ସମୂଦ୍ର ଗର୍ଭ ରେ ଲୀନ ହୋଇ ଯିବେ ଉପକୂଳ ଓଡ଼ିଶାର ସବୁଗାଁ ଏବଂ ସହର ଆପଣଙ୍କ ଜିଲ୍ଲା ଏଥିରେ ନାହିଁତ

Malika Bachan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳିକା ର ବଡ ଭବିଷ୍ୟତ ବାଣୀ ସମୂଦ୍ର ଗର୍ଭ ରେ ଲୀନ ହୋଇ ଯିବେ ଉପକୂଳ ଓଡ଼ିଶାର ସବୁଗାଁ ଏବଂ ସହର । ଆପଣଙ୍କ ଜିଲ୍ଲା ଏଥିରେ ନାହିଁତ ଆସନ୍ତୁ ଜାଣିବା କଣ ରହିଛି ମାଳିକା ର ସତ୍ୟସତା ଏବଂ କଣ କହୁଛୁ ମାଳିକା । ତେବେ ଏହି ଦିନ ରେ ଯେଉଁ ପରି ଭାବେ ସମୁଦ୍ରର ଜଳ ସ୍ଥର ବଢି ବଢି ଚାଲିଛି । ସେହି ପରି ଏହ ଦିନ ରେ ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକା ଏବଂ କମ୍ୟୁନିକେସନ ର ରିପୋର୍ଟ ଅନୁସାରେ ବର୍ତମାନ ସମୟ ରେ ସମୁଦ୍ର ରେ ଯେଉଁ ପରି ଭାବେ ଜଳସ୍ଥର ବଢିବାରେ ଲାଗିଛି ।

ତାହା ଆଗାମୀ ସମୟ ରେ ସମଗ୍ର ବିଶ୍ୱରେ ହଇଚଇ ମଚେଇ ଦେବ । ଆଗାମୀ ସମୟ ରେ ସମୁଦ୍ର ଉପକୂଳ ବର୍ତି ଅଞ୍ଚଳ ମାନ ବୁଡିଯିବ । ସେହି ପରି ଭାବେ ଆମ ଓଡିଶା ର ପୁରୀ ଏବଂ ଗୋପାଳ ପୁର ମଧ୍ୟ କିଛି ବର୍ଷ ମଧ୍ୟ ରେ ସମୁଦ୍ର ଗର୍ଭରେ ରହିବା ସନିଶ୍ଚତ ବୋଲି ଜଣା ପଡିଛି । ଯେଉଁ ମାଳିକା ରେ କୁହାଜାଇଛି ଦିନେ ନା ଦିନେ ପୁରୀ ବଡଦେଉଳ ର ବାଇସି ପାହାଚ ରେ ମୀନ ଖେଳିବ ।

malika

ସେହି ଘଟଣା ଆଗାମୀ ଦିନ ରେ ସତ ବି ହୋଇ ଜାଇ ପାରେ । ତେବେ ଏହି ଦିନ ରେ ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକା ଏବଂ କମ୍ୟୁନିକେସନ ର ରିପୋର୍ଟ ଚିନ୍ତା କରିବାର ଏକ ଅନ୍ୟ ମୈକା ଦେଉଛି । ଏହି ରିପୋର୍ଟ ରେ କୁହାଜାଇଛି 2050 ସୁଧା ଅଧିକାଶଂ ଉପକୂଳ ବର୍ତ୍ତି ଜିଲ୍ଲା ସମୁଦ୍ର ଗର୍ଭରେ ଲୀନ ହେବ । ସେହିପରି ଭାବେ ସ୍ୱାମୀ ଅଚ୍ୟୁତ୍ୟାନନ୍ଦ ମାଳିକା ରେ ଜାହା ସବୁ ଲେଖା ରହିଛି ତାହା ଆଗାମୀ ସମୟ ରେ ସତ ହେବ ବୋଲି କୁହାଜାଇଛି ।

ଯେଉଁ ପରି ଭାବେ ବାୟୁମଣ୍ଡଳ ବର୍ତମାନ ସମୟ ରେ ଗରମ ହୋଇଜାଇଛି । ହିମାଳୟ ଠାରୁ ଆଣ୍ଟଲ୍ଲାଟିକା ବରଫ ମାନ ତରଳିବାକୁ ଯାଉଛି । ଏହି ଦ୍ୱାରା ସମୁଦ୍ରର ଜଳ ସ୍ଥର ବହୁ ପରିମାଣ ରେ ବଢିବାରେ ଲାଗିଛି । ଖାସ କରି ଓଡିଶା ରେ ଗୋପାଳପୁର ଏବଂ ପୁରୀ ରେ ଅନେକ ସ୍ଥାନ ରେ କୂଳ ଲଙ୍ଘିବାରେ ଲାଗିଛି । ତେବେ ଏହି ଭଳି ଭାବେ କିଛି ମାଳିକାରେ ବର୍ଣ୍ଣିତ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *