ମହାଶିବରାତ୍ରିରେ ଘରକୁ ଆଣନ୍ତୁ ଏହି ଗୋଟେ ଜିନିଷ ଘରକୁ ଆସିବ ପୁଳା ପୁଳା ଧନ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହାଶିବରାତ୍ରି ଦିନ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ କେତେ ପଇସା ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ । ଏହା ସହିତ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଶିବ ଲଙ୍ଗରେ ନିହାତି ଭାବରେ ଆପଣ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ଦେଖିବେ ସୟଂ ଭଗବାନ ଭୋଳାନାଥ ଆପଣଙ୍କର ମାନବାଞ୍ଛା କୁ ନିହାତି ଭାବରେ ପୁରଣ କରିବେ । ତେବେ ଆସନ୍ତୁ ଜାଣିନେବା ତାହା କେଉଁ ଜିନିଷ ଯାହାକୁ ଶିବରାତ୍ରି ଦିନ ନିହାତି ଘରକୁ ଆଣିବା ଦ୍ୱାରା ଧନର ବର୍ଷା ହୋଇଥାଏ ।

ପ୍ରଥମେ ଭଗବାନ ଶିବଙ୍କର ଡମ୍ବରୁ ମହାଶିବରାତ୍ରିରେ ଦିନ ଘରକୁ ଡମ୍ବରୁ ଆଣିବେ ତେବେ ମଧ୍ୟ ଆପଣ ମାନେ ଅନେକ ଧନ ର ଅଧିକାରୀ ହେବେ । ଆପଣ ମାନଙ୍କ ଜିବନ ରେ ସବୁ ସମସ୍ୟା ଦୂର ହେବ । ବିଶେଷ କରି ଭଗବାନ ଶିବ ଙ୍କ ପ୍ରିୟ ବସ୍ତୁ ହେଲା ଡମ୍ବରୁ । ତେଣୁ ଏହାକୁ ନିଶ୍ଚିତ ଘରକୁ ଆଣନ୍ତୁ ।

shiv

ସେହିପରି ମହାଶିବରାତ୍ରି ରୁଦ୍ରାକ୍ଷ ଘରକୁ ନେଇ ଆସନ୍ତୁ, ଶିବ ପୁରାଣ ଅନୁସାରେ ଏକ ମୁଖି ରୁଦ୍ରାକ୍ଷ ସାକ୍ଷତ ଭଗବାନ ଶିବଙ୍କର ରୂପ ହୋଇଥାଏ ତେଣୁ ଏହାକୁ ଗଳାରେ ଧାରଣ କରିବା ଦ୍ୱାରା ମନୁଷ୍ୟର ସମ୍ତ ଇଚ୍ଚା ପୁରଣ ହୋଇଥାଏ, ଯଦି ରୁଦ୍ରାକ୍ଷ ର ପୂଜା କରି ଦନ ସ୍ଥାନ କିମ୍ବା ଟ୍ରେଜରି ରେ ରଖୁଛନ୍ତି ତେବେ ଧନ ସମନ୍ଧିତ ସବୁ ସମସ୍ୟା ଆପଣଙ୍କର ସମାଧାନ ହୋଇଯିବ, କିନ୍ତୁ ଶିବରାତ୍ରି ଦିନ ଘରେ ରୁଦ୍ରାକ୍ଷ ରଖିବା ବହୁତ ଅଦିକ ଶୁଭ ମଙ୍ଗଳକାରୀ ହୋଇଥାଏ ।

ସେହିପରି ଶିବରାତ୍ରି ଦିନ ମହାମୃତୁଞ୍ଜୟ ଯନ୍ତ୍ର ଯଦି ଆପଣ ଆଣି ନିଜ ପୂଜା ଘରେ ସ୍ଥାପନ କରିବେ ଆଉ ପ୍ରତେକ ଦିନ ତାର ପୂଜା କରିବେ ତ ଘରେ ସୁଖ ସବୃଦ୍ଧି ବନିକରି ରହିବ ଏହା ସହ ଭଗବାନ ଶିବ ମଧ୍ୟ ଆପଣଙ୍କ ପାଖକୁ ଆସିଯିବେ ।

ସେହି ଘରେ ଭଗବାନ ଶିବଙ୍କର ବି ବାସ ହୋଇଥାଏ ଶାସ୍ତ୍ର ଅନୁସାରେ ମାନାଯାଏ କି ତ୍ରିଶୂଳ ଯଦି କୌଣସି ମନ୍ଦୀରରେ ଭେଟ୍ ସରୂପ ଦିଆଯାଏ ଓ ଆପଣ ତାକୁ ଯଦି ନିଜ ହାତରେ ଲଗଉଛନ୍ତି ତବେ ସେ ବ୍ୟକ୍ତି ଙ୍କୁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଗରିବିର ସାମ୍ନା କରିବାକୁ ପଡେ ନାହିଁ । ଏବଂ ଭଗବାନ ଶିବଙ୍କର କୃପା ସେ ବ୍ୟକ୍ତି ଉପରେ ସର୍ବଦା ବନି ରହିଥାଏ । ମହାଶିବରାତ୍ରି ରେ ମନ୍ଦୀର ରେ ନିହାତି ଭାବରେ ଗୋଟିଏ ତ୍ରିଶୂଳ ନିହାତି ଭାବରେ ଦାନ କରନ୍ତୁ, ଖାସ କରି ଯଦି ଶିବରାତ୍ରି ଦିନ ଏପରି କରିବେ ତ କେତେ କଣ ଫଳ ଆପଣଙ୍କୁ ପ୍ରାପ୍ତ ହେବ କିନ୍ତୁ ବାକି କୌଣସି ସୋମବାର ଦିନ ବି ଆପଣ କରି ପାରିବେ ।

mahadev

ବନ୍ଧୁଗଣ ମହାଶିବରାତ୍ରି ରେ ମୟୁର ପଙ୍ଖ କୁ ଘରକୁ ନିହାତି ନେଇ ଆସନ୍ତୁ, ମୟୁର ପଙ୍ଖ ଘରକୁ ଆଣିବା ବହୁତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ, ମୟୁର ପଙ୍ଖରେ ଅତ୍ୟନ୍ତ ଦିବ୍ୟ ଶକ୍ତି ରହିଥାଏ, ଯେଉଁଠି ମୟୁର ପଙ୍ଖ ରଖାଯାଏ ସେହି ଘରେ କେବେବି ଦରିଦ୍ରତା ଆସେନାହିଁ ସେଠି ସୟଂ ଭଗବାନ ଶ୍ରୀକୃଷ୍ଣ ଙ୍କର କୃପା ବର୍ଷା ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *