Atal Bihari Vajpayee ଏହି ନିଷ୍ପତ୍ତି ଭାରତକୁ ୟୁକ୍ରେନ ବନିବାରୁ ବଞ୍ଚେଇ ଦେଲା…ଦେଖନ୍ତୁ ତାହା କଣ ?

Atal Bihari Vajpayee

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଦିନୁଆଁ ରେ ଗୋଟିଏ ଜିନିଷ ଚର୍ଚ୍ଚା ରେ ରହିଛି । ବର୍ତମାନ ସମୟ ରେ ସମସ୍ତ ନ୍ୟୁଜ ଚେନ୍ନାଲ ରେ କେବଳ ଗୋଟିଏ ଖବର ଭାଇରଲ ହେବାରେ ଲାଗିଛି ତାହା ହେଲା ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ବର୍ତମାନ ସମୟ ରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଜାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏମିତି ଯୁଦ୍ଧ ସମସ୍ତ ଙ୍କ ମନରେ ଭୟାବହ ସୃଷ୍ଟି କରିଛି । ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ୱଯୁଦ୍ଧ ଭାବେ ଗଣନା କରିଛନ୍ତି ।

ତେବେ ବନ୍ଧୁଗଣ ରୁଷିଆ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଏହି ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଅଟଳ ବିହାରୀ ବାଜପେୟୀ ଙ୍କ ଏକ ଖବର ଭାଇରଲ ହେବାରେ ଲାଗିଛି । ବାଜପେୟୀ ଙ୍କ ଗୋଟିଏ ଖବର ପ୍ରମାଣ କରିଛି ୟୁକ୍ରେନ ଭଳି ପରିସ୍ଥିତି ଭାରତ ର ହେବନାହିଁ । ବନ୍ଧୁଗଣ ଏହି ନିସ୍ପତି ହେଲା 1998 ମସିହା ରେ ହୋଇଥିବା ଭାରତ ର ପମମାଣୁ ପରିକ୍ଷା । 1998 ମସିହାରେ ଯେତେବେଳେ ଭାରତ ର ପରମାଣୁ ପରିକ୍ଷା ହୋଇଥିଲା । ସେତବେଳେ ଏହାର ଧ୍ୱନୀ ସାରା ବିଶ୍ୱରେ ସୁଣାଜାଇଥିଲା ।

nuclear

ଭାରତ ର ଏହି କାମ କୁ ନେଇ ୟୁଏନ ରେ ବହୁତ ଚର୍ଚ୍ଚା ହୋଇଥିଲା । ହେଲେ ସେତେବଳେ ଭାରତ କାହାର ଚାପରେ ନଇଁଲା ନାହିଁ । ବନ୍ଧୁଗଣ ଶୋଭିଏତ ସଂଘର ବିଘଟଣ ପରେ କୁହାଯାଉଥିଲା ୟୁକ୍ରେନ ପାଖରେ ବିଶ୍ଵର ତୃତୀୟ ପରମାଣୁ ଅସ୍ତ୍ର ଥିଲା । ହେଲେ ଆମେରିକା , ଋଷ ପରି କେତେକ ଦେଶ ଚାପରେ ଆସି ୟୁକ୍ରେନ ନିଜର ଏହି ପରମାଣୁ ବୋମା ଗୁଡିକୁ ନଷ୍ଟ କରିଦେଇଥିଲା ।

ସେହି ସମୟ ରେ ପଶ୍ଚିମା ଦେଶ ଆମେରିକା ରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆର୍ଥିକ ରୂପେ ଦୂର୍ବଳ ରହିଥିବା ୟୁକ୍ରେନ ପାଖରେ ପରମାଣୁ ଅସ୍ତ୍ର ର ଭଣ୍ଡାର ରହିଛି । ୟୁକ୍ରେନ ଋଷ , ଆମେରିକା ଓ ୟୁକେ ସହ 1994 ମସିହାରେ ନିଜ ପରମାଣୁ ବୋମା ଗୁଡିକୁ ନଷ୍ଟ କରିବା ପାଇଁ ରାଜି ହୋଇଥିଲା । ଏହା ବଦଳରେ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନ କୁ ସମସ୍ତ ପରିସ୍ଥିତି ରେ ସହାୟତା କରିବେ ବୋଲି କହିଥିଲେ ।

Vajpayee

ହେଲେ ଆଜି ୟୁକ୍ରେନ କୁ ସବୁ ଦେଶ ଅଲଗା କରିଦେଇଛନ୍ତି । ଆଜି ୟୁକ୍ରେନ ସେହି ନିସ୍ପତି କୁ ନେଇ ପଶ୍ଚାତ୍ୟାପ କରୁଛି । ତେଣୁ ଚର୍ଚ୍ଚା ହେଉଛି ଯେ ଭାରତ ଯଦି ନିଜ ପରମାଣୁ ବୋମା ର ପରିକ୍ଷା କରିନଥାନ୍ତା ତେବେ ପଡୋଶୀ ଦେଶ ତଥା ପାକିସ୍ତାନ ଓ ଚୀନ ଭାରତକୁ ନିଜ କବଜାରେ ନେଇଯାଇ ଥାନ୍ତେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *