SBI ବ୍ୟାଙ୍କକୁ ନେଇ ଆସିଲା ବଡ ଭୟଙ୍କର ଖବର, ଶିଘ୍ର ଦେଖନ୍ତୁ, ନଚେତ ଆଉ ଉଠେଇ ପାରିବେ ନାହିଁ ପଇସା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବ୍ୟାଙ୍କ୍ କୁ ନେଇ ଆସିଲା ବଡ ସୂଚନା ଯଦି ଆପଣ ମାନଙ୍କର ବ୍ୟାଙ୍କ ଏକାଉଣ୍ଟ ରହିଛି ତେବେ ଆପଣ ମାନେ ଏହି କାମ କରି ନିଅନ୍ତୁ । ଏବେ ଏବେ ଆସିଲା ବଡ ଖବର ବ୍ୟାଙ୍କ୍ କୁ ନେଇ ମାର୍ଚ୍ଚରେ 13 ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍ ତେବେ ମାର୍ଚ୍ଚ 2022 ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ RBI ବ୍ୟାଙ୍କ୍ ଛୁଟି ଦିନର ତାଲିକା ପ୍ରକାଶ କରିଛି ।

ଏହି ତାଲିକା ଅନୁସାରେ ଆସନ୍ତା 13 ଦିନ ସଂମ୍ପର୍ଣ୍ଣ ବ୍ୟାଙ୍କ୍ ବନ୍ଦ ରହିବ । ମାର୍ଚ୍ଚ ମାସ ଶିବ ରାତ୍ରୀ । ଏବଂ ହୋଲି ପରି ବଡ ପର୍ବ ପର୍ବାଣୀ ପ଼ଡୁ ଥିବାରୁ ଉକ୍ତ ମାସ 13 ଦିନ ବ୍ୟାଙ୍କ୍ ବନ୍ଦ ରହିବ । ଥିରେ ଦ୍ୱିତୀୟ ଶନିବାର ଏବଂ ରବିବାରର ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ରହିଛି । RBI ର ଅଫିସିୟାଲ ୱେବ୍ ସାଇଟ୍ ବ୍ୟାଙ୍କ ଛୁଟିଦିନ 2022 ରେ ଦିଆଯାଇ ଥିବା ଛୁଟି ଦିନର ତାଲିକା ଅନୁଯାୟୀ ବ୍ୟାଙ୍କିଙ୍ଗ ଛୁଟି ମଧ୍ୟ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକର ବିଜ୍ଞପ୍ତି ଉପରେ ନିର୍ଭର କରେ।

bank

ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ ନାହିଁ ଏଭଳି ପରିସ୍ଥିତିରେ ମାର୍ଚ୍ଚ ମାସର ବ୍ୟାଙ୍କ ଗୁଡ଼ିକ ବ୍ୟବସାୟ ସମାଧାନ ପାଇଁ ଘରୁ ବାହାରିବା ପୂର୍ବରୁ ବ୍ୟାଙ୍କ୍ ଗୁଡ଼ିକ ନିଶ୍ଚିତ ଭାବରେ ବ୍ୟାଙ୍କ୍ ଛୁଟି ଦିନର ତାଲିକା ଦେଖିବା ପରେ ବ୍ୟାଙ୍କ୍ ଯିବା ଉଚିତ୍।

ମାର୍ଚ୍ଚ 1 ମହା ଶିବରାତ୍ରି, ମାର୍ଚ୍ଚ 3 ତାରିଖ ଲୋସର୍, 4 ମାର୍ଚ୍ଚ 17 ମାର୍ଚ୍ଚ ହୋଲିକା ଦହନ ମାର୍ଚ୍ଚ 18 ହୋଲି ଧୁଲେତି ଓ ଦୋଳଯାତ୍ରା ମାର୍ଚ୍ଚ 20 ରବିବାର ସାପ୍ତାହିକ ଛୁଟି, ମାର୍ଚ୍ଚ 22 ବିହାରଦିନ, ମାର୍ଚ୍ଚ 26 ଶନିବାର ମାସର ଚତୁର୍ଥ ଶନିବାର ମାର୍ଚ୍ଚ 27 ରବିବାର ଛୁଟିଦିନ ରହିଛି ତେଣୁ ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍ ଗୁଡ଼ିକ ବନ୍ଦ୍ ରହିବ । ତେବେ ମାର୍ଚ୍ଚ ମାସ ପୂର୍ବରୁ ଯଦି ବ୍ୟାଙ୍କ୍ ସମ୍ବନ୍ଧୀୟ କିଛିବି କାମ ରହିଛି ତୁରନ୍ତ ସାରି ନିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *