ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ଏମିତି ବହୁତ ଅଭିନେତା ମାନେ ରହିଛନ୍ତି ଯେଉଁ ମାନେ ବର୍ଷ ବର୍ଷ ଧରି ବଲିଉଉଡ ରେ ରାଜ କରି ଆସୁଛନ୍ତି । ଏବଂ ବର୍ତମାନ ସମୟ ରେ ସେମାନଙ୍କ ଲୋକ ପ୍ରିୟତା କମିବାର ନାହିଁ ବରଂ ବଢି ଚାଲିଛି ଏବଂ ସେମାନଙ୍କ ସ୍ଥିତି ଏବେ ଏମିତି ରହିଛି କି ଏବେ ସେମାନଙ୍କ ପିଲା ମାନେ ବି ଲାଇମ୍ ଲାଇଟ୍ କୁ ପଳେଇ ଆସୁଛନ୍ତି ।
ବହୁତ କଳାକାର ଙ୍କ ପିଲା ମାନେ ଏବେ ବଲିଉଡ ର ଡେଭ୍ୟୁ ର ପ୍ରସ୍ତୁତି କରୁ ଥିବା ବେଳେ ତ କିଛି ନିଜର ଡେଭ୍ୟୁ ପରେ ପରେ ଚର୍ଚ୍ଚା ରେ ରହିଛନ୍ତି । ଏମିତି ମଧ୍ୟ ରେ ଅଭିନେତା ଅକ୍ଷୟ କୁମାର ଙ୍କ ପୁଅ କେମିତି ପଛରେ ରହି ପାରିବ । କାରଣ ସେ ବି ଏବେ ବହୁତ ପରିମାଣ ରେ ଲାଇମ୍ ଲାଇଟ୍ ରେ ରହିଛନ୍ତି ଏବଂ କଣ ରହିଛିି ଏହା ପଛ ର କାରଣ ଆସନ୍ତୁ ଜାଣି ନେବା ।
ଆପଣ ମାନେ ବି ଜାଣି ଥିବେ ଅଭିନେତା ଅକ୍ଷୟ କୁମାର 90 ଦଶକ ରୁ ହିଁ ବଲିଉଡ ଉପରେ ରାଜ କରୁଛନ୍ତି । ଆଜିର ସମୟ ରେ ତାଙ୍କର ପ୍ରଥମ ଫିଲ୍ମ ସୁପର ହିଟ୍ ରହି ଥାଏ । ହେଲେ ଆମେ ଆଜି ତାଙ୍କର ନୁହେଁ ବରଂ ତାଙ୍କ ପୁଅ ଙ୍କ ବିଷୟ ର କହୁଛୁ ତାଙ୍କ ପୁଅ ଏବେ କେବଳ 18 ବର୍ଷ ର ଅଟେ । ଏବଂ ଆଜି ଏମିତି ଅଟେ ସେ କି କୈଣସି ନା କୈଣସି ଝିଅ ଙ୍କ ପାଲ ରେ ପଡି ପାରନ୍ତି ଏବଂ ଆଜିର ସମୟ ରେ ସେ କୈଣସି ନା କୈଣସି କାରଣ ପାଇଁ ଚର୍ଚ୍ଚା ରେ ରହି ଥାନ୍ତି ।
ସେମିତି ରେ ବର୍ତମାନ ସମୟ ରେ ସେହି ପରି ଗୋଟିଏ ଅଭିନେତ୍ରୀ ପ୍ରେମ ରେ ପଡିଛନ୍ତି ଏହି ଅଭିନେତା ଙ୍କ ପୁଅ ଆରବ୍ କୁମାର ଏବଂ ଏହି କଥା କୁ ସେ ସମସ୍ତ ଙ୍କୁ କହିଛନ୍ତି ତଥା ଯିଏ ତାଙ୍କ ହୃଦୟ ଛୋରେଇଛି ସେ ହେଲେ ଆଲିଆ ଭଟ୍ଟ ଅଟନ୍ତି । ଏବଂ ସେ ଆଲିଆ ଙ୍କ ଅଭିନୟ ର ବହୁତ ବଡ ଦିୱାନା ଅଟନ୍ତି । ଏବଂ ଏହି କାରଣ ପାଇଁ ସେ ଅଲିଆ ଙ୍କ ତାରିଫ୍ କରିବା ପାଇଁ ମୋଟେ ବି ଥକନ୍ତି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।