ମାଟ୍ରିକ ପରୀକ୍ଷା ପାଇଁ ଆସିଗଲା ବଡ ସୁଚନା । ଏହି ତାରିଖରେ ହୋଇପାରେ ପରୀକ୍ଷା

Exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ଼ ଖବର ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରି । ଏମିତିକି କେଉଁ ତାରିଖ ସୁଧା ଏଗଜାମ ହେବ ତା ଛଡା କେଉଁ ତାରିଖ ସୁଧା ରେଜଲ୍ଟ ବାହାରିବ ଆସନ୍ତି ସମ୍ପୂର୍ଣ୍ଣ ଖବର ବଷୟରେ ଜାଣିନେବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ମାଧ୍ୟମିକ ଶିକ୍ଷ ପରିସଦ ବୋଡ ଦ୍ୱାରା ହୋଇଥିବା ଦଶମ ଶ୍ରେଣୀର ସମେଟିବ୍ ଆସିସମେଣ୍ଟ 1 ପରୀକ୍ଷା ଜାନୁଆରୀ ରେ ଶେଷ ହୋଇଥିଲେ ଏଯାଏ ପରୀକ୍ଷା ଫଳ ଜଣା ପଡିନାହିଁ, ଏହି ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ବୋଡ ୱେସାଇଡ୍ ରେ ଅପଲୁଡ କରାଯିବ ବୋଲି ବୋଡ ସୁତ୍ରରୁ ସୂଚନା ମିଳିଛି । 50 ନମ୍ବର ବିସିଷ୍ଟ ଏହି ପରୀକ୍ଷା ଅବଜେଟ୍ ହୋଇଥିଲା ଓମାର ସିଟ୍ ରେ ହୋଇତିବା ଉକ୍ତ ପରୀକ୍ଷା କୁ ରାଜ୍ୟର 3 ହଜାର 85 ଟି କେନ୍ଦ୍ରରେ 5 ଲକ୍ଷ 574 ପରୀକ୍ଷାର୍ଥି ଦେଇଥିଲେ ।

school Staff

ତେବେ ଉତ୍ତର ଖାତା ଗୁଡିକ ବୋଡ ପକ୍ଷରୁ ମୂଲ୍ୟାନ ଲାଗି ଏକ ଫ୍ରାମକୁ ପଠାଜାଇଥିଲା ଅନ୍ୟ ପକ୍ଷରେ ସମେଟିବ୍ 2 ପରୀକ୍ଷା ଲାଗି ବୋଡ ପକ୍ଷରୁ ଶିକ୍ଷାବିତ ମାନଙ୍କ ସହ ଆଲୋଚନା ଶେଷ ହୋଇଛି । ତାହା ପୂର୍ବରୁ ଗତ 27 ତାିଖରେ ରାଜ୍ୟର ବିଭିନ୍ୟ ଶିକ୍ଷକ ସଂଘ ଅଭିଭାବକ ଶିକ୍ଷକ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସହ ବୋଡ କତୃପକ୍ଷ ଭିଡ଼ିଓ କନଫ୍ରେନସ୍ ରେ ଆଲୋଚନା କରି ନୂତନ ଶିକ୍ଷା ବ୍ୟବସ୍ତା ସମ୍ପର୍କରେ ମତାମତ ଲୋଡିଥିଲେ ।

ତେବେ ବର୍ତମାନ ସୁଧା ଏହି ପରିକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ସରକାର ତାରିଖ ଧାର୍ଯ୍ୟ କଲେ ପରିକ୍ଷା ହେବ ବୋଲି ବୋଡ କତୃପକ୍ଷ କହିଁଛନ୍ତି । ସମେଟିବ୍ 2 ପରୀକ୍ଷା ପୂର୍ବରୁ ଚଳିତ ମାସ ରେ ଦିତୀୟ ସପ୍ତାହ ମଧ୍ୟରେ ଫର୍ମେଟିବ୍ ଆସିସମେଣ୍ଟ 4 ପରୀକ୍ଷା ଶେଷ କରିବା ପାଇଁ ବୋଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଜାଇଥିବା ଜଣା ପଡିଛି । ତେବେ ବହୁତ ଜଲ୍ଦି ସରକାର ମଧ୍ୟ ଘୋଶଣା କରିବାକୁ ଯାଉଚନ୍ତି ଦଶମ ଶ୍ରେଣୀ ବୋଡ ପରୀକ୍ଷା କେଉଁ ତାରିଖ ସୁଧା ହେବ ଏବଂ କେଉଁ ତାରିଖ ସୁଧା ରେଜଲ୍ଟ ପ୍ରକାଶ ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *