ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫସ ରେ ଆସିଲା ଆଉ ଏକ ସୁପର ହିଟ ସ୍କିମ୍ 10 ବର୍ଷ ର ପିଲା ଖୋଲି ପାରିବେ ଏହି ଆକାଉଣ୍ଟ କୁ ମିଳିବ ମାସକୁ 25 ଶହ ଟଙ୍କା ତେବେ ଆସନ୍ତୁ ନଜର ପକେଇବା ପୋଷ୍ଟ ଅଫିସ ର ଏହି ସ୍କିମ୍ ଉପରେ ତେବେ ପୋଷ୍ଟ ଅଫିସ ସ୍କିମ୍ ସେହି ଲୋକ ମାନଙ୍କ ପାଇଁ ଲାଭ ଦାୟକ ଯେଉଁ ମାନେ ବିପଦ ସୁନ୍ୟ ସହିତ ଲାଭ ମଧ୍ୟ ଚାହୁଁଥାନ୍ତି । ତେବେ ଡାକଘରର MIS ହେଉଛି ଏମିତି ଏକ ସଞ୍ଚୟ ଯୋଜନା ଯେଉଁଥିରେ ଆପଣ ମାନେ ପ୍ରତିଥର ଥରେ ବିନିଯୋଗ କରି ସୁଧ ଆକାର ରେ ଲାଭ ଉପାର୍ଜନ କରି ପାରବେ ।
ଏହି ଖାତା ରେ ଅନେକ ଲାଭ ମଧ୍ୟ ରହିଛି ଜାହାକି ପୋଷ୍ଟ ଅଫିସ ସେଭିଂ ସ୍କିମ୍ ତେବେ ଏହି ଆକାଉଣ୍ଟ କୁ 10 ବର୍ଷ ରୁ ଅଧିକ ପିଲା ମାନଙ୍କ ନାମରେ ଖୋଲା ଜାଇ ପାରିବ । ଯଦି ତୁମେ ନିଜର ପିଲା ମାନଙ୍କ ନାମରେ ପୋଷ୍ଟ ଅଫିସ ସ୍ୱତନ୍ତ୍ର ଆକାଉଣ୍ଟ କୁ ପୋଷ୍ଟ ଅଫିସ ମାସିକ ଇନକମ୍ ସ୍କିମ୍ ଖୋଲି ତେବେ ଆପଣ ମାନେ ପ୍ରତି ମାସରେ ପାଇଥିବା ସୁଧକୁ ଟିଉସନ ଫି ପାଇଁ ମଧ୍ୟ ପ୍ରଦାନ କରି ପାରିବେ ।
ତେବେ ଏହି ଉପରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା । ଆପଣ ମାନେ ଯେକୈଣସି ଡାକ ଘରକୁ ଜାଇ ଏହି ପୋଷ୍ଟ ଅଫିସ ଆକାଉଣ୍ଟ ଖୋଲି ପାରିବେ । ଏହା ଅଧିନ ରେ ସର୍ବନିମ୍ନ 1 ହାର ଟଙ୍କା ଯମା କରି ପାରିବେ ଏବଂ ସର୍ବାଧିକ 4.5 ଲକ୍ଷ ଟଙ୍କା ମଧ୍ୟ ଯମା କରି ପାରିବେ । ତେବେ ବର୍ତମାନ ଏହି ଯୋଜନା ଅନ୍ତର୍ଗତ ସୁଧ ହାର ହେଉଛି 6.6 ପ୍ରତିଶତ ଯଦି ଶୁଶୁ ର ବୟସ 10 ବର୍ଷ ରୁ ଅଧିକ ତେବେ ଆପଣ ମାନେ ସେମାନଙ୍କ ନାମରେ ଏହି ଆକାଉଣ୍ଟ ଖୋଲି ପାରିବେ ।
ଆଉ ଯଦି ବୟସ କମ୍ ତେବେ ପିତା ମାତା ବଦଳ ରେ ଆକାଉଣ୍ଟ ଖୋଲି ପାରିବେ । ଏହି ଯୋଜନା ରେ ମେଚ୍ୟୁରିଟି 5 ବର୍ଷ ଅଟେ ଏହାକୁ ବନ୍ଦ କରିହେବ । ଯଦି ତୁମ ପିଲା 10 ବର୍ଷ ବୟସ ହୋଇଛି ଆଉ ତୁମେ ତାଙ୍କ ନାମରେ 2 ଲକ୍ଷ ଟଙ୍କା ଯମା କର ତେବେ ତେବେ ପ୍ରତି ମାସରେ ତୁମର ସୁଧ 6.6 ପ୍ରତିଶତ ହାରରେ 11 ଶହ ଟଙ୍କା ହେବ ।
ଆଉ 5 ବର୍ଷ ରେ ଏହି ସୁଧ ସମୁଦାୟ 66 ହଜାର ଟଙ୍କା ହେବ ଶେଷ ରେ ଆପଣ ମାନେ ମଧ୍ୟ ଦୁଇ ଲକ୍ଷ ଟଙ୍କା ଫେରସ୍ତ ପାଇବେ । ଏମିତି କି ଏକ ଛୋଟ ପିଲା ପାଇଁ ଆପଣ ମାନେ ଏହି ଟଙ୍କା ପାଇବେ ଏବଂ ଏହାକୁ ଆପଣ ମାନେ ତାଙ୍କ ଶିକ୍ଷା ପାଇଁ ଲଗେଇ ପାରିବେ । ଏବଂ ଏହି ସୁଧ ଟଙ୍କା ପିତା ମାତା ଙ୍କ ପାଇଁ ଭଲ ସାହାଯ୍ୟ ଟଙ୍କା ହୋଇପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।