ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1.ସେ କିଏ ଯାହାକୁ ବୁଡି ଯିବାର ଦେଖି ମଧ୍ୟ କେହି ବଂଚେଇବା କୁ ଯାନ୍ତି ନାହିଁ ?
ଏହାର ସଠିକ ଉତ୍ତର ହେଲା ସୂର୍ଯ୍ୟ ।
2.ଏମିତି କେଉଁ ଜିନିଷ ଯାହା ଗରିବ ଲୋକ ପାଖରେ ଅଛି କିନ୍ତୁ ଧନୀ ଲୋକ ପାଖରେ ନାହିଁ ?
ଏହାର ସଠିକ ଉତ୍ତର ହେଲା ଗରିବୀ ।
3. ଝିଅଙ୍କ ଶରୀରରେ ଏମିତି କେଉଁ ଅଙ୍ଗ ଅଛି ଯାହାକୁ ଖାଇ ହେବ, ମିଳିଲା ଏମିତି ଉତ୍ତର ସାର ହେଇଗଲେ ବେହୋସ
ଏହାର ସଠିକ ଉତ୍ତର ହେଲା Lady finger ଅର୍ଥାତ ଭେଣ୍ଡି ।
4.ଝିଅ ମାନଙ୍କ କେଉଁ ଜିନିଷ କୁ ଚିପିଲେ ତାହା ବଡ଼ ହୋଇଥାଏ?
ଏହାର ସଠିକ ଉତ୍ତର ହେଲା ଝିଅ ମାନଙ୍କର ଏପରି କୌଣସି ଜିନିଷ ନାହିଁ ।
5.ଭାରତର ତାହା କେଉଁ ଗାଁ ଯେଉଁଠାରେ ସମସ୍ତଙ୍କ ଘରେ କବାଟ ନଥାଏ ?
ଏହାର ସଠିକ ଉତ୍ତର ହେଲା ଶନି ସିଙ୍ଗା ପୁର ।
6.ଭାରତରେ ସବୁଠାରୁ ପ୍ରଥମ ସୂର୍ଯ୍ୟୋଦୟ କୋଉଁଠାରେ ହୋଇଥାଏ ?
ଏହାର ସଠିକ ଉତ୍ତର ହେଲା ଅରୁଣାଚଳ ପ୍ରଦେଶ ।
7. ହାତୀ ଗୁମ୍ଫା ଭାରତ ର କେଉଁ ରାଜ୍ୟ ରେ ରହିଛି ?
ଏହାର ସଠିକ ଉତ୍ତର ହେଲା ଓଡିଶା ।
8.ନିଆଁ ବର୍ସୁ ଥିବା ଗଛ କେଉଁ ଦେଶ ରେ ଦେଖା ଯାଏ ?
ଏହାର ସଠିକ ଉତ୍ତର ହେଲା ମଲେସିଆ
9.ବୁଢ଼ାବଳଙ୍ଗ ନଦୀର ଉତ୍ପତିସ୍ଥଳ ର ନାମ କଣ ?
ଏହାର ସଠିକ ଉତ୍ତର ହେଲା ଶିମିଳିପାଳ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।