17 ବର୍ଷ ବୟସରେ ରିୟା ଚକର୍ବର୍ତ୍ତୀ କରିଥିଲେ ଏମିତି କାରନାମା – ଡିଲେଟ ହେବା ଆଗରୁ ଦେଖି ନିଅ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୁସାନ୍ତ ସିହଂ ରାଜ ପୁତ୍ ଙ୍କ କେସ୍ କୁ ବହୁତ ଶକ୍ତି ର ସହିତ ଫୋଲ କରା ଯାଉ ଥିବା ବେଳେ ଏହି ମଧ୍ୟ ରେ ରିଆ ଙ୍କ ସହିତ ଯୋଡିତ ବହୁତ ଅଲଗା ଖୁଲାସା ହୋଇଛି । ଏହି ଦିନ ରେ ତାଙ୍କର ପାଖ ପୋଡଶୀ କହି ଥିଲେ କି ଏହା ପ୍ରଥମ ଥର ନୁହେଁ ଯେଉଁ ଠାରେ ସେ ଏମିତି ଭାବେ ଫସି ଛନ୍ତି ବୋଲି ।

ବରଂ କେବଳ 17 ବର୍ଷ ବୟସ ରେ ରିଆ ଏମିତି କିଛି କରି ଥିଲେ ଜାହା କୁ ଦେଖି ରିଆ ଏବଂ ତାଙ୍କ ପରିବାର କୁ ସବୁ କିଛି ଛାଡି ମୁମ୍ବାଇ ଆସିବା ପାଇଁ ପଡି ଥିଲା । ତେବେ ସେ କଣ କରି ଥିଲେ କେବଳ 17 ବର୍ଷ ବୟସ ରେ ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ । ଏମିତି ରେ ଏହି ଦିନ ରେ ଯେଉଁ ପରି ଭାବେ CBI ତଦନ୍ତ କରିବାରେ ଲାଗିଛି ସେମିତି ଭାବେ ରିଆ ଏବେ ନେସନାଲ ଟିଭି ରେ ଆସି ନିଜର ଭାଷଣ ଦେବାରେ ଲାଗିଛନ୍ତି ।

Riya Chakraborty

ଏବଂ ସବୁ ସତ୍ୟତା ବୟାନ୍ ବି ଦେଉଛନ୍ତି। ହେଲେ ତାଙ୍କର ଜବାବ୍ କୁ ସୁଣି ସୁଶାନ୍ତ ଙ୍କ ଫେନ୍ ମୋଟେ ବି ଖୁସୀ ନୁହଁନ୍ତି । ଏବଂ ଏହା ପରେ ପରେ ସେ ନିଜେ ନିଜ ଜାଲ ରେ ଫସିବାରେ ଲାଗିଛନ୍ତି ଗୋଟିଏ ଇଣ୍ଟରଭ୍ୟୁ ରେ କହି ଥିଲେ କି ସୁଶାନ୍ତ ଙ୍କୁ ଉଚ୍ଚତା କୁ ଡର ଲାଗୁ ଥିଲା। ହେଲେ ଭାଇରଲ ହୋଇ ଥିବା ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ସୁଶାନ୍ତ ନିଜେ ଅଙ୍କିତା ଲୈଖଣ୍ଡ ଙ୍କ ସହିତ ପ୍ଲେନ୍ ଉଡାଉ ଥିବାର ଦୃଶ୍ୟ ।

ଏହା ପରେ ରିଆ ଙ୍କୁ ଗୋଟିଏ ବଡ଼ ଜବାବ୍ ମିଳିଛି ଏବଂ ଏହା ସହିତ ତାଙ୍କୁ ବର୍ତମାନ ସମୟ ରେ ଆରେଷ୍ଟ କରିବା ପାଇଁ ଅପିଲ୍ ବି ହେବାରେ ଲାଗିଛି । ସେମିତି ରେ ଏହି କଥା କୁ ନେଇ ଏହି ଦିନ ରେ ରିଆ ର ପିଲା ଦିନ ର ସାଙ୍ଗ କହି ଥିଲେ କି ରିଆ ବହୁତ ସମୟରେ ନିଜ ମନ କୁ କାହାଣୀ ବନେଇ ସୁଣେଇ ଥାଏ । ଏବଂ ବର୍ତମାନ ସମୟ ରେ ବି ସେ CBI କୁ ଗୁମ୍ରା କରିବା ପାଇଁ ଲାଗିଛି । ଏବଂ ବର୍ତମାନ ସମୟ ରେ ସୁଶାନ୍ତ ସିହଂ ଙ୍କ କେସ୍ ରେ ବି ରିଆ ସେମିତି ହିଁ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *