33 ବର୍ଷ ପରେ ଆଜି ଏତେ ବଦଳି ଜାଇଛନ୍ତି ରାମାୟଣ ସିରିଏଲର ସୁପଣେଖା ! ଦେଖନ୍ତୁ ତାଙ୍କର ଫଟୋ

Ramayana

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 80 ଦଶକ ରେ ପ୍ରାଶାରିତ ହେଉ ଥିବା ରାମାୟଣ ବିଷୟରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ସେହି ସମୟ ରେ ଏହି ସିରିଏଲ ବହୁତ ପରିମାଣ ରେ ପପୁଲାର ରହି ଥିଲା ସେହି ସମୟରେ ଏହି ଥିରେ କାମ କରୁ ଥିବା କଳାକାର ବହୁତ ଲୋକ ପ୍ରିୟ ହୋଇ ଜାଇ ଥିଲେ । ସେମିତି ରେ କଣ ଆପଣ ମାନେ ଜାଣନ୍ତି ଏହି ସିରିଏଲ ରେ କାମ କରୁ ଥିବା ଫେମସ୍ ତାରକା ମାନେ ଆଜିର ଦିନ ରେ କେଉଁଠି ରହିଛନ୍ତି ଏବଂ ସେମାନେ କେମିତି ଦେଖା ଯାଉଛନ୍ତି ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।

ପ୍ରଥମେ ରହିଛନ୍ତି ରେଣୁ ଉତ୍ଥାରିବା ସେହି ସମୟ ରେ ରାବଣ ର ଭଉଣୀ ସୃପଣେଖା ଭାବେ କାମ କରି ଥିବା ଏହି ଅଭିନେତ୍ରୀ ରେଣୁ ଉତ୍ଥାରିବା ଅଟନ୍ତି । ଧାର୍ମିକ ଟିଭଇ ସିରିଏଲ 1987 ମସିବାରେ ଟେଲିଭିଜନ୍ ରେ ପ୍ରଶାରିତ ହେଉ ଥିଲା । ଜାହାକୁ ଆଜି 33 ବର୍ଷ ହୋଇ ସାରିଛି । ଏବଂ ଆଜିର ଦିନରେ ରେଣୁ ଉତ୍ଥାରିବା ବହୁତ ପରିବର୍ତନ ହୋଇ ସାରିଛନ୍ତି ।

ranu

ସେହି ପରି ଦୁଇ ରେ ରହିଛନ୍ତି ସୁଧେର୍ ଧଲ୍ବି ସେହି ସମୟ ରେ ରାମାୟଣ ରେ ଗୁରୁ ବୈଶିଷ୍ଟ ର ରୋଲ କରି ଥିବା ଏହି ସୁଧେର୍ ଧଲ୍ବି ରାମାୟଣ ସହିତ ସେ ବହୁତ ଟିଭଇ ସିରିଏଲ ରେ କାମ କରି ସାରିଛନ୍ତି ।

ତିନି ରେ ହେଲେ ଅରବିନ୍ଦ ତ୍ରୀବେଦୀ । ରାମାୟଣ ରେ ରାମ ଙ୍କ ସତୃ ରାବଣ ଙ୍କ ରୋଲ ନିଭାଇ ଥିବା ଅଭି ନେତା ଥିଲେ ଅରବିନ୍ଦ ତ୍ରୀବେଦୀ । ଏବଂ ଆଜିର ଦିନ ରେ ମୁମ୍ବାଇ ରେ ସେ ନିଜ ଘରେ ରହି ଥାନ୍ତି ଏବଂ ବହୁତ ପରିବର୍ତନ ବି ହୋଇ ସାରିଛନ୍ତି ।

Arvind Trivedi

ସେହି ପରି ରାମାୟଣ ରେ ରାମ ର ରୋଲ କରୁ ଥିବା ଅଭିନେତା ଅରୁଣ ଗୋବିଲ୍ ନିଜର ଅଭିନୟ ରେ ରାମାୟଣ କୁ ସତ୍ୟ ଭାବେ ପ୍ରଶାତିତ କରେଇ ଥିଲେ । ଏବଂ ଅରୁଣ ଗୋବିଲ୍ ଙ୍କ କଥା କହିବା ତେବେ ସେ ବି ଆଜିର ଦିନ ରେ ବହୁତ ପରିବର୍ତନ ହୋଇ ସାରିଛନ୍ତି ।

ସେହି ପରି ରାମାୟଣ ରେ ସୀତା ର ରୋଲ ନିଭେଇ ଥିବା ଅଭିନେତ୍ରୀ ଦିପିକା ଛିଖିଲିଆ ଅଟନ୍ତି । ନିଜର ପ୍ରବକ୍ତ ଏବଂ ସୁନ୍ଦଦରତା ପାଇଁ ସେ ସମସ୍ତ ଙ୍କ ମନ ରେ ସେହି ସମୟ ରେ ଦେବୀ ଭାବେ ବସି ଜାଇ ଥିଲେ ହେଲେ ଆଜିର ସମୟ ରେ ବହୁତ ପରିବର୍ତନ ହୋଇ ସାରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *