ଇଣ୍ଟରଭିୟୁରେ ପଚାରିଲେ Sir- ଶରୀରର କେଉଁ ଅଙ୍ଗ ଶୋଇବା ପରେ ବଡ଼ ହେଇ ଯାଇ ଥାଏ? ଝିଅଟି ଦେଲେ ଏମିତି ଉତ୍ତର, ଶୁଣିକି ସାର ସେଇଠି ବେହୋସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

ପ୍ରଶ୍ନ– ବିହାର ର ଲିଙ୍ଗ ଅନୁପାତ କେତେ ?
ଏହାର ସଠିକ୍ ଉତ୍ତର ହେଲା ବିହାର ରେ ଲିଂଗନୁପାତ 918 ମହିଳା ପ୍ରତି ହଜାରେ ପୁରୁଷ ରେ ।

qu

ପ୍ରଶ୍ନ – ବିହାର ରେ ପୁରୁଷ ଙ୍କ ର ଜନସଂଖ୍ୟା କେତେ ?
ଏହାର ସଠିକ୍ ଉତ୍ତର ହେଲା ବିହାର ରେ ପୁରୁଷ ଙ୍କ ର ଜନସଂଖ୍ୟା 5.48 କୋଟି ।

ପ୍ରଶ୍ନ – ବିହାର ରେ ମହିଳା ଙ୍କ ର ଜନସଂଖ୍ୟା କେତେ ?
ଏହାର ସଠିକ୍ ଉତ୍ତର ହେଲା ବିହାର ରେ ମହିଳା ଙ୍କ ର ଜନସଂଖ୍ୟା 4.98 କୋଟି ।

ପ୍ରଶ୍ନ – ମୋଟର କାର ର ଆବିଷ୍କାର କିଏ କରିଥିଲେ ?
ଏହାର ସଠିକ୍ ଉତ୍ତର ହେଲା ମୋଟର କାର ର ଆବିଷ୍କାର କାର୍ଲ ବେଜ କରିଥିଲେ ।

qustionnn

ପ୍ରଶ୍ନ – ଆରବ ସାଗର ର ରାଣୀ କାହାକୁ କୁହାଯାଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ଆରବ ସାଗର ର ରାଣୀ କୋଚିନ ଅଟନ୍ତି ।

ପ୍ରଶ୍ନ – ଶରୀର ର କେଉଁ ଅଙ୍ଗ ଶୋଇବା ପରେ ବଡ଼ ହେଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ଶରୀର ରେ ଆଖି ର ପଲକ ଶୋଇବା ପରେ ବଡ଼ ହେଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *