ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫାଲ୍ଗୁନ ମାସ ଶିବ ରାତ୍ରୀ କୁ ମହାଶିବ ରାତ୍ରୀ କୁହାଯାଏ । ଏବଂ ଏହାକୁ ଫାଲ୍ଗୁନ ମାସ କୃଷ୍ଣ୍ନ ପକ୍ଷ ଚତୁର୍ଦୋଷୀ ତିଥି ବୋଲି ବି କୁହାଯାଏ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ମାର୍ଚ୍ଚ 1 ତାରିଖ ମଙ୍ଗଳବାର ଦିନ ଶିବରାତ୍ରି ପଡୁଛି ତେବେ ଆପଣ ମାନେ ଏହି ଶିବରାତ୍ରି କୁ ବହୁତ ଧୁମ୍ ଧାମ୍ ଭାବେ ପାଳନ କରିବେ । ତେବେ ପୁରାଣ ଅନୁସାରେ ଫାଲ୍ଗୁନ ମାସ କୃଷ୍ଣ୍ନ ପକ୍ଷ ଚତୁର୍ଦୋଷୀ ତିଥି ରେ ଭଗବାନ ଶିବ ଏବଂ ମାତା ପାର୍ବତୀ ଙ୍କ ବିବାହ ହୋଇଥିଲା । ଏହି କାରଣ ରୁ ବହୁତ ପବିତ୍ର ପର୍ବ କୁହାଯାଏ । ତେବେ ଏହି ଦିନ ରେ କିଛି ବିଧି ଅନୁସାରେ ପୂଜା କରିଲେ ସବୁ ମନସ୍କାମନା ପୂରଣ ହୁଏ ।
ତେବେ ଆସନ୍ତୁ ସେହି ଉପାୟ ବିଷୟ ରେ ଜାଣିବା । ପ୍ରାଚୀନ କଥା ଅନୁସାରେ ଏହି କଥା ବି କୁହାଯାଏ କି ପ୍ରଭୁ ଶିବ ରାତ୍ରୀ ଦିନ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରି ଥିଲେ । ସେହି ଦିନ ଠାରୁ ଅନ୍ଧାର ଏବଂ ଅଜ୍ଞ୍ୟାନ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇଁ ଏହି ପରି ଭାବେ ଭକ୍ତି ମାନେ ଜାଗର କୁ ପାଳନ କରନ୍ତି । ତଥା ଏହି ଦିନ ରେ ତତ୍ୱ ଏହି କଥା କୁ ବି ସୂଚାଇ ଥାଏ କି । ସୃଷ୍ଟି ର ସର୍ଜନ ଏହି ଭଳି ଭାବେ ହୋଇଛି ବୋଲି କୁହାଯାଏ । ତେବେ ସେମିତି ରେ ଦ୍ୱାଦଶ ମାସ ରେ ଏହି ଏହି ପୂଜା କରା ଜାଇ ଥାଏ । ଏବଂ ଏହାର ଗୋଟିଏ ପ୍ରକାରର ସ୍ୱତନ୍ତ୍ରତା ରହିଛି ।
ଏହି ଦିନ ରେ ଭକ୍ତ ମାନେ ଦିନ ସାରା ଓପାସ ରହିଛି ଭକ୍ତ ମାନେ ରାତ୍ରୀ ରେ ଜାଗର ଜାଳନ୍ତି । ଏବଂ ଏହି ଯୋଗୁଁ ପ୍ରକମ୍ପତି ହୋଇ ଉଠି ଥାଏ ଶୈବ ପୀଠ । ତେବେ ଆମେ ଆଜି ଏଠାରେ ଏହି ଶିବରାତ୍ରି ଦିନ କେଉଁ ସବୁ ସାବଧନତା ଅବଲମ୍ବନ କରିବା ଜରୁରୀ ଆସନ୍ତୁ ଜାଣିନେବା । ତେବେ ଭଗବାନ ଶିବଙ୍କ ପୂଜା ବିଧି ବିଷୟ ରେ କହିଲ ଏହି ବ୍ରତ୍ତ ରେ ବ୍ୟକ୍ତି ସକାଳୁ ଉଠି ନିତ୍ୟକ୍ରମ ସାରି ମସ୍ତକ ରେ ଭଷ୍ମ ର ତିଳକ ଲଗେଇ ଗଳା ରେ ରୁଦ୍ରାକ୍ଷ୍ୟ ପକେଇ ଶିବ ମନ୍ଦିର ଜାଇ ବିଧି ପୂର୍ବକ ପୂଜା ଅର୍ଚ୍ଚନା କରିବା ଉଚିତ୍ ଏବଂ ପରେ ଶ୍ରଦ୍ଧା ପୂର୍ବକ ଏମିତି ସଂଙ୍କଳ୍ପ ନେବା ଆବଶ୍ୟକ ।
ଏମିତି କରିଲେ ଆପଣ ମାନଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହିତ ଚାକିରୀ ରେ ପଦନ୍ନତି ମିଳେ । 2022 ମହାଶିବରାତ୍ରୀ ର 1 ମାର୍ଚ୍ଚ ମଙ୍ଗଳବାର ଦିନ ପାଳନ ହେବ । ଚତୁର୍ଦଶ ତିଥି ଆରମ୍ଭ ହେବ କାଳ ପ୍ରାୟତଃ 1 ମାର୍ଚ୍ଚ 3.16 ମିନିଟରେ ଆଉ ଶେଷ ହେବ 2 ମାର୍ଚ୍ଚ 1.00 ସମୟରେ । ତେବେ ମହାଶିବ ରାତ୍ରୀ ପାଳନ ର ସମୟ ହେବ 2 ମାର୍ଚ୍ଚ ସକାଳ 6.15 ମିନିଟ ପର୍ଯ୍ୟନ୍ତ । ଭଗବାନ ଶିବଙ୍କ ପୂଜା ରେ ବିଧି ଅନୁସାରେ କେବଳ ବେଲପତ୍ର ଅର୍ପଣ କରିବେ , କେତକୀ ଏବଂ କଦମ୍ବ ଫୁଲ ଅର୍ପଣ କରିବେ ନାହିଁ । ଭଗବାନ ଶିବଙ୍କ ପୂଜା ରେ ଯେଉଁ ଅକ୍ଷତ ଚଢାଇବେ ତାହା ଭଙ୍ଗା ହୋଇନଥିବା ଦରକାର ।
ଭଗବାନ ଶିବଙ୍କ ପୂଜାରେ ଶଙ୍ଖରେ ଜଳ ଅର୍ପଣ କରିବେ ନାହିଁ । ଏବଂ ଏହି ଦିନରେ ଶିବ ଲଙ୍ଗରେ ନଡିଆ ପାଣି ଅର୍ପଣ କରିବା ଉଚିତ ନୁହେଁ । ଭଗବାନ ଶିବଙ୍କୁ ପ୍ରଶନ୍ନ କରିବା ପାଇଁ ଶିବରାତ୍ରୀ ରେ ପଞ୍ଚାମୃତ ସହିତ ବେଲପତ୍ର ଦୁଦୁରା ଅର୍ପଣ କରନ୍ତୁ । ଏହା ସହିତ ଶିବଲିଙ୍ଗରେ ଗଙ୍ଗାଜଳ ନିଶ୍ଚିତ ଅର୍ପଣ କରନ୍ତୁ ଏମିତି କରିଲେ ଶୁଭଫଳ ମିଳେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।