ଟି ଜିନିଷ ହେବ ଧନର ବର୍ଷା |

Dol Purnima

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବ , ଏହି ଦିନ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ସମସ୍ତ ଆର୍ଥିକ ସମସ୍ୟା ର ଅନ୍ତ ହେବ ଏବଂ ମାତା ଲକ୍ଷ୍ମୀ ଙ୍କର କୃପା ରୁ ଘର ରେ ଧନ ସମ୍ପତ୍ତି ର ବର୍ଷା ହେବ । ବନ୍ଧୁଗଣ ଧନ ସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ଏହାର ମୁଖ୍ୟକାରଣ ଘର ର ବାସ୍ତୁ ଦୋଷ ହୋଇଥାଏ , ଯେଉଁ ଗୃହ ରେ ବାସ୍ତୁ ର ସମସ୍ୟା ରହିଥାଏ ସେଠାରେ ଅଧିକ ଟଙ୍କା ରୋଜଗାର କଲେ ମଧ୍ୟ ସଞ୍ଚୟହୋଇ ପାରିନଥାଏ  ମାତ୍ର ।

ଏପରି କେତେକ ଜିନିଷ ରହିଛି ଯାହାକୁ ଘରେ ରଖିଲେ ଏହି ସବୁ ସମସ୍ୟା ରୁ ମୁକ୍ତି ମିଳିବା ସହ ଗୂହ ରେ ସୁଖ ଶାନ୍ତି ର ବାତା ବରଣ ଲାଗି ରହିବ । ଯେହେତୁ ଦୋଳ ପୂର୍ଣ୍ଣିମା ବା ପବିତ୍ର ହୋଲି ପର୍ବ ଏକ ଶୁଭ ଦିନ ତେଣୁ ଏହି ଦିନ ଆପଣ ମାନେ ଏହି 5 ଟି ଜିନିଷ କୁ ଘରକୁ ନେଇ ଆସନ୍ତୁ ଦେଖିବେ ଏହାର ପ୍ରଭାବ 2 ଗୁଣା ବଢିଯିବ ତେବେ ଆସନ୍ତୁ ସେହି ଜିନିଷ ବିଷୟ ରେ ଜାଣିବା ।

holi

ତେବେ ପ୍ରଥମ ରେ ହେଉଛି ଉଇଣ୍ଡ ଚାଇଲ୍ଡ , ଏହା କୁ ଘରେ ଲଗାଇବା ଦ୍ୱାରା ଘର ର ବାସ୍ତୁ ଦୋଷ ଦୂର ହୋଇଥାଏ , ପବନ ରେ ଏହାର ଶବ୍ଦ ରେ ଘର ର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଏହାପରେ ଦ୍ୱିତୀୟ ରେ କ୍ରିଷ୍ଟାଲ ଗ୍ଲୋବ , ପେଙ୍ଗୁଇନ ଶାସ୍ତ ଅନୁଯାଇ କ୍ରିଷ୍ଟାଲ ଗ୍ଲୋବ ନିଜ ଭିତରେ ପ୍ରକାଶ ସମାୟିତକରି ରଖିଥାଏ , ତେଣୁ ଏହାକୁ ଗୃହ ରେ ରଖିବା ଦ୍ୱାରା ସକାରତ୍ମକ ଶକ୍ତି ସହ ଘରେ ହସଖୁସି ର ବାତା ବରଣ ଆଣିଥାଏ ।

ତେବେ ଏହା ପରେ ତୃତୀୟ ରେ ଘୋଡା ନାଲ , ଘର ର ଉପରେ ବା ମଝି ସ୍ଥାନ ରେ ଏହାକୁ ଲଗାଇ ଦିଅନ୍ତୁ , ଏହା ଘରକୁ ସମସ୍ତ ପ୍ରକାର ର ନକରାତ୍ମକ ଶକ୍ତି ରୁ ଦୁରେଇ ରଖିଥାଏ ଜୀବନ ରେଥିବା ବିଭିନ୍ନ ବାଧା ବିଘ୍ନ କୁ ମଧ୍ୟ ବହୁତ ଶିଘ୍ର ଦୂର କରିଥାଏ ।

holi

ତେବେ ଏହା ପରେ ଚତୁର୍ଥ ରେ ଧାତୁ ନିର୍ମିତ କଇଁଛ ପେଙ୍ଗସ ଉଇସ ଶାସ୍ତ୍ର ଅନୁସାରେ ଧାତୁ ନିର୍ମିତି କଇଁଛ ର ବହୁତ ମହତ୍ୱ ବିଷୟ ରେ କୁହାଯାଇଛି ଏହାକୁ ଘରେ ରଖିଲେ ଆର୍ଥିକ ଉନ୍ନତି ହୋଇଥାଏ , ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଜୀବନ ରେ ସୁଖ ଶାନ୍ତି ଭରି ରହିଥାଏ ।

ତେବେ ଏହା ପରେ ପଞ୍ଚମ ରେ ଲାଫିଙ୍ଗ ବୁଦ୍ଧ , ଘରେ ଲାଫିଙ୍ଗ ବୁଦ୍ଧ ର ମୃର୍ତ୍ତୀ ନିଶ୍ଚୟ ରଖନ୍ତୁ କାରଣ ଏହାକୁ ରଖିଲେ ଘରେ ସୁଖ ସମୃଦ୍ଧି ବଢିଥାଏ , ଆର୍ଥିକ କ୍ଷେତ୍ରେ ଉନ୍ନତି ମଧ୍ୟ ହୋଇଥାଏ , ଏହାକୁ ଘର ର ଉତ୍ତର ଏବଂ ପଶ୍ଚିମ କୋଣ ରେ ରଖନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *