ଆସୁଛି ପ୍ରଳୟଙ୍କାରୀ ବାତ୍ଯା ଆସାନି । ଏହି ତାରିଖରେ କରିବ ଲ୍ୟାଣ୍ଡଫଲ

a-ba

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ମାଡି ଆସଛି ବାତ୍ୟା ଆସାନୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବୋଙ୍ଗପସାଗର ରେ ସୃଷ୍ଟି ହୋଇପାରେ ଲଘୁଚାପ । ଆସନ୍ତୁ ଜାଣିନେବା ସାମ୍ଭାବ୍ୟ ବାତ୍ୟା କୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ରପୋର୍ଟ । ମାର୍ଚ୍ଚ ମାସ ର ତୃତୀୟ ସପ୍ତାହ ରେ ହେବ କି ବାତ୍ୟା ଆସନ୍ତା 24 ଘଣ୍ଟା ରେ ସୃଷ୍ଟି ହେଉଥିବା ଘୃର୍ଣ୍ଣିଂ ବଳୟ ପରବର୍ତି ପର୍ଯ୍ୟୟ ରେ ଘନିଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଜାଉଛି ।

ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାମ କରଣ ହେବ ଆସାନୀ । ଯଦିଓ ଭାରତୀୟ ପାଣିପାଗ ବିଭାଗ ବାତ୍ୟାର ରୂପ ରେଖ ଏବଂ ଦିଗକୁ ନେଇ ପୂର୍ବାନୁମାନ କରିନାହିଁ । ହେଲେ ବରିଷ୍ଟ ପାଣିପାଗ ବିଶେଷଜ୍ଞ୍ୟ ସରତ ସାହୁ ଆକଳନ କରି କହିଛନ୍ତି ବାତ୍ୟା ବାଙ୍ଗଲାଦେଶ ମୁହାଁ ହେବ ଏବଂ ଓଡିଶା ଉପକୂଳ ରୁ 200 କିଲୋମିଟର ଦୂରରେ ଏହା ଗତି କରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ 24 ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଜାଇଥିବା ଟ୍ୱିଇଟ ରେ ଏହି ସୂଚନା ଦିଆଜାଇଛି ।

ହେଲେ ଏହି ଲଘୁଚାପ କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ ଲଘୁଚାପ ରୂପ ରେଖକୁ ନେଇ ଅନ୍ୟ ପାଣିପାଗ ବିଶେଷଜ୍ଞ୍ୟ ପରବର୍ତି ସ୍ଥିତି ଆକଳନ କରିଛନ୍ତି । ସେପଟେ ସୈର ପାଣିପାଗ ବିଶେଷଜ୍ଞ୍ୟ ସରତ ସାହୁ କହିଛନ୍ତି 20 ତାରିଖ ବେଳକୁ ଏହି ମୋଡେଲ ଉତ୍ତର ପଶ୍ଚିମ ଆଡକୁ ଗତି କରିବ । ଆଉ 22 ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇ ପାରେ ।

ତେବେ ଓଡିଶା ଉପକୂଳ ଠାରୁ 200 କଲୋମିଟର ଦୂରରେ ଏହାର ଗତି ପଥ ପରବର୍ତନ କରି ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ବାଙ୍ଗଲ୍ଲାଦେଶ ଆଡକୁ ମୁହାଁଇବ ସାଧାରଣ ଭାବେ ମାର୍ଚ୍ଚ ମାସରେ ବାତ୍ୟା ଆସିବା ଦେଖାଯାଏ ନାହିଁ । ବାତ୍ୟା ଉପରେ ନଜର ରଖୁଥିବା ବିଶେଷଜ୍ଞ୍ୟ ମାନଙ୍କ ପୂର୍ବାନୁମାନ ହେଲା ଯଦି ଏହି ବାତ୍ୟା ଆସେ ତେବେ ଏହା ଓଡିଶା ଉପରେ ବେଶୀ ପ୍ରଭାବ ପକେଇବାର ସମ୍ଭାବନା ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *