କୁମ୍ଭ ଓ ମକର ରାଶିର ବ୍ୟକ୍ତି ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି,କଣ ରହିଛି ଏହା ପଚାର ଅସଲ ରହସ୍ୟ କେବଳ ଏହି ଦୁଇ ରାଶି ଜାଣିଛନ୍ତି ।

2 rashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କହିବୁ କି କଣ ପାଇଁ କୁମ୍ଭ ଓ ମକର ରାଶିର ବ୍ୟକ୍ତି ସର୍ବଦା ଭାଗ୍ୟଶାଳୀ ହୋଇଥାନ୍ତି । କଣ କେହ ଜ୍ୟୋତିଷ ଶାସ୍ତ୍ର ଜାଣିବା ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ 12 ଗୋଟି ରାଶି ର ବିଷୟ ରେ ବର୍ଣ୍ଣନା ହୋଇଛି । ପ୍ରତି ରାଶି ଗୁଡିକ ର ଗ୍ରହ ରହିଥାନ୍ତି । ରାଶି ଗୁଡିକ ଉପରେ ଗୁରୁ ଗ୍ରହ ର ପ୍ରଭାବ ସଂମ୍ପର୍ଣ୍ଣ ରହିଥାଏ ।

ତେବେ କୁମ୍ଭ ଓ ମକର ରାଶିର ଗୁରୁ ଗ୍ରହ ହେଲେ ଶନିଦେବ। ସେହିଥି ପାଇଁ କୁମ୍ଭ ଓ ମକର ରାଶି ଉପରେ ସବୁ ବେଳେ ଶନିଦେବ ଙ୍କ କୃପା ରହିଥାଏ । ଶନିଦେବ ଙ୍କ କୃପାରୁ ଏହି ରାଶି ର ଲୋକ ମାନଙ୍କୁ କମ୍ ସମସ୍ୟା ର ସାମ୍ନା କରିବାକୁ ପଡେ । ଧାର୍ମିକ ଶାସ୍ତ୍ର ଅନୁସାରେ ଶନିଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ । ଶନିଦେବ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ।

shani

ଶନିଦେବ ଙ୍କ ଦୃଷ୍ଟି ରୁ ସମସ୍ତେ ବଞ୍ଚିବା ପାଇଁ ଚାହାଁନ୍ତି । ଯେଉଁ ଭଳି ଶନିଦେବ ଙ୍କ ପ୍ରଭାବ ବ୍ୟକ୍ତି ଙ୍କ ଉପରେ କଷ୍ଟ ପ୍ରଭାବିତ କରେ ସେହି ପରି ଶନିଦେବ ଙ୍କ ଆଶ୍ରୀବାଦ ସେମାନଙ୍କ ଜିବନ କୁ ରାଜା ପରି କରିଦିଏ । ଶନି ଙ୍କ କୃପାରୁ ଭିକାରୀ ମଧ୍ୟ ରାଜା ହେବାର ଷୌଭାଗ୍ୟ ପାଇଥାଏ।ସେଇ ହିସାବରେ କୁମ୍ଭ ଓ ମକର ରାଶି ବ୍ୟକ୍ତି ମାନେ ବହୁତ ଭାଗ୍ୟବାନ । କାରଣ ଏହି ଦୁଇଟି ରାଶିର ଗୁରୁ ଗ୍ରହ ହେଲେ ଶନିଦେବ ।

ଜାଣିବା ଏହି ଦୁଇଟି ବ୍ୟକ୍ତି ଙ୍କ ରାଶି ସଂମ୍ପର୍କ ରେ । ତେବେ କୁମ୍ଭ ରାଶି ର ଲୋକ ମାନେ ସ୍ୱଭାବ ରେ ବହୁତ ସରଳ ହୋଇଥାନ୍ତି । ସେହିଥି ପାଇଁ ଶନିଦେବ ଙ୍କ କୃପା ଏମାନଙ୍କ ଉପରେ ରହିଥାଏ । କୁମ୍ଭ ରାଶି ଲୋକ ମାନେ ସବୁ ବେଳେ ଅନ୍ୟ କୁ ସାହାଯ୍ୟ କରିବା ପାଇଁ ନିୟୋଜିତ ରହିଥାନ୍ତି । ଏମାନେ କେବେ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ସେହିଥି ପାଇଁ ଏମାନଙ୍କ ଉପରେ ଶନିଦେବ ସବୁ ବେଳେ ପ୍ରଶନ୍ନ ରହିଥାନ୍ତି ।

astrology

ଦୁଇ ରେ ହେଲେ ମକର ରାଶି ଏମାନଙ୍କ ଉପରେ ବି ଶନିଦେବ ସବୁ ବେଳେ ପ୍ରଶନ୍ନ ରୁହନ୍ତି । ଶନି ଙ୍କ କୃପାରୁ ମକର ରାଶିର ଲୋକ ଦୁଖଃ କଷ୍ଟ ଠାରୁ ଦୂରେଇ ରୁହନ୍ତି । ମକର ରାଶିର ଲୋକ ମାନେ ଭାଗ୍ୟ ରେ ଧନୀ ହୋଇଥାନ୍ତି । ଏମାନଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *